
Browsing Category
ଦେଶ
Tax Saving Tips: ୧୦ ଲକ୍ଷ ଆୟ ଉପରେ ବି ଦେବାକୁ ପଡିବ ନାହିଁ ଟ୍ୟାକ୍ସ, ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ : ସର୍ବଦା ଲୋକେ କୁହନ୍ତି ସେମାନଙ୍କର ବାର୍ଷିକ ଆୟ ୫ ଲକ୍ଷରୁ କିଛି ଅଧିକ। ତଥାପି ସେମାନଙ୍କୁ ଆୟକର ଟ୍ୟାକ୍ସ ଦେବାକୁ ପଡୁଛି। ଏମିତିରେ ନୂତନ ବର୍ଷ ଆସି ସାରିଛି ଏବଂ ଟ୍ୟାକ୍ସ ବଞ୍ଚାଇବା ପାଇଁ ଲୋକେ…
‘ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ବରଦାସ୍ତ କରାଯାଇ ପାରିବ ନାହିଁ, କ୍ଷମା ମାଗନ୍ତୁ କଂଗ୍ରେସର ବଡ ନେତା’
ନୂଆଦିଲ୍ଲୀ : ପଞ୍ଜାବରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ହୋଇଛି। ଏହି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସେ ଟ୍ଵିଟ୍ କରି…
୨୮ ଜିଲ୍ଲାରେ ପଜିଟିଭିଟି ହାର ୧୦%: ଲବ୍ ଅଗ୍ରୱାଲ୍
ନୂଆଦିଲ୍ଲୀ: କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା । ପ୍ରେସମିଟରେ ସୂଚନା ଦେଲେ ଲବ୍ ଅଗ୍ରୱାଲ । ଦେଶର ୯ଟି ରାଜ୍ୟରେ ଚିନ୍ତାଜନକ ଭାବେ ସଂକ୍ରମଣ ବଢ଼ିଚାଲିଛି । ମହାରାଷ୍ଟ୍ର,…
ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: SSPଙ୍କୁ ନିଲମ୍ବନ କଲେ ପଞ୍ଜାବ ସରକାର
ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁରରେ ନିର୍ବାଚନୀ ରାଲିରେ ଯୋଗ ଦେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ ଫ୍ଲାଏଓଭରରେ ଫସିବା ପରେ ଏସଏସପିଙ୍କୁ ସସପେଣ୍ଡ କରାଯାଇଛି । ମୋଦୀଙ୍କ ଗସ୍ତ ସମୟରେ କିଛି…
ଓମିକ୍ରନ ଟେଷ୍ଟ କିଟ୍ କୁ ଡିସିଜିଆଇର ମଞ୍ଜୁରୀ: ୪ ଘଣ୍ଟାରେ ଜଣାପଡ଼ିବ ରେଜଲ୍ଟ
ନୂଆଦିଲ୍ଲୀ: ଏଣିକି ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପାଇଁ ଦରକାର ପଡ଼ିବନି ଜିନମ ସିକ୍ୟୁଏନସିଂ । କାରଣ ଓମିକ୍ରନ ଚିହ୍ନଟ ପାଇଁ ବିକଶିତ ହୋଇଛି ଟେଷ୍ଟ କିଟ୍ । ଯାହାର ନାମ ରହିଛି ‘ଓମିସିଓର’ ଓମିକ୍ରନକୁ ଚିହ୍ନଟ…
ଅଧାରେ ଅଟକିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍; ରାଲି କ୍ୟାନ୍ସଲ କରି ଫେରିବା ପରେ ଏମିତି କହିଲେ ମୋଦି
ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି । ଫଳରେ ଅଧାରେ ଅଟକିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ । ବୁଧବାର ହୁସେନୀୱାଲା ସ୍ଥିତ ରାଷ୍ଟ୍ରୀୟ ଶହୀଦ ସ୍ମାରକ ଗସ୍ତ ସମୟରେ…
Telegram ଚ୍ୟାନେଲରେ ହିନ୍ଦୁ ମହିଳାଙ୍କ ଅଶ୍ଳୀଳ ଫଟୋ, ସରକାର କଲେ ବ୍ଲକ୍
ନୂଆଦିଲ୍ଲୀ : ସରକାରଙ୍କ ପକ୍ଷରୁ ଟେଲିଗ୍ରାମର ଏକ ଚ୍ୟାନେଲକୁ ବ୍ଲକ କରାଯାଇଛି । ଏଥିରେ ମହିନ୍ଦୁ ମହିଳାଙ୍କ ଅଶ୍ଳୀଳ ଫଟୋ ସେୟାର କରାଯାଉଥିବାରେ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର…
ଟିକାରୁ ମୋତେ ଫାଇଦା ମିଳୁଛି: ୧୧ ଥର ଟିକା ନେବା ପରେ ଧରାପଡିଲେ ୮୪ ବର୍ଷୀୟ ବ୍ୟକ୍ତି
ନୂଆଦିଲ୍ଲୀ: ବର୍ତ୍ତମାନ ଓମିକ୍ରନ ସଂକ୍ରମଣ ଶୀର୍ଷରେ ପହଞ୍ଚିଥିବା ବେଳେ ବୁଷ୍ଟର ଡୋଜ ନେବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ତେବେ ବର୍ତ୍ତମାନ ଏଭଳି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।…
CDS ରାୱତଙ୍କ ହେଲିକପ୍ଟର କିପରି କ୍ରାସ ହୋଇଥିଲା? ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ବାୟୁସେନା, କାରଣକୁ ନେଇ ବଡ଼ ଖୁଲାସା
ନୂଆଦିଲ୍ଲୀ: ୮ ଡିସେମ୍ବରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା କିପରି ହୋଇଥିଲା, ସେନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଆଜି…
ହୋମ୍ ଆଇସୋଲେସନ ପାଇଁ ଆସିଲା କେନ୍ଦ୍ରର ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସଂଶୋଧିତ ହୋମ୍ ଆଇସୋଲେସନ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର । କରୋନା ସଂକ୍ରମଣ ଦ୍ରୁତି ଗତିରେ ବଢ଼ୁଥିବାରୁ ନୂଆ ଗାଇଡଲାଇନ୍…