fbpx
BJD SKY
BJD SKY

ବାସୁଦେବପୁରରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଘଟଣା: ଶିକ୍ଷକ ସସପେଣ୍ଡ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷକଙ୍କ ମାଡ଼ରେ ୧୪ ଛାତ୍ରଛାତ୍ରୀ ଆହତ ହେବା ମାମଲାରେ ଆସିଛି ବଡ଼ ଖବର । ମାମଲାକୁ ଗୁରୁତର ସହ ନେଇ କଡ଼ା ପଦକ୍ଷେପ ନେଇଛି ପ୍ରଶାସନ । ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ଆହତ କରିଥିବା ଗଣିତ ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଛି । ଖୋଦ୍ ବ୍ଲକ ଶିକ୍ଷାଧିକାରୀ ଣିତ ଶିକ୍ଷକଙ୍କୁ ସସପେଣ୍ଡ କରିଛନ୍ତି ।

ସୂଚନା ଅନୁସାରେ, ସୁନାମୁହିଁ ୟୁପି ସ୍କୁଲର ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ ସସପେଣ୍ଡ ହୋଇଛନ୍ତି । ଘଟଣାକୁ ନେଇ ଉତ୍ତେଜନା ସହ ସ୍କୁଲରେ ଅଭିଭାବକ ହୋହଲ୍ଲା କରିଥିଲେ ।

Get real time updates directly on you device, subscribe now.