(Video) ରାସ୍ତାରେ ଥିବା ଖାଲ ପାଣିରେ ଭର୍ତ୍ତି: ବାଲଟି ନେଇ ଗାଧୋଇବା ସହ ତପସ୍ୟା କଲେ ବ୍ୟକ୍ତି, ଆଉ ତା” ପରେ…
ନୂଆଦିଲ୍ଲୀ: ରାସ୍ତାରେ ଗାତ ଯୋଗୁଁ ବଢ଼ୁଥିବା ବିପଦ ପ୍ରତି ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ କେରଳର ଜଣେ ବ୍ୟକ୍ତି ନିଆରା ବିରୋଧ ପ୍ରଦର୍ଶନ କରିଛନ୍ତି । ଅନଲାଇନରେ ପୁରା ପ୍ରଦର୍ଶନର ଏକ ଭିଡିଓ ସାମ୍ନାକୁ…