fbpx
BJD SKY
BJD SKY

ହଳଦିଆ ରଙ୍ଗର ବିକିନିରେ ନିଆଁ ଲଗାଇଲେ ନୁସରତ୍ ଜାହାଁ, ବିଚ୍ ରେ ରିଲାକ୍ସ କରୁଥିବା ଆସିଲେ ନଜର

BJD

ନୂଆଦିଲ୍ଲୀ: ବଙ୍ଗାଳୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜାହାଁ ସୋସିଆଲ୍ ମିଡିଆର ଆକ୍ଟିଭ୍ ରହିଥାନ୍ତି । ଏବେ ସେ ପୁଣି ଲୋକଙ୍କ ନଜରକୁ ଆସିଛନ୍ତି । ସେ ନିଜର ନୂଆ ଫଟୋରେ ସିଜଲିଂ ଅନ୍ଦାଜରେ ନଜର ଆସିଛନ୍ତି । ନୁସରତ୍ ୟେଲୋ ବିକିନିରେ ଫଟୋ ସେୟାର୍ କରିଛନ୍ତି । ଯାହା ଏବେ ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି ।

 

View this post on Instagram

 

A post shared by Nusrat J Ruhii (@nusratchirps)

ବିକିନିରେ ସେ ବିଚ୍ ରେ ରିଲାକ୍ସ କରୁଥିବା ନଜର ଆସିଛନ୍ତି । ୟେଲୋ ବିକିନି ସହିତ ଅଫ୍ ହ୍ୱାଇଟ୍ ରଙ୍ଗର ଏକ ଓପେନ୍ ଟପ୍ ଓ ରେଡ୍ ଲିପଷ୍ଟିକ୍ ରେ ଲୁକ୍ କୁ ପୂରା କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଏହି ଫଟୋ ସବୁ ସେୟାର୍ କରିଛନ୍ତି ।

Get real time updates directly on you device, subscribe now.