Browsing Category
ବାଣିଜ୍ୟ
୫ଟି ସରକାରୀ ବ୍ୟାଙ୍କରୁ ଅଂଶଧନ ପ୍ରତ୍ୟାହାର କରିବେ କେନ୍ଦ୍ର ସରକାର: କେନ୍ଦ୍ର ଅର୍ଥ ସେବା ସଚିବଙ୍କ ପକ୍ଷରୁ ସୂଚନା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ଦେଶର ୫ଟି ସରକାରୀ ବ୍ୟାଙ୍କରୁ ଅଂଶଧନ ପ୍ରତ୍ୟାହାର କରିବେ । ଏନେଇ କେନ୍ଦ୍ର ଅର୍ଥ ସେବା ସଚିବ ବିବେକ ଯୋଶୀ ସୂଚନା ଦେଇଛନ୍ତି । ସେହି ୫ଟି ବ୍ୟାଙ୍କ ମଧ୍ୟରେ ବ୍ୟାଙ୍କ ଅଫ୍…
ହଜିଯାଇଛି କି ATM କାର୍ଡ, ତେବେ ବ୍ୟାଙ୍କ ଯିବାର ନାହିଁ ଆବଶ୍ୟକତା: ଘରେ ବସି ମଗାଇପାରିବେ ନୂଆ କାର୍ଡ, ଜାଣନ୍ତୁ କିପରି ?
ଏକ ସମୟ ଥିଲା ଯେତେବେଳେ କାହାକୁ କ୍ୟାସର ଦରକାର ପଡ଼ୁଥିଲା । ସେବେ ବ୍ୟାଙ୍କ ଯିବାର ଆବାୃକତା ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ଏଟିଏମ୍ ସାହାଯ୍ୟରେ ଯେକୌଣସି ସ୍ଥାନରୁ ଟଙ୍କା ବାହାର କରାଯାଇପାରୁଛି । ବର୍ତ୍ତମାନ ସମସ୍ତ…
Air India Layoffs: ୧୮୦ କର୍ମଚାରୀଙ୍କୁ ବାହାର କଲା ଏୟାରଲାଇନ୍ସ, କହିଲା ଏହାର କାରଣ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏୟାରଲାଇନ୍ସ ୧୮୦ କର୍ମଚାରୀଙ୍କୁ ବାହାର କରିଛି । ଏହି କର୍ମଚାରୀମାନେ ବିଭିନ୍ନ ବିଭାଗରେ ନନ୍-ଫ୍ଲାଇଙ୍ଗ୍ ରୋଲରେ କାର୍ଯ୍ୟ କରୁଥିଲେ । ଛଟେଇକୁ ନେଇ କମ୍ପାନୀ ସ୍ପଷ୍ଟ କରିଛି ଯେ, ବାହାର…
ଶେୟାର କ୍ରୟ ଏବଂ ବିକ୍ରୟ ପାଇଁ ବଦଳିବ ନିୟମ, T+0 ସେଟେଲମେଣ୍ଟକୁ ଅନୁମୋଦନ କଲା SEBI
ନୂଆଦିଲ୍ଲୀ: ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଇଣ୍ଡିଆ(SEBI) ଖୁବ୍ ଶୀଘ୍ର ଷ୍ଟକ୍ ମାର୍କେଟରେ ନୂତନ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ଏହା ଅନ୍ତର୍ଗତ ଗୋଟିଏ ଦିନରେ ନିବେଶକଙ୍କୁ ଶେୟାର କ୍ରୟ…
ଆଚରଣ ସଂହିତା ଲାଗୁ ହେବା ପୂର୍ବରୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା: କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ହରିୟାଣା ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ନିକଟରେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥିବା ବେଳେ କିଛି ରାଜ୍ୟ ମଧ୍ୟ କର୍ମଚାରୀଙ୍କ ପାଇଁ ଅନୁରୂପ ଭାବେ ବୃଦ୍ଧି ଘୋଷଣା କରଥିଲେ । ନିକଟରେ ଝାଡ଼ଖଣ୍ଡ, କର୍ଣ୍ଣାଟକ,…
LIC କର୍ମଚାରୀଙ୍କ ବେତନ ୧୭ ପ୍ରତିଶତ ବୃଦ୍ଧି: କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ମଞ୍ଜୁରୀ- ସୂତ୍ର
ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା (ଏଲଆଇସି)ର କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଲଆଇସି କର୍ମଚାରୀଙ୍କ ବେତନ ୧୭ ପ୍ରତିଶତ ବୃଦ୍ଧି ହେବ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିଥିବା ନେଇ ଏକ…
ବଢ଼ିଲା ମହଙ୍ଗା ଭତ୍ତା: କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ୨ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ତରଫରୁ ନିକଟରେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥିବା ବେଳେ କିଛି ରାଜ୍ୟ ମଧ୍ୟ କର୍ମଚାରୀଙ୍କ ପାଇଁ ଅନୁରୂପ ଭାବେ ବୃଦ୍ଧି ଘୋଷଣା କରିଛନ୍ତି । ନିକଟରେ…
ଆଡଭାନ୍ସ ଟ୍ୟାକ୍ସ କିସ୍ତି ଭରିବାର ଆଜି ଶେଷ ତାରିଖ, ମହଙ୍ଗା ପଡିବା ପୂର୍ବରୁ ଏବେ କରିଦିଅନ୍ତୁ ପେମେଣ୍ଟ
ନୂଆଦିଲ୍ଲୀ: ୧୫ ମାର୍ଚ୍ଚ ୨୦୨୪ରେ ଆଡଭାନ୍ସ ଟ୍ୟାକ୍ସର ଶେଷ କିସ୍ତି ପେମେଣ୍ଟ କରିବାର ଶେଷ ତାରିଖ । ଯଦି ଆପଣ ଏପର୍ଯ୍ୟନ୍ତ ପେମେଣ୍ଟ କରିନାହାନ୍ତି ତେବେ ଆପଣଙ୍କୁ ବଡ ଆକାରରେ ପେନାଲ୍ଟି ଦେବାକୁ ପଡିବ । ଆଡଭାନ୍ସ…
ଆହୁରି ୫ ଟଙ୍କା କମ୍ ହେବ ପେଟ୍ରୋଲ-ଡିଜେଲ୍ ଦର! ୨ ବର୍ଷ ପରେ ମିଳିବ ଆଶ୍ୱସ୍ତି
ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୨ ଟଙ୍କା ହ୍ରାସ ପାଇଛି । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ୨ ଟଙ୍କା କମ୍ ମୂଲ୍ୟରେ ପେଟ୍ରୋଲ-ଡିଜେଲ ଉପଲବ୍ଧ ହୋଇପାରିଛି । ଏହାପରେ ଆହୁରି ଶସ୍ତାରେ…
ଇଲେକ୍ଟୋରାଲ ବଣ୍ଡ୍; ଶ୍ରମିକରୁ ଲଟେରୀ କିଙ୍ଗ, ଜାଣନ୍ତୁ କିଏ ସାଣ୍ଟିଆଗୋ ମାର୍ଟିନ, ଦାନ କଲେ ୧୩୬୮କୋଟି ଟଙ୍କା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ୧୨ ତାରିଖରେ ଉପଲବ୍ଧ ହୋଇଥିବା ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ତଥ୍ୟ ଗୁରୁବାର ସନ୍ଧ୍ୟାରେ ନିର୍ବାଚନ ଆୟୋଗ ନିଜ ୱେବସାଇଟରେ…