Video : ଶ୍ରୀମନ୍ଦିରରୁ ଉଦ୍ଧାର ହେଲା ଆଉ ଏକ ଧଳା ପେଚା, କି ସଂକେତ ଦେଉଛନ୍ତି କି ମହାପ୍ରଭୁ ?
ପୁରୀ (ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରୁ ଗତକାଲି ଏକ ଧଳାପେଚା ଉଦ୍ଧାର କରାଯାଇଥିବାବେଳେ ଆଜି ମଧ୍ୟ ଆଉ ଏକ ଧଳା ପେଚାକୁ ଉଦ୍ଧାର କରାଯାଇଛି । ଏହା ମହାପ୍ରଭୁଙ୍କ ପକ୍ଷରୁ କିଛି ଶୁଭ ସଂକେତ ବୋଲି ଭକ୍ତ ବିଶ୍ୱାସ…