ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର: ପହିଲା ସୁଦ୍ଧା ମିଳିବ ଶୀତ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଶୀତ ବଢ଼ୁଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୀତ…

ଜିଏସଟି କ୍ଷତିପୂରଣ ପାଇଁ ରାଜ୍ୟଗୁଡ଼ିକୁ ୧୭,୦୦୦ କୋଟି ଦେଲେ କେନ୍ଦ୍ର ସରକାର, ଜାଣନ୍ତୁ ଓଡ଼ିଶାକୁ ମିଳିଲା କେତେ ?

ନୂଆଦିଲ୍ଲୀ: ଏପ୍ରିଲରୁ ଜୁନ୍‌, ୨୦୨୨ ଅବଧି ପାଇଁ ବଳକା ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥରାଶି ନଭେମ୍ବର ୨୪,…

ଭାରତ ବାୟୋଟେକର ନାକରେ ଦିଆଯାଉଥିବା Covid-19 ବୁଷ୍ଟର ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ଅର୍ଥାତ୍ DCGI ଭାରତ ବାୟୋଟେକ୍ ର ଇଣ୍ଟ୍ରାନାସାଲ୍ ‘Five Arms’ କୋଭିଡ୍ -19 ବୁଷ୍ଟର ଡୋଜକୁ ମଞ୍ଜୁରୀ ଦେଇଛି । ଭାରତରେ କରୋନା ବିରୁଦ୍ଧରେ ଏକ ପ୍ରଭାବଶାଳୀ…

ଛୋଟେଇକୁ ନେଇ ଆମଜାନର ସଫେଇ: କାହାକୁ ବାହାର କରାଯାଇନାହିଁ, ସ୍ବେଚ୍ଛାକୃତ ଭାବରେ ବିଦାୟ ନେଇଛନ୍ତି କର୍ମଚାରୀ

ନୂଆଦିଲ୍ଲୀ: ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଫେସବୁକ, ଟୁଇଟର ପରେ ଆମଜାନ କମ୍ପାନୀର ବଡ ଧରଣର ଛୋଟେଇର ଖବର ଆସିଥିଲା। ଯାହାକୁ କମ୍ପାନୀ ଏବେ ଖଣ୍ଡନ କରିଛି। ଶୁକ୍ରବାର ୪୦ ଟି ଦେଶରେ ଗୋଦାମ…

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ASI

ବୌଦ୍ଧ(ଓଡ଼ିଶା ଭାସ୍କର): ଆଜିକାଲି ଦୁର୍ନୀତିଖୋର ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦତିନ କେହି ନ କେହି ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଏହାରି ମଧ୍ୟରେ ଖବର ମିଳିଛି କି, ୧୫ ହଜାର ଟଙ୍କା ଲାଞ୍ଚ…

ଶୁଭେନ୍ଦୁ ଅଧିକାରୀଙ୍କୁ ଭାଇ କହିଲେ ମମତା ବାନାର୍ଜୀ, ଜାଣନ୍ତୁ ଉଭୟଙ୍କ ମଧ୍ୟରେ କ’ଣ ହେଲା ଆଲୋଚନା

କୋଲକାତା: ବିଜେପି ତଥା ନେତା ପ୍ରତିପକ୍ଷ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ସାକ୍ଷାତ କରିଛନ୍ତି। ଶୁଭେନ୍ଦୁ ଲମ୍ବା ସମୟ ଧରି ତୃଣମୂଳ କଂଗ୍ରେସରେ ରହିଥିଲେ। ରାଜ୍ୟରେ ଗତ…

ଆସନ୍ତାବର୍ଷ କେବେ ପଡ଼ୁଛି ହୋଲି ? ଜାଣନ୍ତୁ ତାରିଖ, ଶୁଭ ମୁହୂର୍ତ୍ତ ଓ ହୋଲିକା ଦହନର ସମୟ

ହିନ୍ଦୁ ଧର୍ମରେ ହୋଲିର ପର୍ବ ବର୍ଷର ସବୁଠାରୁ ବଡ ପର୍ବ ଭାବରେ ମନାଯାଏ । ରଙ୍ଗର ଏହି ପର୍ବ ସମଗ୍ର ଦେଶରେ ବହୁତ ଧୁମଧାମରେ ପାଳନ କରାଯାଏ । ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିିମା ତିଥିରେ ହୋଲିକା ଦହନ ହୋଇଥାଏ ଓ…

ହିନ୍ଦୁଧର୍ମ ବ୍ରହ୍ମ ମୁହୂର୍ତ୍ତକୁ କାହିଁକି କୁହାଯାଏ ସର୍ବୋତ୍ତମ ସମୟ ? ଏହି ସମୟରେ ପୂଜା କଲେ ପୂରଣ ହୋଇଥାଏ ସମସ୍ତ ମନୋକାମନା

ଅଧିକାଂଶ ଲୋକ ବ୍ରହ୍ମ ମୁହୂର୍ତ୍ତର ନାଁ ତ ନିଶ୍ଚିତ ଶୁଣିଥିବେ । ହିନ୍ଦୁଧର୍ମରେ ଏହି ସମୟର ଅଧିକ ମହତ୍ତ୍ୱ ରହିଛି । ଧାର୍ମିକ ଶାସ୍ତ୍ରରୁ ନେଇ ଋଷି-ମୁନୀ ଓ ବୟସ୍କମାନେ ଏହି ସମୟକୁ ଅତ୍ୟନ୍ତ ଲାଭକାରୀ ବୋଲି କହିଛନ୍ତି…

SBI ରେ ଚାକିରି କରିବାକୁ ଚାହୁଁଛନ୍ତି କି ? SCO ପଦବୀ ପାଇଁ ମାସିକ ୬୩,୮୪୦ ଦରମା, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI)ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀମାନେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ଆବେଦନ କରିପାରିବେ । ଯୋଗ୍ୟ ଏବଂ ଇଚ୍ଛୁକ…

ପ୍ରଥମ ଦିନିକିଆରେ ଭାରତକୁ ୭ ଉଇକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଭାରତ ବିପକ୍ଷ ଦିନିକିଆ ସିରିଜ ବିଜୟ ସହିତ ଆରମ୍ଭ କରିଛି । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୭ ଉଇକେଟ୍‌ରେ ହରାଇ ନ୍ୟୁଜିଲାଣ୍ଡ ସିରିଜରେ ୧-୦ରେ ଆଗୁଆ ହୋଇଛି । ପ୍ରଥମେ…