fbpx
BSKY SKY
BSKY SKY

Biju Yuva Janata Dalର ୪୬ ଜଣ ଜେନେରାଲ ସେକ୍ରେଟାରୀ, ୬୩ ଜଣ ସେକ୍ରେଟାରୀ ଓ ୨୩ ଜଣ ଜଏଣ୍ଟ ସେକ୍ରେଟାରୀଙ୍କୁ ନିଯୁକ୍ତି ମିଳିଲା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ୪୬ ଜଣ ଜେନେରାଲ ସେକ୍ରେଟାରୀ, ୬୩ ଜଣ ସେକ୍ରେଟାରୀ ଓ ୨୩ ଜଣ ଜଏଣ୍ଟ ସେକ୍ରେଟାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ସମସ୍ତ ଜିଲ୍ଲା ପାଇଁ କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଜେନେରାଲ, ବରିଷ୍ଠ ଉପସଭାପତି, ଜୋନ୍ ସଭାପତି, ଉପସଭାପତିଙ୍କ ନାମ ଘୋଷଣା କରାଯାଇଥିଲା ।

ଜେନେରାଲ ସେକ୍ରେଟାରୀ- ୪୬ ଜଣ: ଅମିତ ଅଗରୱାଲା, ବିଷ୍ଣୁ ପ୍ରସାଦ ଡେଙ୍ଗ, ବନି କଲ୍ୟାଣ ମହାନ୍ତି, କନିଷ୍କ ଜେନା, ମଧୁସ୍ମିତା ପରିଡ଼ା, ମଧୁସ୍ମିତା ନାୟକ, ଅପର୍ଣ୍ଣା ଦାସ, ଲଗ୍ନଦୀପ ମିଶ୍ର, ସୋନାଲି ପ୍ରିୟଦର୍ଶିନୀ, ମେହେକ୍ଷିତା ମିଶ୍ର, ମଳୟ ରଞ୍ଜନ ପତି, ଆଶିଷ ରଞ୍ଜନ ମିଶ୍ର, ଅବିନାଶ କୁମାର ପ୍ରଧାନ, ରଶ୍ମୀ ରଞ୍ଜନ ଦାସ, ବାସୁଦେବ ଶାହା, ବିଭୂତି ପୁହାଣ, ଅଫତାବ ଆଲମ ଖାନ, ହିରାଲାଲ ବେହେରା, ମନୋଜ ମହାନ୍ତି, ସୁବବ୍ରତ ଚମ୍ପତିରାୟ, ଅଭ୍ୟକ୍ତ ହରିହର ଖାଡ଼ଙ୍ଗ, ପାର୍ଥ ସାରଥୀ ମୁଦୁଲି, ଗଣେଶ ମହାପାତ୍ର, ଜଗତଜ୍ୟୋତି ପଟ୍ଟନାୟକ, ଅମିତ ମହାରଣା, ରମେଶ ନାରାୟଣ ପ୍ରହରାଜ, ସତିଶ ବିସି, ଅଞ୍ଜନ ବେଜ, ତ୍ରିଲୋଜନ ତରାଇ, ପ୍ରଦୀପ୍ତ ଭୂୟାଁ, ତାପସ ପାଣିଗ୍ରାହୀ, ସୁବାଷ ସ୍ୱାଇଁ, ଅଂଶୁମାନ ରଶ୍ମୀ ସାଗର ସେଠି, ଦୀପକ ଜେନା, ପ୍ରିନ୍ସ ରାକେଶ ନାୟକ, ପ୍ରମୋଦ କୁମାର ପଣ୍ଡା, ଆଶିଷ କୁମାର ସାହୁ, ଅମରେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବାଶିଷ ମଲ୍ଲିକ (ଜାପାନି), କୁମାର ଜଗତ ବଲ୍ଲଭ ମହାରଥା, ସତ୍ୟବ୍ରତ ମହାନ୍ତି, ପିଲାସ୍କି କୁମାର ସ୍ୱାଇଁ, ଅନୱାର ଅଲି, ଚିତ୍ତ ରଞ୍ଜନ ଦାସ, ପୃଥ୍ୱୀରାଜ ପଣ୍ଡା, ସତ୍ୟଜିତ ପଟ୍ଟନାୟକ ।

