ଉତ୍ତର ଆଫଗାନିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ ! ୧୦ ସ୍କୁଲ ଛାତ୍ରଙ୍କ ସମେତ ୧୬ ଜଣ ମୃତ, ୨୪ ଗୁରୁତର
ଆଫଗାନିସ୍ତାନ: ଉତ୍ତର ଆଫଗାନିସ୍ତାନରେ ଏକ ବଡ଼ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ ଜଣ ସ୍କୁଲ ଛାତ୍ରଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଏଫପି ସମାଚାର…