Browsing Category

ବାଣିଜ୍ୟ

କେଉଁ କ୍ଷେତ୍ରରୁ କେତେ ଆୟ କରୁଛନ୍ତି ମୋଦୀ ସରକାର? କେଉଁଠି ହେବ ଖର୍ଚ୍ଚ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ ହୋଇଯାଇଛି । ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀମ ବଜେଟ ଉପସ୍ଥାପନ କରିଥିବା ବେଳେ ଜୁଲାଇ ମାସରେ…

୨୦୧୪ ପରେ ଭାରତକୁ ସ୍ୱାଧୀନତା ମିଳିଲା ବୋଲି ବିଜେପି ଭାବୁଛି; ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଏହି କାର୍ଯ୍ୟକାଳର ଶେଷ ଅନ୍ତରୀଣ ବଜେଟ ଉପରେ କଂଗ୍ରେସ ନେତା ତଥା ବିରୋଧୀ ଭାରତ ମେଣ୍ଟର ଆବାହକ ମଲ୍ଲିକାର୍ଜୁନ ଖଡଗେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। "ବିଜେପି ଅନୁଭବ କରୁଛନ୍ତି ଯେ…

ମୋଦି ସରକାରଙ୍କ ଅନ୍ତରୀଣ ବଜେଟ ଉପରେ କ’ଣ କହୁଛନ୍ତି ଅର୍ଥନୈତିକ ବ୍ୟାପାର ବିଶେଷଜ୍ଞ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଚଳିତ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ସରକାର ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୫.୧% କୁ ହ୍ରାସ କରିବେ।…

୫ ବର୍ଷରେ ମିଳିବ ଆଉ ୨ କୋଟି ପକ୍କା ଘର: ବଜେଟ-୨୦୨୪ରେ ହେଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ବଜେଟ-୨୦୨୪ରେ ଦେଶବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ଆଉ ୨ କୋଟି ପକ୍କା ଘର ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।…

ଏବେ ସାଧାରଣ ଲୋକେ ମଧ୍ୟ ନେଇପାରିବେ ବନ୍ଦେ ଭାରତ ଟ୍ରେନର ସୁବିଧା, ଜାଣନ୍ତୁ ଏହାର ସଂପୂର୍ଣ୍ଣ ପ୍ଲାନ

ନୂଆଦିଲ୍ଲୀ: ଏବେ ଦେଶରେ ବନ୍ଦେଭାରତ ଟ୍ରେନ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି । ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରେନରେ ମିଳୁଥିବା ଏପରି ସୁବିଧାମାନ ନିହାତି ଜାଣିବା ଆବଶ୍ୟକ । କିନ୍ତୁ ସ୍ଲିପର କୋଚର ଭଡ଼ା…

Budget Key Points: ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ କ’ଣ ସବୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ସଂସଦରେ ଅନ୍ତରୀଣ ବଜେଟ ଆଗତ କରିଛନ୍ତି । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ ଅନ୍ତରୀଣ ବଜେଟ୍ । ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ…

ବଜେଟରେ କୃଷି କ୍ଷେତ୍ରକୁ ଦିଆଗଲା ଧ୍ୟାନ, କୃଷକମାନଙ୍କ ପାଇଁ ହେଲା ଏହି ଘୋଷଣା

ନୂଆଦୀଲ୍ଲୀ: ଆଜି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ଅନେକ ଘୋଷଣା କରାଯାଇଥିଲା, ଏହି ବଜେଟରେ ସମସ୍ତଙ୍କ ଧ୍ୟାନ ରଖିବାକୁ ଚେଷ୍ଟା…

ଗର୍ଭାଶୟ କର୍କଟକୁ ରୋକିବା ପାଇଁ ସରକାରଙ୍କ ବଡ ନିଷ୍ପତ୍ତି : ଏବେ ୯-୧୪ ବର୍ଷର ଝିଅଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଦେଶର ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ମଧ୍ୟବର୍ତ୍ତୀ ବଜେଟ୍ ମଧ୍ୟ ସ୍ୱତନ୍ତ୍ର ଥିଲା କାରଣ ଏହାକୁ ଲୋକସଭା ନିର୍ବାଚନ ପୂର୍ବରୁ…

ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା: ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଜି ସଂସଦରେ ଅନ୍ତରୀଣ ବଜେଟ ଆଗତ କରିଛନ୍ତି । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ ଅନ୍ତରୀଣ ବଜେଟ । ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ…

ଏବେ ସାଧାରଣ ଲୋକଙ୍କୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍! ବଜେଟରେ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ବଜେଟ୍ ୨୦୨୪ ରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ଯୋଜନା ଅନୁଯାୟୀ ଯେଉଁମାନଙ୍କ ଘରେ ସୋଲାର ସିଷ୍ଟମ ଲାଗିଛି,…