ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ: ୫୦୮ ବାଳିକାଙ୍କୁ JSPL ଫାଉଣ୍ଡେସନ୍ ଦ୍ଵାରା ଦିଆଗଲା ଆର୍ଥିକ ସହାୟତା

ଭୁବନେଶ୍ୱର :ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ତାହାର ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ ଅଧୀନରେ ୫୦୮ ଓଡ଼ିଶା ଓ ଛତିଶଗଡର ଆର୍ଥିକ ଦୁର୍ବଳ ବର୍ଗର…

ଡିଜିଟାଲ ଲୋନକୁ ନେଇ RBI ଜାରି କଲା ଗାଇଡଲାଇନ୍, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ଲୋନ୍ ସହ ଜଡିତ ଠକେଇର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କଡା ନିୟମ ଜାରି କରିଛି । ଏହା ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଡିଜିଟାଲ୍…

ପୁରାଣ ଓ ଇତିହାସରେ ରାକ୍ଷୀବନ୍ଧନ

ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଦକ୍ଷିଣ ଏସିଆରେ ପାଳନ କରାଯାଏ । ଆଜି (ଗୁରୁବାର) ଅର୍ଥାତ ଅଗଷ୍ଟ ୧୧ ଭାଇ-ଭଉଣୀ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି…

ଖୋଲିଲା ହୀରାକୁଦର ୫ଟି ଗେଟ୍: ପାଞ୍ଚ ଦିନ ଯାଏଁ ପ୍ରବଳ ବର୍ଷା

ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଡ୍ୟାମର ୫ଟି ଗେଟ୍ ଆଜି ଖୋଲାଯାଇଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗେଟ ଖୋଲିଥିବା ଜଣାପଡିଛି । ପର୍ଯ୍ୟାୟକ୍ରମେ ଆଜି ଆଉ ୫ଟି ଗେଟ୍ ଖୋଲିବା ନେଇ ସୂଚନା ମିଳିଛି । ଦିନ ୧୨ଟା…

ବିଗୁଡ଼ୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ: ଦିଲ୍ଲୀର ଏମ୍ସରେ ଭେଣ୍ଟିଲେଟର ସପୋର୍ଟରେ କମେଡିଆନ୍

ମୁମ୍ବାଇ: ଜଣାଶୁଣା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସୂଚନାରୁ ମିଳିଛି କି, କମେଡିଆନ୍ ରାଜୁଙ୍କୁ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ତେବେ ବୁଧବାର ଦିନ…

ରାଜଧାନୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ନମାନିଲେ ୫୦୦ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଇବା ସହିତ ପ୍ରତିବନ୍ଧକ ପୁଣିଥରେ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର । ସର୍ବସାଧାରଣ ସ୍ଥାନରେ…

ଝିଅଘର ଭାଙ୍ଗିଦେଲେ ନିର୍ବନ୍ଧ: ରାଗରେ ପୁଅ ଘରଲୋକେ କାଟିଦେଲେ କନିଆ ପିତାଙ୍କ ନାକ

ନୂଆଦିଲ୍ଲୀ: ବାହାଘରକୁ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ । କିନ୍ତୁ ବାହାଘର ପାଇଁ ଉପଯୁକ୍ତ ଜୀବନ ସାଥୀ ବାଛିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଘରଲୋକ ନିଜ ପିଲାଙ୍କ ବାହାଘର ପାଇଁ ଏକ ଭଲ ଜୀବନ ସାଥୀ ବାଛିବା…

ଏହି ୫ ରାଶିର ଲୋକଙ୍କ ପାଇଁ ରକ୍ଷାବନ୍ଧନ ହେବ ଶୁଭ: ପ୍ରବଳ ଟଙ୍କା ସହ ମିଳିବ ପ୍ରଗତି

ନୂଆଦିଲ୍ଲୀ: ରକ୍ଷାବନ୍ଧନ ଉତ୍ସବ ୫ ରାଶିର ଲୋକଙ୍କ ପାଇଁ ଭଲ ଦିନ ନେଇ ଆସୁଛି । ଏହି ରାଶିର ଲୋକଙ୍କ ପାଇଁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ସମୟ ବହୁତ ଭଲ ରହିବ । ରକ୍ଷାବନ୍ଧନ ଦିନରୁ ଗ୍ରହମାନଙ୍କର ସେନାପତି ମଙ୍ଗଳ ଗ୍ରହ ବୃଷ…

୫୮ କୋଟି ନଗଦ, ୩୨ କିଲୋ ସୁନା…ବ୍ୟବସାୟୀଙ୍କ ଘରେ ଆଇଟି ରେଡ: ମିଳିଲା ୩୯୦ କୋଟିର ବେନାମୀ ସମ୍ପତ୍ତି

ମୁମ୍ବାଇ: ଇଡି ପରେ ଆକ୍ସନ ମୋଡ଼ରେ ଆୟକର ବିଭାଗ । ପଶ୍ଚମବଙ୍ଗ ପରେ ମହାରାଷ୍ଟ୍ରରେ ବି ଆୟକର ବିଭାଗର ରେଡରେ ପ୍ରବଳ ବେନାମୀ ସମ୍ପତ୍ତି ଜବତ ହୋଇଛି । ମହାରାଷ୍ଟ୍ରର ଜାଲନାରେ ଷ୍ଟିଲ୍, କପଡ଼ା ବ୍ୟବସାୟୀ ଓ ରିଏଲ ଇଷ୍ଟେଟ…

୨୦୨୨ ବର୍ଷର ଶେଷ ‘ସୁପରମୁନ୍’ କେବେ ? ଜାଣନ୍ତୁ କ’ଣ ପାଇଁ ଏହା ଅତ୍ୟନ୍ତ ଖାସ୍

ନୂଆଦିଲ୍ଲୀ: ଯଦି ଆପଣ ଗତମାସରେ ସୁପରମୁନ୍ ଦେଖିବାରୁ ବଞ୍ଚିତ ହୋଇଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ୨୦୨୨ର ସବୁଠାରୁ ବଡ଼ ସୁପରମୁନ୍ ପରେ ଚତୁର୍ଥ ଓ ଶେଷ ସୁପରମୁନ୍ ଅଗଷ୍ଟ ୧୧ରେ ଦେଖିବାକୁ ମିଳିବ । ଏହାକୁ…