
Browsing Category
ଦେଶ
ରାତାରାତି ବ୍ୟାନ ହେଲା ଭାରତ ବିରୋଧୀ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ୍, ପ୍ରଥମ ଥର ପାଇଁ ସରକାର ବ୍ୟବହାର କଲେ ସ୍ପେଶାଲ୍ ପାୱାର୍
ନୂଆଦିଲ୍ଲୀ: ଭାରତ ସରକାର ଦେଶ ବିରୋଧୀ ପ୍ରଚାର ପ୍ରସାର କରୁଥିବା ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ସୋମବାର ଦିନ ବ୍ୟାନ୍ ଲଗାଇଛନ୍ତି । ପ୍ରଥମ ଥର ପାଇଁ ଆଇଟି ଆକ୍ଟ ଅଧୀନରେ ନିକଟରେ ସାମିଲ କରାଯାଇଥିବା ଗାଇଡଲାଇନ୍…
୨୧ ବର୍ଷରୁ କମ୍ ବୟସର ପୁଅ ବିବାହ କରିପାରିବେନି, କିନ୍ତୁ ଲିଭ୍-ଇନରେ ରହିପାରିବେ: ହାଇକୋର୍ଟ
ନୂଆଦିଲ୍ଲୀ: ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସକୁ ବଢ଼ାଯିବା ପରେ ବିବାଦ ଲାଗି ରହିଛି । ଏହା ଭିତରେ ପଞ୍ଜାବ-ହରିୟାଣା ହାଇକୋର୍ଟ ନିକଟରେ ଏକ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ, ୨୧ ବର୍ଷରୁ କମ୍ ବୟସର…
ମାତ୍ର ୧୫ ଟଙ୍କାରେ ମିଳିବ ଓପୋର ୪ଜି ସ୍ମାର୍ଟଫୋନ୍, ଜାଣନ୍ତୁ କେମିତି କିଣି ପାରିବେ….
ନୂଆଦିଲ୍ଲୀ: ଦେଶର ଏକ ପ୍ରମୁଖ ଅନ୍ଲାଇନ୍ ସପିଂ ପ୍ଲାଟଫର୍ମ ମଧ୍ୟରୁ ଫ୍ଲିପକାର୍ଟ ୧୬ ଡିସେମ୍ବରରୁ ବିଗ୍ ସେଭିଙ୍ଗ୍ ଡେ ବିକ୍ରୟ ଆରମ୍ଭ କରିଛି । ଯେଉଁଥିରେ ଆପଣ ସମସ୍ତ ପ୍ରକାରର ସାମଗ୍ରୀ କିଣି ପାରିବେ । ଏହି ସେଲର…
ଓମିକ୍ରନ୍ ପ୍ରଭାବ: ଗୁଜରାଟରେ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁହେଲା ନାଇଟ୍ କର୍ଫ୍ୟୁ, ମୁମ୍ବାଇରେ ୧୪୪ ଧାରା ଜାରି
ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ଅନେକ ରାଜ୍ୟର ସରକାର ଆଲର୍ଟ ଜାରି କରିଛନ୍ତି । ଲୋକମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି ।…
ମୋହଲା କ୍ଲିନିକରେ ବଡ଼ ଅଘଟଣ: କଫ ସିରପ୍ ପିଇ ୩ ଶିଶୁ ମୃତ, ୧୩ ଗୁରୁତର
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଗଠନ କରିଥିବା ମୋହଲା କ୍ଲିନିକରେ ବଡ଼ ଅଘଟଣ ଘଟିଛି । ଏଠାରୁ କଫ ସିରପ ପିଇ ୩ ଜଣ ଶିଶୁ ପ୍ରାଣ ହରାଇଥିବା ବେଳେ ୧୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ମୋହଲା କ୍ଲିନିକରେ କଫ ସିରପ ଖାଇବା ପରେ…
ସଂକ୍ରମିକକୁ ନେଇ ଭୟ ଭିତ ହୁଅନି, ଓମିକ୍ରନ୍ ମୁକାବିଲା ପାଇଁ ଦିଲ୍ଲୀ ପ୍ରସ୍ତୁତ: କେଜ୍ରିୱାଲ
ନୂଆଦିଲ୍ଲୀ: କରୋନାର ନୂଆ ରୂପ ଓମିକ୍ରନ୍ ଭ୍ୟାରିଆଣ୍ଟକୁ ମୁକାବିଲା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ । ସୋମବାର ଏପରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଏଥିରେ…
ପ୍ରଦୀପ ରାଓତ ହେବେ ଚୀନରେ ଭାରତୀୟ ରାଷ୍ଟ୍ରଦୂତ, ଖୁବ୍ଶୀଘ୍ର ଗ୍ରହଣ କରିବେ ଦାୟିତ୍ୱ
ନୂଆଦିଲ୍ଲୀ: ବର୍ତମାନ ନେଦରଲ୍ୟାଣ୍ଡରେ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ଚୀନରେ ଭାରତର ପରବର୍ତୀ ରାଷ୍ଟ୍ରଦୂତ ହେବେ । ସେ ଶୀଘ୍ର ନିଜର ଦାୟିତ୍ୱ ଗ୍ରହଣ କରିବେ । ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏହି ସୂଚନା…
ଦଲାଇ ଲାମାଙ୍କ ସହ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆଲୋଚନା; ଏହି ସବୁ ପ୍ରସଙ୍ଗକୁ ନେଇ ଆଲୋଚନା
ନୂଆଦିଲ୍ଲୀ: ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ହିମାଚଳ ଗସ୍ତରେ ସୋମବାର ବୌଦ୍ଧଗୁରୁ ଦଲାଇ ଲାମାଙ୍କ ସହ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ୫୦ ମିନିଟ୍ ଧରି ହୋଇଥିଲା ରୁଦ୍ଧଦ୍ୱାରା ବୈଠକ । ଉଭୟଙ୍କ ମଧ୍ୟରେ ହୋଇଥିବା…
EDରେ ଅନେକ ଘଣ୍ଟା ଧରି ଜେରା ହେଲେ ଐଶ୍ଵର୍ଯ୍ୟା, ସଂସଦରେ ତାତି ଉଠିଲେ ଶାଶୁ ଜୟା ବଚ୍ଚନ
ନୂଆଦିଲ୍ଲୀ : ପାନାମା ପେପର୍ସ ମାମଲାରେ ବୋହୂ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ଜେରା କରିବାକୁ ସହଜରେ ହଜମ କରି ପାରିନାହାନ୍ତି ଶାଶୁ ଜୟା ବଚ୍ଚନ। ବୋହୂଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଜେରା କରାଯାଉଥିବା ଅଭିଯୋଗ କରି…