Browsing Category

ବାଣିଜ୍ୟ

SBI ଗ୍ରାହକଙ୍କୁ ଝଟକା, ବ୍ୟାଙ୍କ୍ ବଢ଼ାଇଲା ସୁଧ ଦର, ବଢ଼ିବ EMI ବୋଝ

ନୂଆଦିଲ୍ଳୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଗ୍ରାହକଙ୍କୁ ପାଇଁ ଝଟକା ଦେଇଛି । ଏବେ ଏସବବିଆଇ ମଧ୍ୟରେ ଲୋନ ମହଙ୍ଗା ହେବ । ଏବଂ ନୂଆ ପୁରୁଣା ଗ୍ରାହକ୍କୁ ଇଏମ୍ରଶଷଇ ମଧ୍ୟ ବଢ଼ିଯିବ ।…

ଡେନମାର୍କର କମ୍ପାନୀ କିଣିଲା Infosys: ୮୭୫ କୋଟି ଟଙ୍କା ଡିଲ ପରେ କ’ଣ ରହିଛି ସେୟାର ହାଲଚାଲ?

ନୂଆଦିଲ୍ଲୀ: ୧୧ କୋଟି ୟୁରୋ ବା ୮୭୫ କୋଟି ଟଙ୍କା ବିନିମୟରେ ଡେନମାର୍କର କମ୍ପାନୀ ବେସ ଲାଇଫ ସାଇନ୍ସକୁ ଅଧିଗ୍ରହଣ କରିଛି ଦେଶର ଆଇଟି ଫର୍ମ ଇନଫୋସିସ । ନଗଦ କ୍ୟାସ ସହିତ ଏହି ଅଧିଗ୍ରହଣ କରାଯିବା ନେଇ ଇନଫୋସିସ ତରଫରୁ…

ଘର କରିବାକୁ ସୁବର୍ଣ୍ଣ ସୁଯୋଗ: କ୍ୱିଣ୍ଟାଲ ପିଛା ୨୦୦୦ ଟଙ୍କା ଶସ୍ତା ହେଲା ଲୁହା ରଡ, ଇଟା-ସିମେଣ୍ଟ ମଧ୍ୟ ଖସିଲା ଦାମ୍

ନୂଆଦିଲ୍ଲୀ: ମେ ମାସ ଶେଷ ଆଡକୁ ସାରା ଦେଶରେ ପୁଣି ଥରେ ଲୁହା ରଡ ଦାମ୍ ବଢ଼ିବାରେ ଲାଗିଥିଲା । ଜୁନର ପ୍ରଥମ ସପ୍ତାହରୁ ଲଗାତାର ଭାବେ ଏହାର ରେଟ୍ ବଢ଼ିବାରେ ଲାଗିଛି । ଏହି କାରଣରୁ ଗତ ଦେଢ଼ ମାସ ଭିତରେ ଦେଶର ବିଭିନ୍ନ…

ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

ମୁମ୍ବାଇ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଆଣି ଦେଇଛନ୍ତି। ସରକାର ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ୩ ଟଙ୍କା ହ୍ରାସ କରିଛନ୍ତି । ଯାହା ସାଧାରଣ ଲୋକଙ୍କୁ ସାମାନ୍ୟ…

iPhone କୁ ବି ପଛରେ ପକାଇବ ଏହି ଫୋନ୍, ଜାଣନ୍ତୁ ଏହି ଫୋନର ଡିଟେଲ୍

ନୂଆଦିଲ୍ଲୀ: କୌଣସି ଫ୍ଲାଗସିପ୍ ସ୍ମାର୍ଟଫୋନକୁ ଲଞ୍ଚ କରିବା ପୂର୍ବରୁ ସାଧାରଣତଃ ଏହାର ଅଧିକ ପ୍ରଚାର-ପ୍ରସାର କରାଯାଇଥାଏ । କିନ୍ତୁ କୌଣସି ମିଡ-ରେଞ୍ଜ  ଫୋନ୍ କୁ ନେଇ ଏଭଳି ଉତ୍ସାହ ଦେଖିବାକୁ ମିଳିନଥାଏ ଯାହା…

