ନୂଆଦିଲ୍ଲୀ: ରାଜ୍ୟ ବିଜେପି ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ । ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ଅଧିକାରୀ ନିଯୁକ୍ତ ।
ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ କଲା ବିଜେପି । ଓଡ଼ିଶା ପାଇଁ ସଞ୍ଜୟ ଜୟସୱାଲ ନିର୍ବାଚନ ଅଧିକାରୀ ନିଯୁକ୍ତ । ବିହାର ସାଂସଦ ସଞ୍ଜୟ ଜୟସୱାଲଙ୍କୁ ଓଡ଼ିଶା ଦାୟିତ୍ବ ।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମିଳିଲା ତ୍ରିପୁରା ଦାୟିତ୍ବ । ଗୁଜରାଟ ପାଇଁ ଭୂପେନ୍ଦ୍ର ଯାଦବ, କର୍ଣ୍ଣାଟକ ପାଇଁ ଶିବରାଜ ଚୌହାନ ନିଯୁକ୍ତ ।
ସେହିପରି ଉତ୍ତର ପ୍ରଦେଶ ପାଇଁ ପିୟୂଷ ଗୋଏଲ ଏବଂ ବିହାର ପାଇଁ ମନୋହରଲାଲ ଖଟ୍ଟର ମିଯୁକ୍ତ ହୋଇଛନ୍ତି ।
भाजपा ने प्रदेश अध्यक्ष और राष्ट्रीय परिषद सदस्य चुनाव के लिए चुनाव अधिकारियों के नाम की घोषणा की है। pic.twitter.com/uUM7vmioiq
— ANI_HindiNews (@AHindinews) January 2, 2025