ଟିଭି ଅଭିନେତ୍ରୀ ଉର୍ଫିଙ୍କୁ ରେପ୍ ଓ ହତ୍ୟା ଧମକ: ଅଭିଯୁକ୍ତ ଯୁବକକୁ ବାନ୍ଧିଲା ପୋଲିସ
ମୁମ୍ବାଇ: ଟିଭି ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ରେପ୍ ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏନେଇ ବୁଧବାର ଦିନ ମୁମ୍ବାଇ ପୋଲିସ ସୂଚନା ଦେଇଛି । ଯୁବକଙ୍କ ବିରୋଧରେ…