ସେକ୍ରେଟାରୀ-୬୩ ଜଣ: ରାଜଲକ୍ଷ୍ମୀ ବେହେରା, ସବନମ ବେଗମ, ଶିବାନୀ ସାହୁ, ଆଦ୍ୟପ୍ରାଣ ସୁବୁଦ୍ଧି, ଷ୍ଟାଲିନ ପରିଜା, ଦୀପକ ସାହୁ, ସୌମ୍ୟ ରଞ୍ଜନ ତ୍ରିପାଠୀ, ଜଗମୋହନ ବଳିୟାରସିଂହ, କମଳା କାନ୍ତ ନାୟକ, ଅମରେନ୍ଦ୍ର ବାସା, ସମାପ୍ତ କୁମାର ମହାନ୍ତି, ଇମ୍ରାନ ଖାନ, ଅଜିତ ଜୋଶୀ, ମୁକୁନ୍ଦ ଗୌଡ଼, ଦେବୀ ପ୍ରସାଦ ପଟ୍ଟନାୟକ, ମାନସ ମଲିକ, ସୁଦିପ୍ତ କେଶରୀ ସାମଲ, ରାଜୀବ କୁମାର ଜେନା, ସତ୍ୟନାରାୟଣ ଦାଶ, ଅମ୍ବିକା ପ୍ରସାଦ ମହାନ୍ତି, ଦେବୀ ପ୍ରସାଦ ମହାନ୍ତି, ରୁଦ୍ରନାଥ ଦତ୍ତ, ଆଲୋକ ବେହେରା, ମିହିର ଦାସ, ଜ୍ୟୋତି ପ୍ରସାଦ ସାହୁ, ଝଶ କେତନ ପାଢ଼ି, ମନୋଜ ମହାପାତ୍ର, ମନୋରଞ୍ଜନ ମହାପାତ୍ର, ଶୁଭକାନ୍ତ ମହାପାତ୍ର, ଅଶୋକ ମିଶ୍ର, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ଗଣେଶ ମିଶ୍ର, ଅମରଜିତ ଗୌଡ଼, ଧର୍ମରାଜ ମରେଇ, ନୀଳମାଧବ ମହାନ୍ତି, ଲୋହିତ କୁମାର ମହାନ୍ତି, ରବି ରାଜେଶ କୁମାର, ଶକ୍ତି ତ୍ରିପାଠୀ, ପ୍ରକାଶ ପାସୱାନ, ହରିଶ ନାୟକ, ଦୀପକ କୁମାର ସାମନ୍ତରାୟ (କଟକ), ସାୟଦ ଫିରାଜୁଦିନ, ଦେବସ୍ମିତା ପାଢ଼ୀ, ରାଜଶ୍ରୀ ସାହୁ, ମିତାଲି ପ୍ରିୟଦର୍ଶିନୀ ପ୍ରଧାନ, ଏସକେ ଅମିର ମହମଦ, ଚିନ୍ମୟ ପ୍ରଧାନ, ସୌଭାଙ୍ଗିନୀ ସାହୁ, ନୀଲମ କୁମାର ସ୍ୱାଇଁ, ମହମଦ ସୟିଦ, ମୁକେଶ ପୁରୋହିତ, ସାମୁଏଲ ନାୟକ, ବିଶ୍ୱଜିତ ଦାଶ, ଅମରଜ୍ୟୋତି ପଟ୍ଟନାୟକ, ଶତାବ୍ଦୀ ପଲେଇ, ଦୀପ୍ତିମୟୀ ପତି, ମୋନାଲିଶା ସାହୁ, ବିକାଶ ଶ୍ରେଷ୍ଠ, ନଳିନୀକାନ୍ତ ଦେବଦର୍ଶୀ, ଚିତ୍ତ ରଞ୍ଜନ ଦାସ, ସତ୍ୟଜିତ ଲେଙ୍କା, ଅଞ୍ଜନ କୁମାର ପାତ୍ର, ଜ୍ୟୋତିର୍ମୟୀ ଦାସ ।

ଜଏଣ୍ଟ ସେକ୍ରେଟାରୀ-୨୩ ଜଣ: ଚନ୍ଦ୍ରକାନ୍ତ ପ୍ରଧାନ, ସୌମ୍ୟ ସାର୍ଥକ ରାୟ, ରଜନୀକାନ୍ତ ମହାନ୍ତ, ଅମର କୁଅଁର, ଦେବୀ ପ୍ରସାଦ ଦାସ, ଚିନ୍ମୟ ସାହୁ, ଅଜୟ ଅମାତ, ଦୀପ୍ତି ରଞ୍ଜନ ଜେନା, ଦୀପକ କୁମାର ମହାପାତ୍ର, ନିର୍ମଳ ବିକାଶ ମହାପାତ୍ର, ଅମରେଶ ରାଜ, ଦୀନବନ୍ଧୁ ନାୟକ, ରବି ପଟ୍ଟନାଏକ, ରାଜେଶ ଭୂଆଁ, କିଶୋର ବେହେରା, ଶ୍ରୁଷ୍ଟି ମିଶ୍ର, ଶର୍ମିଷ୍ଠା ମଲ୍ଲିକ, ଫତମା ଖାତୁନ, ପ୍ୟାରୀମୋହନ ଜେନା, ମନୋଜ ମହାନ୍ତି (ଦାଲୁ), ରଞ୍ଜିତ ରାଉତ, ଆଶିଷ ରଞ୍ଜନ ଚୌଧରୀ, ଅର୍ଜୁନ ପଣ୍ଡା ।

Get real time updates directly on you device, subscribe now.