ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରୁ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡାକ୍ତର, ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃକ୍ଷ ସୂଚନା ଦେଇଛନ୍ତି । ଡାକ୍ତର ସହ ଅନ୍ୟ ସଂକ୍ରମିତଙ୍କ ସଂର୍ସ୍ପଶରେ ଆସିଥିବା ଲୋକଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି।
Get real time updates directly on you device, subscribe now.
Prev Post
‘ଏବେ ଯେତେ ଡେଇଁବା କଥା ଡିଅଁ’, ବାକି ଅଛି ଆଉ ଗୋଟିଏ ମ୍ୟାଚ୍’, ପରାଜୟ ପୂର୍ବରୁ ଦ.ଆଫ୍ରିକାକୁ ଚେତାବନୀ ଦେଲେ ବୁମରା
Next Post