(Video) ଝରଣାରେ ଅଚାନକ୍ ବନ୍ୟା ଆସିବାରୁ ଭାସିଗଲେ ଡଜନେ ଲୋକ: କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକଥର ଏପରି କିଛି ଭିଡିଓ ଭୟଙ୍କର ଘଟଣାର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆପଣଙ୍କର ବି ଲୋକ ଟାଙ୍କୁରି ଯିବ । ଏପରି ଅନେକ ଭିଡିଓ ଇଣ୍ଟରନେଟରେ ରହିଛି, ଯେଉଁଠାରେ ଲୋକମାନେ…

କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ: ଜାଣନ୍ତୁ କ’ଣ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଭାଇରସର ଚତୁର୍ଥ ଲହରର ବିପଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ପିଏମ ମୋଦୀଙ୍କ ନେତୃତ୍ୱରେ ଏହି ବୈଠକ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଓ…

ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ପ୍ରଧାନଶିକ୍ଷକଙ୍କୁ ୧୦ ବର୍ଷ ଜେଲଦଣ୍ଡ

ଭବାନୀପାଟଣା(ଓଡ଼ିଶା ଭାସ୍କର): ଆଜିକାଲି ଦୁଷ୍କର୍ମ ମାମଲାରେ ବଢ଼ିବାରେ ଲାଗିଛି । ବଦଳୁଥିବା ଯୁଗ ସହ ଅପରାଧ ମଧ୍ୟ ବଢ଼ୁଛି । ଗୁରୁଜନ ଭାବି ଯେଉଁମାନଙ୍କୁ ସମ୍ମାନ କରାଯାଉଛି, ସେମାନେ ହିଁ ଶୋଷଣ କରିବାରେ ଲାଗୁଛନ୍ତି ।…

ରାଜଧାନୀର ସମସ୍ତ ସରକାରୀ ସ୍କୁଲ ୧ରୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବନ୍ଦ ରହିବ: ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ପାରଦ କମିବା ସହ ଶୀତ ବଢ଼ିବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ଅଞ୍ଚଳରେ ଲୋକମାନେ ଅସହ୍ୟ ଶୀତର ସାମ୍ନା କରୁଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ସରକାର ଏକ ଆଦେଶ ଜାରି କରିଛନ୍ତି, ଯେଉଁଥିରେ…

୨୦୨୨ ପାଇଁ ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଜାଣନ୍ତୁ କାହାକୁ ମିଳିବ ଆୱାର୍ଡ?

ନୂଆଦିଲ୍ଲୀ: ୨୦୨୨ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୩ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । କବୟତ୍ରୀ ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର…

ଭାରତରେ ପଶିବାରେ ଲାଗିଛି ଚୀନ୍ ଭୂତାଣୁ: ଗୁଜୁରାଟ ଫେରିଥିବା ବ୍ୟକ୍ତି ହେଲେ ପଜିଟିଭ୍

ନୂଆଦିଲ୍ଲୀ: ଚୀନରେ କରୋନା ତାଣ୍ଡବ ରଚୁଥିବା ବେଳେ ଭାରତରେ ବଢ଼ିଯାଇଛି ଚିନ୍ତା । ଚୀନରୁ ଗୁଜୁରାଟର ଭାବନଗର ଫେରିଥିବା ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ନମୁନା ଏବେ ଜିନୋମ ସିକ୍ୱେନ୍ସିଂ ପାଇଁ…

ନାଜାଲ ଟିକାକୁ ମିଳିଲା ମଞ୍ଜୁରୀ, ଏବେ ଇଞ୍ଜେକ୍ସନର ଆବଶ୍ୟକତା ରହିବ ନାହିଁ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚୀନରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି, ଯାହାକୁ ନେଇ ଲୋକେ ଛାନିଆ । ଚୀନର ଅବସ୍ଥାକୁ ଦେଖି ଭାରତ ସରକାର ମଧ୍ୟ ଏଥର ଆଲର୍ଟ ମୋଡକୁ ଆସିଛନ୍ତି । ବୁଧବାର ଠାରୁ କେନ୍ଦ୍ର ସରକାର କରୋନା ସମ୍ବନ୍ଧରେ…

ପାନ୍ କାର୍ଡଧାରୀଙ୍କ ଉପରେ ଲାଗିଯିବ ୧୦ ହଜାର ଟଙ୍କାର ଜୋରିମାନା: ବର୍ତ୍ତିବା ପାଇଁ ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆୟକର ବିଭାଗ ପାନ କାର୍ଡଧାରୀମାନଙ୍କୁ ପୁଣି ଥରେ ଆଲର୍ଟ କରିଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏପ୍ରିଲ୍ ୧ ରୁ ଅନେକ ପାନ୍ କାର୍ଡ ବନ୍ଦ ହୋଇଯିବ । ଅର୍ଥାତ୍ ମାର୍ଚ୍ଚ ୩୧ ସୁଦ୍ଧା ଆପଣ ପାନ୍ କାର୍ଡକୁ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗୁଁ ବନ୍ଦ ହୋଇଗଲା ପରମାଣୁ ଯୁଦ୍ଧ, ତାଙ୍କ ପରାମର୍ଶ ଋଷରେ ପକାଇଲା ପ୍ରଭାବ: CIA ଚିଫ୍

ନୂଆଦିଲ୍ଲୀ: ଆମେରିକାର ଖୁଫିଆ ଏଜେନ୍ସି ସିଆଇଏ ମୁଖ୍ୟ ୱିଲିୟମ୍ ଜେ ବର୍ନ୍ସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରଣରୁ ପରମାଣୁ ଯୁଦ୍ଧର ବିପଦ ଟଳିଯାଇଛି । ଜି -୨୦ ବାଲି ଘୋଷଣାର ସପ୍ତାହେ ପରେ ସେ…

WhatsAppରେ ଏହି କାମ କଲେ ଆକାଉଣ୍ଟ ସିଧା ହେବ BAN! ନଭେମ୍ବରରେ ୩୭ ଲକ୍ଷ ଆକାଉଣ୍ଟ ହୋଇଥିଲା ବ୍ୟାନ୍

ନୂଆଦିଲ୍ଲୀ: ଦୁନିଆରେ ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପର ବ୍ୟବହାର ଅଧିକାଂଶ ଲୋକ କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ହ୍ୱାଟ୍ସଆପରେ କରାଯାଇଥିବା କିଛି ଭୁଲ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ୍…