fbpx

ସ୍ୱାସ୍ଥ୍ୟ ପାଇଁ କଲରା ଏକ ବରଦାନ

ସ୍ୱାସ୍ଥ୍ୟ ପାଇଁ କଲରା ଅନ୍ୟନ୍ତ ଲାଭଦାୟକ, ଯାହାକୁ ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ଯେପରିକି କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, କ୍ୟାଲସିୟମ ଓ ଭିଟାମିନ୍ ଅଧିକ ମାତ୍ରାରେ ରହିଛି ।

ବାତ ମାରୁ ଥିବା ରୋଗୀଙ୍କ ପାଇଁ କଲରା ଅତ୍ୟନ୍ତ ଚମତ୍କାରୀ । ଗୋଟିଏ ଚାମଚ କଲରା ରସ ସହିତ ଅଧା ଚାମଚ ଚିନି ମିଶାଇ ପିଇଲେ ଅତ୍ୟନ୍ତ ଲାଭ ମିଳିଥାଏ ।

ମଧୁମେହ ପାଇଁ କଲରା ବି ଅତ୍ୟ ଲାଭଦାୟକ ହୋଇଥାଏ । ଏହା ରକ୍ତରେ ସୁଗାର ଲେବଲକୁ ନିୟନ୍ତ୍ରଣରେ ରଖିଥାଏ ।

କଲରା ଜୁସରେ ଲେମ୍ବୁ ମିଶାଇ ପିଇବା ଦ୍ୱାରା ମୋଟାପଣ କମିଥାଏ । ଏହା ବ୍ୟତୀତ କଲରା ଖାଇବା ଦ୍ୱାରା ରକ୍ତ ସଫା ହେବା ସହ ହିମୋଗ୍ଲୋବିନ୍ ବଢ଼ିଥାଏ ।

Get real time updates directly on you device, subscribe now.