CHARIDHAM
Browsing Category

ଦେଶ

କାଳୀଚରଣ ମହାରାଜଙ୍କୁ ମିଳିଲା ଜାମିନ, ଗାନ୍ଧୀଜୀଙ୍କ ଉପରେ ଦେଇଥିଲେ ଆପତ୍ତିଜନକ ଭାଷଣ

ନୂଆଦିଲ୍ଲୀ : ଆପତ୍ତିଜନକ ଭାଷଣ ଦେବା ଅଭିଯୋଗରେ କାଳୀଚରଣ ମହାରାଜଙ୍କୁ ପୁଣେର ଅଦାଲତ ଜାମିନ ପ୍ରଦାନ କରିଛନ୍ତି । ଏଥିସହ ତାଙ୍କୁ ଗୋଟିଏ ଦିନ ପାଇଁ ପୋଲିସ ହେପାଜତରେ ପଠାଇ ଦିଆଯାଇଛି । କାଳୀଚରଣ ମହାରାଜଙ୍କୁ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ୧୫୦ ଜଣକ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ଅଟକାଇବା ମାମଲାରେ ଫିରୋଜପୁର ପୋଲିସ ନେଥାନା କୁଲଗଢ଼ୀ ରେ ୧୫୦ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା…

ପ୍ରଧାନମନ୍ତ୍ରୀ ମୋଦୀ ବଦଳାଇଲେ ନିଜର ଟ୍ଵିଟର ପ୍ରୋଫାଇଲ ଫଟୋ, ଏବେ ନୂଆ ରୂପରେ ଆସିଲେ ନଜର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଟ୍ଵିଟର ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ଵିଟର ହ୍ୟାଣ୍ଡେଲରେ ୧୦୦ କୋଟି କରୋନା ଭ୍ୟାକ୍ସିନ ସଂପର୍କିତ…

କରୋନାର ତୃତୀୟ ଲହର ସତ୍ତ୍ଵେ ଲାଗିବ ଗଙ୍ଗାସାଗର ମେଳା, ହାଇକୋର୍ଟ ଦେଲେ ଅନୁମତି

କୋଲକାତା : କଲିକତା ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ଗଙ୍ଗାସାଗର ମେଳା ଆୟୋଜନ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯିଏ ମେଳାରେ କୋଭିଡ୍ ପ୍ରୋଟୋକଲର ଉଲ୍ଲଂଘନ ହେଲେ…

ମହଙ୍ଗା ପଡିଲା ରାବ୍ରୀ ଦେବୀଙ୍କ ସହ ତୁଳନା: ବିଜେପି ନେତାଙ୍କ ବିରୋଧରେ ରୁଜୁ ହେଲା ମାମଲା

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମି ଠାକରେଙ୍କୁ ମରାଠି ରାବଡି ଦେବୀ କହିବା ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ମହଙ୍ଗା ପଡିଛି। ବିଜେପି ସୋସିଆଲ ମିଡିଆ ସେଲ୍ର ଜିତେନ ଗଜାରିଆ ଟ୍ଵିଟରରେ ଏହି…

ଭାବନା ଓ ସ୍ୱପ୍ନ ବିନା ବିବାହ କେବଳ ଏକ ଆଇନଗତ ଦସ୍ତାବିଜ: ଜାଣନ୍ତୁ କାହିଁକି ଏମିତି କହିଲେ କୋର୍ଟ

ନୂଆଦିଲ୍ଲୀ: ଏକ ବିବାହ ବିଚ୍ଛେଦ ମାମଲାର ବିଚାର କରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିବାହକୁ ଆମ ଦେଶରେ ଏକ ପବିତ୍ର ଅନୁଷ୍ଠାନ ଭାବରେ ଗ୍ରହଣ କରାଯାଏ ମାତ୍ର ଯଦି ବିବାହରେ ଶାରୀରିକ ଏବଂ…

ପଞ୍ଜାବରେ ପୁଣି ବିମାନରୁ ଚିହ୍ନଟ ହେଲେ ୧୫୦ ଯାତ୍ରୀ କରୋନା ପଜିଟିଭ

ଅମୃତସର: ପୁଣି ବିମାନରୁ ଚିହ୍ନଟ ହେଲେ ୧୫୦ ଯାତ୍ରୀ । ଇଟାଲୀର ରୋମରୁ ଅମୃତସର ଫେରିଥିବା ବିମାନରେ ପ୍ରାୟ ୨୯୦ ଯାତ୍ରୀ ରହିଥିଲେ । ତେବେ ଚିହ୍ନଟ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଆଇସୋଲେସନକୁ ପଠାଯାଇଥିବାବେଳେ ନେଗେଟିଭ…

ହାତରେ ରହିଛି ଶହ ଶହ କଣା: ଏହା କଣ କେଉଁ ନୂଆ ଭାଇରସର ପ୍ରଭାବ, ଜାଣନ୍ତୁ Viral ଭିଡିଓ ପଛର ସତ୍ୟତା

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ସର୍ବଦା ବିଭିନ୍ନ ଅଜବ ଗଜବ ଜିନିଷ ଦେଖିବାକୁ ମିଳିଥାଏ । ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ହାତରେ ଶହ ଶହ କଣା ଦେଖିବାକୁ ମିଳୁଛି । ଏହି ଭିଡିଓଟି ଭାଇରାଲ ହେବା ପରେ ଏହା…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କୀ ହମଲା ଆଶଙ୍କା: ହାଇ ଆଲର୍ଟରେ ସୁରକ୍ଷା ଏଜେନ୍ସି, ଟାର୍ଗେଟରେ ହାଇ ପ୍ରୋଫାଇଲ ନେତା

ନୂଆଦିଲ୍ଳୀ: ସାଧାରଣତନ୍ତ୍ର ଦିବସ ଅବସରରେ ବଢିଛି ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଶୁକ୍ରବାର ବିଭିନ୍ନ ଗୁଇନ୍ଦା ଏଜେନ୍ସିରୁ ସତର୍କ ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସି ବର୍ତ୍ତମାନ ହାଇ ଆଲର୍ଟରେ ଅଛନ୍ତି । ଏହା…

ପୋଲିସର ଭୟ: ତିହାର ଜେଲରେ କଏଦୀ ଗିଳିଦେଲା ମୋବାଇଲ, ଏବେବି ପେଟରେ ରହିଛି ଫୋନ

ନୂଆଦିଲ୍ଳୀ: ଦେଶର ସବୁଠାରୁ ବଡ ଜେଲ ତିହାର ଜେଲରେ ପୋଲିସ ପକ୍ଷରୁ ଏକ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ପୋଲିସ ଡରରେ ଜଣେ କଏଦୀ ଏକ ମୋବାଇଲ ଫୋନ ଗିଳି ପକାଇଥିଲା । ଦୁଇ ଦିନ ତଳେ ତିହାର ଜେଲରେ ପୋଲିସ…