Browsing Category

ବାଣିଜ୍ୟ

ଚଳିତ ବର୍ଷ କେତେ ବଢ଼ିବ ଆପଣଙ୍କ ଦରମା ? ଏହି ରିପୋର୍ଟରେ ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶ ଓ ଦୁନିଆରେ ନୂଆ ବର୍ଷ ୨୦୨୩ ଆରମ୍ଭ ହୋଇଛି ଓ ବର୍ଷର ୨ ସପ୍ତାହ ମଧ୍ୟ ବିତି ସାରିଛି । ଭାରତୀୟ ଲୋକଙ୍କ ପାଇଁ ଚଳିତ ବର୍ଷ କିଛି ଖାସ୍ ହେବାକୁ ଯାଉଛି । ଏକ ସର୍ଭେ ରିପୋର୍ଟ ଅନୁସାରେ, ଏବର୍ଷ…

ବକ୍ସ ଅଫିସରେ ଧମାଲ କରିବ ଫିଲ୍ମ ‘ପଠାନ’; ପ୍ରଥମ ଦିନ ପାଇଁ ବୁକିଂ ହେଲା ଏତିକି ଟିକେଟ୍

ମୁମ୍ବାଇ:କିଙ୍ଗ ଖାନଙ୍କ ଅଭିନିତ ଫିଲ୍ମ 'ପଠାନ'ର ପୋଷ୍ଟର ରିଲିଜ ପରଠାରୁ ହିଁ ସେ ବିବାଦରେ ରହି ଆସିଛି । କେତେବେଳେ ପୋଷ୍ଟରକୁ ନେଇ ଚର୍ଚ୍ଚାରେ ରହିଛି ତ ଆଉ କେତେବେଳେ ଗୀତକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଯାଇଛି ।…

ଆମାଜନର ଭୟଙ୍କର ଅଫର: ଶସ୍ତା ହେଲା OnePlusର 5G ଫୋନ୍, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ରିପବ୍ଲିକ୍ ଡେ’ ସେଲର ଆଜି ହେଉଛି ଦ୍ୱିତୀୟ ଦିନ । ସେଲରେ ବ୍ରାଣ୍ଡେଡ୍ ସ୍ମାର୍ଟଫୋନଗୁଡ଼ିକୁ ଖୁବ କମ୍ ମୂଲ୍ୟରେ କିଣିବାକୁ ସୁଯୋଗ ଦିଆଯାଉଛି । ସବୁଠାରୁ ଅଧିକ କେଉଁ ଫୋନ…

ଭାରତର ଧନୀଙ୍କ ପାଖେ ଅଛି ଦେଶର ୪୦ପ୍ରତିଶତରୁ ଅଧିକ ସମ୍ପତ୍ତି, ଅଧିକ ଟ୍ୟାକ୍ସ ଦେଉଛନ୍ତି ଗରିବ

ଡାଭୋସ୍: ଭାରତରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଛି । ଅକ୍ସଫାମ ପକ୍ଷରୁ ଏକ ରିପୋର୍ଟ ପ୍ରଦାନ କରି ଏହି ବିଷୟରେ ସୂଚନା ଦିଆଯାଇଛି। ବର୍ତ୍ତମାନ ଭାରତର ୧% ଧନୀ ଲୋକ ଦେଶର ମୋଟ ସମ୍ପତ୍ତିର ୪୦% ରୁ…

‘ଅତ୍ୟନ୍ତ ଯନ୍ତ୍ରଣାଦାୟକ ନିଷ୍ପତ୍ତି’: ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ଶେୟାରଚାଟ୍‌

ନୁଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଶେୟାରଚାଟ୍ ଏହାର ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି କରୁଛି । କମ୍ପାନୀ ଏହାର ନିଷ୍ପତ୍ତିକୁ ବାହ୍ୟ ଅର୍ଥନୈତିକ କାରଣକୁ ଦାୟୀ କରିଛି ଯାହା ଦ୍ୱାରା ଏହା…