SBIକୁ ଛାଡ଼ି ସବୁ ସରକାରୀ ବ୍ୟାଙ୍କର ହେବେ ପ୍ରାଇଭେଟ ! ଜାଣନ୍ତୁ ଅପଡେଟ୍

ନୂଆଦିଲ୍ଲୀ: ଦେଶରେ ଘରୋଇକରଣକୁ ନେଇ ସରକାର ଆଗକୁ ବଢ଼ୁଛନ୍ତି । ସରକାର ଖୁବଶୀଘ୍ର ଦୁଇଟି ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବାକୁ ଯାଉଛନ୍ତି । ଅନେକ କମ୍ପାନୀ ଏଥିପାଇଁ ନିଲାମୀ ମଧ୍ୟ ଡାକିଛନ୍ତି । ସୂଚନାନୁସାରେ ଚଳିତ…

ଆମେରିକାରେ ଭାରତୀୟ ଟେକ୍ କମ୍ପାନୀଙ୍କୁ ସଫଳତା, ୨ ଲକ୍ଷ ଆମେରିକୀୟଙ୍କୁ ଦେଇଛି ଚାକିରି

ନୂଆଦିଲ୍ଲୀ: ଆମେରିକାରେ ୨୦୨୧ ରେ ଭାରତୀୟ ଟେକ୍ ଇଣ୍ଡଷ୍ଟ୍ରୀ ୧୦୩ ଡଲାରର ରେଭେନ୍ୟୁ ଜେନେରେଟ୍ କରିବା ସହ ୨,୦୭,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଛି ଗତବର୍ଷ । ଯେଉଁଥିରେ କର୍ମଚାରୀଙ୍କ ହାରାହାରି ଦରମା ୧୦୬.୩୬୦ ଡଲାର…

ସୁନା ମହଙ୍ଗା ତ’ ରୂପା ଶସ୍ତା: ଜାଣନ୍ତୁ କେତେ ରହିଛି ଆଜିର ଦାମ୍

ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟରେ ପ୍ରତିଦିନ ସୁନା ଓ ରୂପା ଦର ବଦଳି ଥାଏ। ଆଜି ରୂପା ଦର କମିଥିବା ବେଳେ ମହଙ୍ଗା ହୋଇଛି ସୁନା । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୮୦୦ ଟଙ୍କା ଥିବା ବେଳେ…

BSNLର ଜବଦଦସ୍ତ ପ୍ଲାନ୍: ୧୦୦ ଟଙ୍କାରେ ଦୈନିକ ୧ ଜିବି ଡାଟା, ମାଗଣା କଲ୍ ସହ ମିଳିବ ଅଧିକ ଦିନର ବୈଧତା

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ BSNL ସମଗ୍ର ଟେଲିକମ୍ ଇଣ୍ଡଷ୍ଟ୍ରିରେ ଶସ୍ତା ରିଚାର୍ଜ ପ୍ଲାନ ଲୋକଙ୍କୁ ଯୋଗାଇ ଚର୍ଚ୍ଚାରେ ରହିଛି । ଏପରି ପରିସ୍ଥିତିରେ ଯଦି ଆପଣ କମ୍ ବଜେଟରେ ରିଚାର୍ଜ କରିବାକୁ ଚାହାନ୍ତି,…

ବାଲେଶ୍ବରରେ ହେବ ଟଙ୍କାଛାପା କାଗଜ କାରଖାନା, ଜମି ସର୍ବେକ୍ଷଣ କଲେ ଆର୍‌ବିଆଇ ଅଧିକାରୀ

ବାଲେଶ୍ଵର: ବାଲେଶ୍ବର ଜିଲା ରେମୁଣା ତହସିଲ ଅଞ୍ଚଳରେ ହେବ ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍‌ବିଆଇ) ର ତିନିଜଣିଆ ଅଧିକାରୀ ମଙ୍ଗଳବାର ଜମି ସର୍ବେକ୍ଷଣ ଲାଗି…