fbpx
Browsing Category

ଦେଶ

ୟୁପିର ଏହି ଜିଲ୍ଲା ତଳେ ରହିଛି ୩,୦୦୦ ଟନ୍ ସୁନା

ନୂଆଦିଲ୍ଲୀ,୨୦ ।୨: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ୩ ହଜାର ଟନ୍ ସୁନା ମିଳିଛି । ଏହି ସୁନା ମାଟି ତଳେ ଦବି ରହିଥିବା ଜଣାପଡିଛି । ରାଜ୍ୟର ଖଣିଜ ବିଭାଗ ଏହାର ସନ୍ଧାନ କରିଛି । ଖୁବଶୀଘ୍ର ମାଟି ତଳୁ ସୁନା ବାହାର…

ଟ୍ରକ-ବସ୍ ଧକ୍କାରେ ୨୦ ମୃତ

ତାମିଲନାଡୁ,୨୦ ।୨ : ତାମିଲନାଡୁରେ କୋଏମ୍ବାଟୁରରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨୦ ଯାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ଜଣାପଡ଼ିଛି । ଆହତଙ୍କୁ…

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବା ପାଇଁ ଦୋଷୀ ବିନୟର ନୂଆ ଚାଲ୍, ଜେଲ୍ କାନ୍ଥରେ ପିଟିଲା ମୁଣ୍ଡ

ନୂଆଦିଲ୍ଲୀ,୨୦ ।୧: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଫାଶୀଦଣ୍ଡରୁ ବଞ୍ଚିବା ପାଇଁ ଦୋଷୀ ବିନୟ ଶର୍ମାର ନୂଆ ଚାଲ୍ । ଖବର ମୁତାବକ, ଦୋଷୀ ବିନୟ ଜେଲର କାନ୍ଥରେ ମୁଣ୍ଡ ବାଡେଇ ଫଟାଇବାକୁ ଉଦ୍ୟମ କରୁଥିଲା ।…

ରାମ ମନ୍ଦିର ଟ୍ରଷ୍ଟ ପାଇଁ ନିଯୁକ୍ତ ହେଲେ ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯/୨: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଆଜି ଦିଲ୍ଲୀରେ ବସିଥିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ଟ୍ରଷ୍ଟର ଅଧ୍ୟକ୍ଷ ହୋଇଛନ୍ତି ନୃତ୍ୟ ଗୋପାଳ ଦାସ। ସେହିପରି…

କ୍ଷମତାସମ୍ପନ୍ନ ‘ପ୍ରଯୁକ୍ତି ଗୋଷ୍ଠୀ’ ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ,୧୯ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି କ୍ଷମତାସମ୍ପନ୍ନ "ପ୍ରଯୁକ୍ତି ଗୋଷ୍ଠୀ" ଗଠନକୁ ମଞ୍ଜୁରି ମିଳିଛି। ଏଥିରେ ଭାରତ ସରକାରଙ୍କ ପ୍ରମୁଖ…

ସ୍ୱଚ୍ଛ ଭାରତ ମିସନର ଦ୍ୱିତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ,୧୯ ।୨: ସ୍ୱଚ୍ଛ ଭାରତ ମିସନର ଦ୍ୱିତୀୟ ପର୍ଯ୍ୟାୟକୁ ମିଳିଛି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି । ମିସନର ଏହି ପର୍ଯ୍ୟାୟରେ ଦେଶର ସବୁ ଗ୍ରାମାଞ୍ଚଳକୁ ସାମିଲ କରାଯିବ । ସହାୟକ ପ୍ରଜନନ ପ୍ରଯୁକ୍ତି ନିୟାମକ…

୧ ଏପ୍ରିଲରୁ ଭାରତରେ ବିକ୍ରି ହେବ ଶୁଦ୍ଧ ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ,୧୯ ।୨: ଆସନ୍ତା ୧ ଏପ୍ରିଲ ୨୦୨୦ରୁ ଭାରତରେ ଶୁଦ୍ଧ ପେଟ୍ରୋଲ ଓ ଡିଜେଲ ମିଳିବ । ସରକାରୀ ତେଲ କମ୍ପାନୀ ସମଗ୍ର ଦେଶରେ ୟୁରୋ-୬ ଗ୍ରେଡ ଡିଜେଲ ଓ ପେଟ୍ରୋଲ ଯୋଗାଇ ଦେବ । କେବଳ ୩ ବର୍ଷ ଭିତରେ ସବୁଠାରୁ ଶୁଦ୍ଧ…