Browsing Category

ବାଣିଜ୍ୟ

iPhone-13 ଦାମରେ ମିଳିବ iPhone-14? Apple କମ୍ପାନୀର ପ୍ଲାନ ଲିକ…

ଚଳିତବର୍ଷ ଆପଲ କମ୍ପାନୀ ଲଞ୍ଚ କରିବ ଆଇଫୋନ-୧୪ । ତେବେ ଆପଲ ଯଦି ନିଜ ପ୍ରତିବର୍ଷର ଟାଇମଲାଇନକୁ ଫଲୋ କରେ, ତେବେ ଏହି ଫୋନ ଆସନ୍ତା ସେପ୍ଟେମ୍ବର ମାସରେ ଲଞ୍ଚ ହୋଇପାରେ । ତେବେ କମ୍ପାନୀ ତରଫରୁ ଏହାର ଲଞ୍ଚିଂକୁ ନେଇ…

BSNLର ଜବରଦସ୍ତ ନୂଆ ପ୍ରିପେଡ ପ୍ଲାନ୍: ୩୦୦ ଦିନର ବୈଧତା ସହ ମିଳିବ ୭୫ ଜିବି ଡାଟା

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ପାଇଁ ଏକ ଜବରଦସ୍ତ ନୂଆ ପ୍ରିପେଡ ପ୍ଲାନ୍ ଲଞ୍ଚ କରିଛି BSNL । ଏହା ଅନଲିମିଡେଟ ବେନିଫିଟ୍ ପ୍ରିପେଡ ପ୍ଲାନ ନୁହେଁ । ଆମେ ଯେଉଁ ନୂଆ ପ୍ରିପେଡ ପ୍ଲାନ୍ ବିଷୟରେ କହୁଛୁ, ତାହା ହେଉଛି ୨୦୨୨…

ଶସ୍ତା ହେବ ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତୋ ଟ୍ରେନ୍‌ ଭଡ଼ା! ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ସରକାର ଖୁବ୍‌ଶୀଘ୍ର ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିପାରନ୍ତି। କରୋନା ପରେ ରେଲେଓ୍ଵ ଅନେକ କିଛି ପରିବର୍ତ୍ତନ କରିଛି। କରୋନା ପୂର୍ବରୁ ଯାତ୍ରୀମାନଙ୍କୁ ମିଳୁଥିବା କେତେକ ରିହାତି…

ଅଗଷ୍ଟରେ ବ୍ୟାଙ୍କଗୁଡ଼ିକ ଆହୁରି ୧୭ ଦିନ ବନ୍ଦ ରହିବ: ବ୍ରାଞ୍ଚ ଯିବା ପୂର୍ବରୁ ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭ ହୋଇସାରିଥିବା ବେଳେ ଚଳିତ ମାସରେ ବ୍ୟାଙ୍କଗୁଡିକ ଅଧିକ ଦିନ ପାଇଁ ବନ୍ଦ ହେବାକୁ ଯାଉଛି । ଆଜି ହେଉଛି ୪ ଅଗଷ୍ଟ ଏବଂ ଆଜିଠାରୁ ବ୍ୟାଙ୍କଗୁଡିକ ଏହି ମାସରେ ୧୭ ଦିନ ବନ୍ଦ ହେବାକୁ ଯାଉଛି…

ସୀମା ଶୁଳ୍କରେ ଠକିଛି ଭିଭୋ ଇଣ୍ଡିଆ, ଦେବାକୁ ପଡ଼ିବ ୨,୨୧୭ କୋଟି ଟ୍ୟାକ୍ସ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ଇଣ୍ଡିଆ ଦ୍ୱାରା ପ୍ରାୟ ୨,୨୪୭ କୋଟି ଟଙ୍କାର ସୀମା ଶୁଳ୍କ ଚୋରି କରିଥିବାନେଇ କହିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)  । ଅର୍ଥ ମନ୍ତ୍ରାଳୟ ତରଫରୁ ବୁଧବାର ଏହି…

ପିଏମ କିଷାନର ଆଗାମୀ କିସ୍ତିରେ କିଛି କୃଷକଙ୍କୁ ମିଳିପାରେ ୪ ହଜାର ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି କେନ୍ଦ୍ର ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ଯୋଜନା । କୃଷକଙ୍କୁ ଆର୍ଥିକ ଭାବରେ ମଜବୁତ କରିବା ପାଇଁ ଆରମ୍ଭ କରାଯାଇଥିବା ଏହି ଯୋଜନାର ଲାଭ ଦେଶର ୧୦ କୋଟିରୁ ଅଧିକ…

ବିକ୍ରି ହେଲା Uber! ଏହି କମ୍ପାନୀ ହାତକୁ ଗଲା ସମ୍ପୂର୍ଣ୍ଣ ମାଲିକାନା

ନୂଆଦିଲ୍ଲୀ: କିଛି ଦିନରୁ ରକେଟ ସ୍ପିଡରେ ଯାଉଥିବା ଫୁଡ ଡେଲିଭରୀ କମ୍ପାନୀ Zomatoର ସେୟାର ଏବେ ପୁଣି ଥରେ ଥମିଯାଇଛି । କମ୍ପାନୀରେ ୭.୮ ପ୍ରତିଶତ ଅଂଶଦାନ ୟୁବର ଟେକ୍ନୋଲୋଜିଜ୍ ଏବେ ନିଜର ସମସ୍ତ ଅଂଶକୁ ବିକ୍ରି…

୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା! କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଦୁଇ ମାସର ଏରିଅର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ପୁଣି ଥରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବଢ଼ିଛି । ଚଳିତ ଥର କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମହଙ୍ଗା ଭତ୍ତା ଏବେ ମୋଟ ୩୮…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର, ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ମଝିରେ ସରକାରୀ ଚାକିରିଆ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ସରକାର। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ…

ବଜାରକୁ ଆସିଲା ନୋକିଆର ୪ଜି ଫିଚର୍ ଫୋନ୍‌, ଥରେ ଚାର୍ଜ କଲେ ୨୭ ଦିନ ଚାଲିବ

ନୂଆଦିଲ୍ଲୀ: ପୁଣି ଭାରତୀୟ ମୋବାଇଲ ମାର୍କେଟକୁ କବଜା କରିବ ନୋକିଆ। ବର୍ତ୍ତମାନ ଭାରତରେ ସ୍ମାର୍ଟଫୋନ୍ ଏବଂ ଏଥିରେ ମାସିକ ରିଚାର୍ଜ କରିବା ଏତେ ମହଙ୍ଗା ହୋଇଗଲାଣି ଯେ, ଜଣେ ସାଧାରଣ ଲୋକ ସ୍ମାର୍ଟ ଫୋନ୍ ଧରିବା ଅଭିଶାପ…