ଅଫିସ୍ ଖାଲି କରୁଛନ୍ତି ମେଟା, ମାଇକ୍ରୋସଫ୍ଟ: ହଜାର ହଜାର କର୍ମଚାରୀଙ୍କ ଉପରେ ଝୁଲିଲା ଖଣ୍ଡା

ନୂଆଦିଲ୍ଲୀ: ବିଶ୍ୱ ବଜାରକୁ ଆର୍ଥିକ ମାନ୍ଦାବସ୍ଥା ଗ୍ରାସ କରିଥିବା ବେଳେ ଏହାର ଜୋରଦାର ପ୍ରଭାବ ଆଇଟି କ୍ଷେତ୍ର ଉପରେ ପଡିଛି। ଅନେକ ବଡ଼ କମ୍ପାନୀ ହଜାର ହଜାର ସଂଖ୍ୟାରେ ଛଟେଇ କରୁଛନ୍ତି। ଏହାରି ମଧ୍ୟରେ ଖବର ଆସୁଛି…

ଓଡ଼ିଶାରେ ମୋବାଇଲ୍ ଗେମର ସଂଖ୍ୟା ସର୍ବାଧିକ ବୃଦ୍ଧି, ବିଶ୍ୱରେ ସର୍ବାଧିକ ଗ୍ରାହକ ଭାରତରେ

ଭୁବନେଶ୍ୱର: ମୋବାଇଲ ଗେମରଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ୫୫% ବୃଦ୍ଧି ପାଇଛି। କେବଳ ଭୁବନେଶ୍ୱରରେ ମୋବାଇଲ ଗେମରଙ୍କ ସଂଖ୍ୟା ୧୬୫୨% ବଢିଥିବା ଇଣ୍ଡିଆ ମୋବାଇଲ୍ ଗେମିଂ ରିପୋର୍ଟ(ଆଇଏମ୍‌ଜିଆର) ୨୦୨୨ରେ କୁହାଯାଇଛି।…

ଆପଣ ବି ଜୀବନରେ ହୋଇପାରିବେ କୋଟିପତି: ଭଲରେ ବୁଝନ୍ତୁ, କେବଳ ଥରେ ଟ୍ରାଏ କରନ୍ତୁ ୪୧୬ ଟଙ୍କିଆ ଫର୍ମୂଲା

ନୂଆଦିଲ୍ଲୀ: ପଇସା କାହାକୁ ବା ଭଲ ନ ଲାଗେ, ଜୀବନରେ କୋଟିପତି ହେବାକୁ କିଏ ବା ନ ଚାହେଁ । ଅର୍ଥ ଆଜି ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ପଇସା ଦ୍ୱାରା ଯେ ସବୁକିଛି କିଣିହେବ, ଏହା ଶତ ପ୍ରତିଶତ ସତ…

Airtelର ଶସ୍ତା ପ୍ଲାନ ,ମାତ୍ର ୩୫ ଟଙ୍କାରେ ଆପଣଙ୍କୁ ମିଳିବ ଏହି ସବୁ ଫାଇଦା

ନୂଆଦିଲ୍ଲୀ:ନିଜ ଗ୍ରାହକ ମାନଙ୍କ ପାଇଁ ଏୟାରଟେଲ ଏକ ଶସ୍ତା ପ୍ଲାନ ଆଣିଛି । ଯାହା ମାତ୍ର ୩୫ ଟଙ୍କାରେ ଆପଣଙ୍କୁ ମିଳିବ । ଏୟାରଟେଲ ନିଜ ରିଚାର୍ଜ ପୋର୍ଟଫୋଲିଓରେ ଏହି ନୂଆ ପ୍ଲାନ ଆଡ କରିଛି । ତେବେ ଏହା ହେଉଛି ଏକ…

ଏହି ଲୋକ ମାନଙ୍କ ପାଇଁ ବଢିଲା ପୁରୁଣା ପେନସନ ଯୋଜନା, ସରକାର ଦେଲେ ନିର୍ଦ୍ଦେଶ!

ନୂଆଦିଲ୍ଲୀ : ପେନ୍‌ସନ୍‌ ପାଇଁ ଲୋକଙ୍କ ବହୁତ ଆଶା ରହିଥାଏ । ଏହି ସମୟରେ, ଦିଲ୍ଲୀ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ, କେନ୍ଦ୍ର ସରକାରଙ୍କୁ ପାରାମିଲିଟାରୀ ବାହିନୀର ସମସ୍ତ କର୍ମଚାରୀ, ସେନା, ନୌସେନା ଏବଂ ବାୟୁସେନା…