fbpx
Browsing Category

ଦେଶ

ବାହାଘର ପାଲଟିଲା ମୃତ୍ୟୁର କାରଣ! ଏବେ ୧୦୦ରୁ ଅଧିକ ଲୋକ କରୋନା ପଜିଟିଭ୍

ବିହାରରେ ଲଗାତାର କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି ଓ ରୋଗୀଙ୍କ ସଂଖ୍ୟା ୧୦ ହଜାରରୁ ଅଧିକକୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ପାଟଣାରେ ଏକ ଭୟଙ୍କର ରୂପ ନେଇଛି କରୋନା । ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା…

ଏନକାଉଣ୍ଟରେ ଟଳିଲେ ଦୁଇ ଆତଙ୍କବାଦୀ

ଜାମ୍ମୁ-କାଶ୍ମୀର,୩୦/୬ : ଜମ୍ମୁ କାଶ୍ମୀର ସ୍ଥିତ ଅନନ୍ତନାଗ ଜିଲ୍ଲା ଓ୍ୱାଘମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଫଳରେ ଏନ‌କାଉଣ୍ଟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଉ ଆତଙ୍କବାଦୀ…

ଆସିଲା ଅନଲକ୍‌-୨ର ଗାଇଡଲାଇନ୍‌, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୨୯/୬: କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଅନଲକ୍‌-୨ ଗାଇଡଲାଇନ୍‌। ନୂଆ ଗାଇଡଲାଇନ୍‌ ମୁତାବକ, କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଜୁଲାଇ ୩୧ ଯାଏ ବଢ଼ିଲା ଲକ୍‌ଡାଉନ। ଏହା ସହ ଜୁଲାଇ ୩୧ ଯାଏ ଦେଶର ସବୁ…

ଭାରତରେ ଟିକଟକ୍‌ ବ୍ୟାନ, ଜାଣନ୍ତୁ ନିଷିଦ୍ଧ ହୋଇଥିବା ୫୯ଟି ଆପ ତଥ୍ୟ

ନୂଆଦିଲ୍ଲୀ,୨୯/୬: ଟିକଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପକୁ ଭାରତରେ ନିଷିଦ୍ଧ । ତଥ୍ୟ ଚୋରି ଅଭିଯୋଗରେ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶର ଏକତା ଓ ସାର୍ବଭୌମତ୍ବ ପ୍ରତି ବିପଦ ଥିବାରୁ ଏଭଳି…

ଭାରତର ପ୍ରଥମ କରୋନା ଟିକାକୁ ମିଳିଲା ପରୀକ୍ଷା ଅନୁମତି

ସାରା ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ଏକ ଆଶ୍ୱସ୍ତକର ଖବର ସାମ୍ନାକୁ ଆସିଛି। ଭାରତର ପ୍ରଥମ କରୋନା ଟିକାକୁ ପରୀକ୍ଷା କରିବାକୁ ଅନୁମତି ମିଳିଛି। ଜୁଲାଇରୁ ମଣିଷ ଶରୀରରେ ପରୀକ୍ଷା ପାଇଁ ମିଳିଛି…

ଗଲୱାନରେ ଉତ୍ତେଜନାକୁ କମ୍ କରିବା ପାଇଁ କାଲି ପୁଣି ଭାରତ-ଚୀନ୍ କଥାବାର୍ତ୍ତା

ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଉତ୍ତେଜନାକୁ କମ୍ କରିବା ପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । ଏହାରି ମଧ୍ୟରେ…