ଏଣିକି ଓଡ଼ିଆ, ହିନ୍ଦୀ, ଇଂରାଜୀ ଏବଂ ତେଲୁଗୁ ଭାଷାରେ ଗ୍ରାହକ ପାଇବେ ବ୍ୟାଙ୍କିଂ ସେବା: ଗୋଟିଏ କ୍ଲିକରେ ଲୋନ
ନୂଆଦିଲ୍ଲୀ : ଏବେ ବ୍ୟାଙ୍କ ଋଣ ପାଇବା ହେବ ସହଜ। ବ୍ୟାଙ୍କକୁ ନ ଯାଇ ବି ଘରେ ବସି କେବଳ ଗୋଟିଏ କ୍ଲିକରେ ଋଣ ସେବା ମିଳି ପାରିବ। ସବୁ ପ୍ରକାର ଗ୍ରାହକ ପାଇପାରିବେ ଏବେ ଏହି ଗ୍ରାହକ ସେବା। ବ୍ୟକ୍ତିଗତ ଋଣ, ଗୃହ ଋଣ,…