fbpx

Breaking News: ମଞ୍ଚେଶ୍ୱର ଥାନା ASIଙ୍କୁ ଆକ୍ରମଣ, କର୍ପୋରେଟର ଅଟକ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ASIଙ୍କୁ ଆଜି ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ୨ ଜଣ କର୍ପୋରେଟର ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି । ଏହି ଘଟଣାରେ କର୍ପୋରେଟରଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ୨୯ ନମ୍ବର ୱାର୍ଡ଼ର କର୍ପୋରେଟର ଜୀବନ ରାଉତଙ୍କୁ ଏହି ଅଭିଯୋଗରେ ଅଟକ ରଖାଯାଇଛି । ତେବେ ଭୁବନେଶ୍ୱରରେ ମଞ୍ଚେଶ୍ୱର ଅଞ୍ଚଳରେ ରାସ୍ତାମକାମକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.