Browsing Category

ବାଣିଜ୍ୟ

ଫାଷ୍ଟାଗ୍ କାମ କରୁନଥିଲେ ଡବଲ୍ ଟ୍ୟାକ୍ସ ଦେବାର କୌଣସି ଆବଶ୍ୟକତା ନାହିଁ: ଆପଣଙ୍କୁ କେବଳ କରିବାକୁ ପଡିବ ଏହି କାମ

ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତ ଗାଡ଼ିରେ ଫାଷ୍ଟାଗ୍ ଲଗାଯାଇଛି । ଗାଡ଼ିଟି ଟୋଲ ଟ୍ୟାକ୍ସରେ ପହଞ୍ଚିବା ମାତ୍ରେ ଫାଷ୍ଟାଗ ମାଧ୍ୟମରେ ଏହାର ଟୋଲ କଟିଥାଏ । ଯଦି ଆପଣଙ୍କ ଗାଡିର ଫାଷ୍ଟାଗ୍ କାମ କରୁନାହିଁ କିମ୍ବା…

ଏଣିକି ଘର ତିଆରି କରିବା ଆହୁରି ସହଜ! କମିଲା ଲୁହା ରଡର ଦାମ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଯଦି ଆପଣ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ସମୟ କାରଣ ମାର୍ଚ୍ଚ ଶେଷରେ ଘର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ମୂଲ୍ୟରେ ହ୍ରାସ ଘଟିଛି । ମାର୍ଚ୍ଚ…

ପାନ୍-ଆଧାର, ଡେବିଟ୍ କୁ ନେଇ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଜାଣନ୍ତୁ କେବେ ଏବଂ କିପରି

ନୂଆଦିଲ୍ଲୀ: ପାନ୍-ଆଧାର, ଡେବିଟ୍ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବାକୁୁ ଯାଉଛି, ଆସନ୍ତୁ ଜାଣନ୍ତୁ କେତେବେଳେ ଏବଂ କିପରି । ଏପ୍ରିଲ ୧ରୁ ପାନ୍-ଆଧାର, ଡେବିଟ୍, ପିଏଫ୍୍ ଆକାଉଣ୍ଟ୍ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବ…

ସୁନା ଦର ଗୋଟିଏ ଦିନରେ ବଢିଗଲା ୧୩ ଶହ ଟଙ୍କା, ଆଉ କିଛି ଦିନରେ ୭୦ହଜାର ଟପିପାରେ

ଭୁବନେଶ୍ୱର:  ଦିନକୁ ଦିନ ବଢି ଚାଲିଛି ସୁନା ଦର । ଏବେ ବିବାହ ଋତୁ ଚାଲିଥିବାରୁ ସୁନା ଦର ପ୍ରତିଦିନ ବଢିଚାଲିଛି । ଗୋଟିଏ ଦିନରେ ସୁନା ଦର ବଢିଗଲା ୧୩ ଶହ ଟଙ୍କା । ଯାହା ଫଳରେ ଏବେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ…

ଏହି ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ଠକାମୀର ଶିକାର ହୋଉଛନ୍ତି : ବୟାନ ଜାରି କଲା ବ୍ୟାଙ୍କ

ନୂଆଦିଲ୍ଲୀ : ଆକ୍ସିସ୍ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବ୍ୟାଙ୍କର ଅନେକ କ୍ରେଡିଟ କାର୍ଡଧାରୀ ବିଦେଶରେ ଠକେଇ ହେଉଥିବା କାରବାର ଦ୍ୱାରା ପ୍ରଭାବିତ ହୋଇଛନ୍ତି । ତେବେ ଡାଟାରେ କୌଣସି ଉଲ୍ଲଂଘନ…

ଅକ୍ଷୟ ତୃତୀୟା ସୁଦ୍ଧା ନୂଆ ରେକର୍ଡ କରିବ ସୁନା! ଧନତେରସରେ ଛୁଇଁବ ଆକାଶ

ନୂଆଦିଲ୍ଲୀ : ସୁନା ଏବଂ ଅଳଙ୍କାରକୁ ଭଲ ପାଉଥିବା ଆମ ଦେଶରେ ପ୍ରାୟତଃ ବର୍ଷସାରା କିଣା-ବିକା ଚାଲିଥାଏ । କିନ୍ତୁ ବର୍ଷକୁ ଦୁଇଥର ଏପରି ସୁଯୋଗ ଆସିଥାଏ, ଯେବେ ସୁନା ଜିନିଷ କିଣିବା ଏକ ପ୍ରକାର ଆବଶ୍ୟକତା ହୋଇଯାଏ ।…

SBI ଗ୍ରାହକଙ୍କୁ ବଡ଼ ଝଟକା; ବୃଦ୍ଧି ପାଇବ କ୍ରେଡିଟ୍ କାର୍ଡ଼ର ବାର୍ଷିକ Maintenance Charge

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାବେ ପରିଚିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI ) । ଅଧିକାଂଶ ଲୋକମାନେ SBI ବ୍ୟାଙ୍କରେ ନିଜ ଖାତା ଖୋଲିଥାନ୍ତି ଏବଂ SBI ଡେବିଟ୍ କାର୍ଡର ବ୍ୟବହାର ମଧ୍ୟ କରିଥାନ୍ତି ।…

ବଢିଲା ମନରେଗା ପାରିଶ୍ରମିକ, ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ମନରେଗା ପାରିଶ୍ରମିକ ବୃଦ୍ଧି କଲେ କେନ୍ଦ୍ର ସରକାର । ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି ହୋଇଛି । ଏଥିରେ ଓଡ଼ିଶାର ଶ୍ରମିକ…

ଲୋକସଭା ନିର୍ବାଚନ ପରେ ମହଙ୍ଗା ହୋଇଯିବ କି ରିଚାର୍ଜ ପ୍ଲାନ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଏୟାରଟେଲ ଏବଂ ଜିଓ ବ୍ୟବହାରକାରୀଙ୍କୁ ଝଟକା ଲାଗିପାରେ। ଅବଶ୍ୟ, ଏହି ବଡ଼ ଟେଲିକମ୍ କମ୍ପାନୀଗୁଡିକ ଶୁଳ୍କ ବୃଦ୍ଧି ପାଇଁ ଏକ ଭିନ୍ନ ଉପାୟ ଅବଲମ୍ବନ କରିପାରନ୍ତି। ନିକଟରେ…

IPL ଓ ନିର୍ବାଚନ ସମୟରେ ଅଧିକ ବିଜ୍ଞାପନ, ଏତିକି ଟଙ୍କା ଖର୍ଚ୍ଚ କରିବେ କମ୍ପାନୀ

ନୂଆଦିଲ୍ଲୀ: ପାଖେଇ ଅସୁଛି ସାଧାରଣ ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ୍‌) । ବର୍ତ୍ତମାନ କ୍ରିକେଟ ଓ…