(Video) ବାହାଘରରେ ବିନ୍ଦାସରେ ନାଚୁଥିଲା ବର, ସେତିକି ବେଳେ ଚପଲ ଖୋଲିଦେଲେ କନିଆଁ, ଆଉ ତା’ପରେ ଯାହା ହେଲା ଦେଖନ୍ତୁ

ଭାଇରାଲ ଭିଡିଓ: ବର ନାଚୁଥିଲା ବରଯାତ୍ରୀରେ, କନିଆଁ ଖୋଲିଲା ଚପଲ, ଆଉ ତା’ ପରେ ଯାହା ହେଲା, ସବୁ ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବିହାର ଦିନ ବର ଏବଂ କନିଆଁ ପାଇଁ ଖାସ୍ ହୋଇଥାଏ। ଯଦି ବରଯାତ୍ରୀରେ ବର ଏବଂ କନିଆଁ ନାଚିଦେଲେ ତେବେ ମାହୋଲ ପୂରା ଧମାଲ ହୋଇଯାଏ। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ବ୍ରାଇଡ୍‌-ଗ୍ରୁମ୍ ଭିଡିଓ ଦେଖିଲେ ଆପଣ ନିଜ ହସକୁ ଅଟକାଇ ପାରିବେନି। ଏହି ଭିଡିଓକୁ ଅନେକ ଲୋକେ ପସନ୍ଦ ମଧ୍ୟ କରୁଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଖୁବ ମସ୍ତିର ସହ ନାଚୁଛନ୍ତି ବର। ଏହାପରେ କନିଆଁ ଚପଲ ଖୋଲିଲେ, ଆଉ ତା’ପରେ ଯାହା ଘଟିଲା, ତାହା ଦେଖିବା ଯୋଗ୍ୟ।

ସେ ଚପଲ ଖୋଲିବା ମାତ୍ରେ ଲେହେଙ୍ଗାକୁ ଉପରକୁ ଟେକି ଡେଇଁବାକୁ ଲାଗିଲେ। ଅନ୍ୟପଟେ ବର ନିଜ ନାଚରେ ମଗ୍ନ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨୪,୦୦୦ରୁ ଅଧିକ ଭିୟୁ ମିଳିଲାଣି।