ଏହି ଜିନିଷ ଖାଉଥିଲେ ସାବଧାନ୍! ଦ୍ରୁତ ଗତିରେ ବଢ଼ୁଛି କ୍ୟାନ୍ସର ହେବାର ଆଶଙ୍କା, ରିସର୍ଚ୍ଚରୁ ଖୁଲାସା

ଆଜିକାଲି ଡବା ବନ୍ଦ ଖାଦ୍ୟ ଖାଇବାର ଟ୍ରେଣ୍ଡ ଚାଲିଛି । ଦୋକାନ ବି ମଲମାନଙ୍କରେ ଡବା ବନ୍ଦ ଖାଦ୍ୟ ଗଦା ହୋଇଛି । ଅଧିକାଂଶ ଲୋକ ଡବା ବନ୍ଦ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏକ ଷ୍ଟଡୀ ଅନୁସାରେ, ଏହି ଖାଦ୍ୟ…

କେବେ ଶସ୍ତା ହେବ ପେଟ୍ରୋଲ-ଡିଜେଲ୍, ବଡ଼ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ!

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ଦାମକୁ ନେଇ ସାଧାରଣ ଜନତା ଚିନ୍ତିତ ଅଛନ୍ତି । ଦୀର୍ଘ ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ…

ଆପଣଙ୍କୁ କମ୍ ରାସନ ଦେଉଛି କି ଡିଲର ? ଏହି ନମ୍ବରରେ କଲ୍ କରି କରନ୍ତୁ ଅଭିଯୋଗ, ଜାଣନ୍ତୁ ଓଡ଼ିଶାର କେତେ ନଂ

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ପରିବାରକୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଯୋଜନା ପରିଚାଳିତ କରାଯାଉଛି । ରାସନ କାର୍ଡ ମାଧ୍ୟମରେ ମୋଦୀ ସରକାର ଓ ଅନ୍ୟାନ୍ୟ ରାଜ୍ୟ ସରକାର ଗରିବ…

ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଫାଲଗୁନ କୃଷ୍ଣ ତୃତୀୟ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ପ୍ରାକୃତିକ ରଙ୍ଗରେ…

ନବ ଦାସ ହତ୍ୟା ମାମଲା: ଗୋପାଳର ହେବ ନାର୍କୋ ଟେଷ୍ଟ, JMFC କୋର୍ଟ ଦେଲେ ଅନୁମତି

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଗତକାଲି ଘଟଣାସ୍ଥଳକୁ ଗୋପାଳକୁ ନିଆଯାଇ ସିନ୍ ରିକ୍ରିଏସନ୍ କରାଯାଇଥିଲା । ଏହାରି ମଧ୍ୟରେ ଖବର…

ପ୍ରେମରେ ପଡ଼ିଲେ ୨ ଯୁବତୀ: ସେକ୍ସ ଚେଞ୍ଜ ସର୍ଜରୀ କରି ଜଣେ ହେଲେ ମହିଳାରୁ ପୁରୁଷ, ରଚିଲେ ବିବାହ

ନୂଆଦିଲ୍ଲୀ: ପ୍ରେମ କେତେବେଳେ ଯେ କାହାକୁ କେଉଁଠାରେ ହୋଇଯିବ, ତାହା କେହି କହିପାରିବେ ନାହିଁ । ଏହିପରି ୨ ଯୁବତୀଙ୍କ ପ୍ରେମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨ ଯୁବତୀ Tinder ଆପରେ ମିଶିଥିଲେ ଓ କିଛି ସମୟ ପରେ…

ଆଦାନୀଙ୍କ NDTVକୁ ବଡ଼ ଝଟକା: ୫୦%କୁ ଖସିଆସିଛି ଲାଭ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ନିୟନ୍ତ୍ରିତ ମିଡିଆ କମ୍ପାନୀ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ (NDTV) ର କନସୋଲିଡେଟେଡ ନେଟ୍ ଲାଭ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୪୯.୭୬ ପ୍ରତିଶତ ହ୍ରାସ ପାଇ…

ପୂଜା ସାମଗ୍ରୀକୁ ଠିକ୍‌ ସ୍ଥାନରେ ନରଖିଲେ ପଡିଥାଏ ନକାରାତ୍ମକ ପ୍ରଭାବ: ଜାଣନ୍ତୁ କ’ଣ କହୁଛି ବାସ୍ତୁଶାସ୍ତ୍ର ?

ଆମ ହିନ୍ଦୁ ଧର୍ମରେ ପୂଜାର ଅନେକ ମହତ୍ୱ ରହିଛି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜା ସାମଗ୍ରୀକୁ ଯଦି ଠିକ୍‌ ସ୍ଥାନରେ ନ ରଖାଯାଏ; ତାହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା…

CAPFରେ ୮୩୦୦୦ ପଦବୀ ଖାଲି: ୩୩୦ ଦିନରେ ମିଳିବ ୬୪ ହଜାର ଚାକିରି

ନୂଆଦିଲ୍ଲୀ: ସେଣ୍ଟ୍ରାଲ ପୋଲିସ ଫୋର୍ସ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ୮୩୦୦୦ ରୁ ଅଧିକ ପଦବୀ ଖାଲି ଅଛି । ଏନେଇ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ…

ଏବେ ବିଦେଶରେ ମଧ୍ୟ କରିପାରିବେ PhonePeରୁ ଟ୍ରାଞ୍ଜାକ୍ସନ୍: କମ୍ପାନୀ ଆରମ୍ଭ କଲା ଏହି ବଡ଼ ସୁବିଧା

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ PhonePe ନିଜ ୟୁଜର୍ସମାନଙ୍କ ପାଇଁ ନୂଆ ଫିଚର୍ସ ଲଞ୍ଚ କରିଛି । PhonePe ସହ ଜଡ଼ିତ ନୂଆ ଫିଚର୍ସ ସାହାଯ୍ୟରେ ୟୁଜର୍ସମାନେ ଭାରତ ବ୍ୟତୀତ ଅନ୍ୟ ଦେଶରେ…