ବୋହୂ ସହ ଚାଲିଥିଲା ଶଶୁରର ରାସଲୀଳା: ଅଚାନକ୍ ପହଞ୍ଚିଗଲା ପୁଅ, ଆପତ୍ତିଜନକ ସ୍ଥିତିରେ ଦେଖି…

ଅମରୋହ: ଆଜିକାଲି କିଛି ଲୋକଙ୍କ ପାଇଁ ସମ୍ପର୍କରେ କଳଙ୍କ ଲାଗୁଛି । କେଉଁଠି ବାପ-ଝିଅ ନାଁରେ ତ ଆଉ କେଉଁଠି ମା-ପୁଅ ନାଁରେ କଳଙ୍କ ଲାଗୁଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ଅମରୋହରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ…

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା, ସାଥିରେ ଥିଲେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପରେ ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ସେ ନିଜର ନାମାଙ୍କନ ଦାଖଲ…

ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପୁରୀ(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି ।  ଆଉ ୩ ଦିନ ପରେ ରଥଯାତ୍ରା ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ…

ପୁଣି ମାଡ଼ିଲା କରୋନା: ଦିନକରେ ଦେଶରୁ ବାହାରିଲେ ୧୭ ହଜାର ପଜିଟିଭ୍, ଜାଣନ୍ତୁ ଓଡ଼ିଶାରୁ କେତେ ?

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଭାଇରସ୍ ପୁଣିଥରେ ବ୍ୟାପିବାରେ ଲାଗିଛି । ଦିନକୁ ଦି ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭,୦୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣଙ୍କର…

ଯୁବପିଢ଼ିଙ୍କୁ ମାଇଗ୍ରେନର ବିପଦ ସବୁଠାରୁ ଅଧିକ: ଲକ୍ଷଣ ଓ ଏଥିରୁ ରକ୍ଷା ପାଇବାର ଉପାୟ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମାଇଗ୍ରେନର ସମସ୍ୟା ଲଗାତାର ଭାବେ ବଢ଼ିବାରେ ଲାଗିଛି । ସବୁ ବୟସର ଲୋକମାନେ ଅଧିକରୁ ଅଧିକ ମାଇଗ୍ରେନର ଶିକାର ହେଉଛନ୍ତି । ମାଇଗ୍ରେନରେ ପ୍ରବଳ ମୁଣ୍ଡବିନ୍ଧା, ବାନ୍ତି ଏବଂ ମୁଣ୍ଡ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ଆଉ ୩ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ପୁରୀ(ଓଡ଼ିଶା ଭାସ୍କର): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଆଜି ଅଣସର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

ପୋଷ୍ଟ ଅଫିସର ସାନଦାର୍ ଯୋଜନା: ପ୍ରତିଦିନ ୫୦ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ

ନୂଆଦିଲ୍ଲୀ: ଭାରତୀୟ ପୋଷ୍ଟ ଅଫିସ୍ ଅନେକ ପ୍ରକାରର ସଞ୍ଚୟ ଯୋଜନା ଚଳାଉଛି । କୋଟି କୋଟି ଲୋକ ପୋଷ୍ଟ ଅଫିସ ଯୋଜନାରେ ନିବେଶ କରି ଭଲ ରିଟର୍ଣ୍ଣ ପାଉଛନ୍ତି । ଏଥିପାଇଁ ଲୋକମାନେ ପୋଷ୍ଟ ଅଫିସର ଯୋଜନାରେ ଟଙ୍କା ନିବେଶ…

ଆଜିଠୁ ବଦଳିଯିବ ଏହି ୩ ରାଶି ଲୋକଙ୍କ ଜୀବନ: ମଙ୍ଗଳଙ୍କ କୃପାରୁ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ରାଶିର କେହି ନା କେହି ଗ୍ରହ ସ୍ୱାମୀ ରହିଥାନ୍ତି । ଏହି ଗ୍ରହମାନେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାଶି ପରିବର୍ତ୍ତନ କରନ୍ତି, ଯାହା ସମସ୍ତ ରାଶିର ଲୋକଙ୍କ ଉପରେ ପ୍ରଭାବ…

ଭୁବନେଶ୍ୱରରେ ଅଘଟଣ: ବାଇକ୍ ସହ ଜୀଅନ୍ତା ଜଳିଗଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଆଚାର୍ଯ୍ୟ ବିହାରର ଫ୍ଲାଏ ଓଭରରେ ଘଟିଛି ଏକ ବଡ଼ ଅଘଟଣ । ଦୁର୍ଘଟଣାରେ ବାଇକ ସହ ଜଣେ ଯୁବକ ଜୀଅନ୍ତା ଜଳିଯାଇଥିବା ଘଟଣା ସାମ୍ନାକୁ ଆସିଛି । ମେଡିକାଲରେ ଯୁବକଙ୍କୁ ମୃତ ଘୋଷଣା…

ଦ୍ରୁତ ଗତିରେ ଯାଉଥିବା ଟ୍ରେନରୁ ଖସିପଡ଼ିଲେ ଯୁବକ, ଦେଖନ୍ତୁ ଲୋମ ଟାଙ୍କୁରା Video

ମୁମ୍ବାଇ: ଆଜିକାଲି ଟ୍ରେନ୍ ଦୁର୍ଘଟଣାର ଅନେକ ଭିଡିଓ ଦେଖିବାକୁ ମିଳିଛି । ସେହିଭଳି ନିକଟରେ ଏକ ଭିଡିଓ ଖୁବ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଯିବ । ଦ୍ରୁତ ଗତିରେ ଯାଉଥିବା ଟ୍ରେନରୁ…