PPF ଆକାଉଣ୍ଟରେ ତୁରନ୍ତ କରନ୍ତୁ ଏହି କାମ, ନଚେତ୍ ପାଣିରେ ପଡ଼ିଯିବ ଆପଣଙ୍କ ପରିଶ୍ରମର ଟଙ୍କା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଲୋକଙ୍କ ପାଇଁ ଅନେକ ଯୋଜନା ଚାଲିଛି । ଏହି ଯୋଜନାଗୁଡ଼ିକରେ କିଛି ଏପରି ସ୍କିମ୍ ରହିଛି, ଯାହା ମାଧ୍ୟମରେ ସରକାର ଲୋକଙ୍କୁ ସଞ୍ଚ କରିବାକୁ ଉତ୍ସାହିତ କରୁଛନ୍ତି । ଏଥି ସହିତ…