Browsing Category

ଦେଶ

ମୁକ୍ତି ସଂଗ୍ରାମର ଓଡ଼ିଆ ଯୋଦ୍ଧାଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣି ଜଣେ ଓଡ଼ିଆଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର । ଦେଶ ସ୍ୱାଧୀନତା ପାଇଁ ଲଢ଼େଇ କରିଥିବା ଏହି ଯୋଦ୍ଧା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁରର ସାରଦା ପ୍ରସାଦ ରାୟ(୯୬) । ଅଗଷ୍ଟ…

ଆଜି ବି ଭାରତମାତା ଝୁରିଝୁରି ଲୁହ ଝରାଉଛି ଏଇ ବୀର ସନ୍ତାନ ପାଇଁ

୧୯୩୧ ମସିହା ମାର୍ଚ୍ଚ ମାସ ୨୪ ତାରିଖ ସକାଳ ୭ଟା ୩୩ ମିନିଟ୍ । ହଠାତ୍ ଭାରତମାତାର ନିଃଶ୍ୱାସ କେଇ ସେକେଣ୍ଡ ପାଇଁ ବନ୍ଦ ହୋଇଗଲା । ଲାଗୁଥିଲା ସତେ ଯେମିତି ମାଆ କୋଳରୁ ତା’ର ସନ୍ତାନକୁ କେହି ଜଣେ ସବୁଦିନ ପାଇଁ ଟାଣି…

କରୋନା ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଉ ନାହିଁ ତ ? କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର କ୍ଲିନିକଲ ଟ୍ରାଏଲର ତଥ୍ୟକୁ ସାର୍ବଜନୀନ କରିବା ଦାବି ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ପ୍ରଶ୍ନ…

ଭାରତ-ବ୍ରିଟେନ୍ ଫ୍ଲାଇଟ୍ ଟିକେଟ୍ ହେଲା ୪ ଲକ୍ଷ ଟଙ୍କା, ବିମାନ କମ୍ପାନୀକୁ ଡିଜିସିଆଇ ମାଗିଲା ଭଡ଼ା ତଥ୍ୟ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ କମ୍ପାନୀଗୁଡିକରୁ ଅଗଷ୍ଟ ମାସରେ ଭାରତ-ବ୍ରିଟେନ ବିମାନରେ ଭଡାର ସବିଶେଷ ତଥ୍ୟ ମାଗିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଶନିବାର…

ଓବିସି ସଂରକ୍ଷଣ ବିଧେୟକ, ମୋଦୀ ସରକାରଙ୍କୁ ସମର୍ଥନ ଦେବ କଂଗ୍ରେସ

ନୂଆଦିଲ୍ଲୀ: ହଙ୍ଗାମା ଓ ହଟ୍ଟଗୋଳ ମଧ୍ୟରେ ମୌସୁମି ଅଧିବେଶନର ଶେଷ ସପ୍ତାହର ଗୃହ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଏହି ସମୟରେ ମୋଦୀ ସରକାର ଗୁରୁତ୍ଵପୂର୍ଣ୍ଣ ବିଧେୟକ ଗୃହୀତ କରାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏଥିରୁ…

ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୯ମ କିସ୍ତି ଆଜି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି । ବଟନ୍ ଟିପି ଟଙ୍କା ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୯ କୋଟି ୭୫ ଲକ୍ଷ…

ଟୋକିଓରେ ଇତିହାସ ରଚିବା ପରେ ସ୍ୱଦେଶ ଫେରୁଛନ୍ତି ଆଥଲେଟ୍, ଜୋରଦାର୍ ହେବ ସ୍ୱାଗତ ସମ୍ବର୍ନ୍ଧନା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଭାରତୀୟ ଆଥଲେଟ୍ ମାନେ ଚମତ୍କାର ପ୍ରଦର୍ଶନ କରିବା ପରେ ଆଜି ସ୍ୱଦେଶ ଫେରୁଛନ୍ତି । ଆଜି ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ପୁରୁଷ ହକି…

ମହିଳା କର୍ମଚାରୀଙ୍କ ଡ୍ରେସ୍ ମାପ ନେବା ବାହାନାରେ କରୁଥିଲେ ଅଶ୍ଲୀଳ ହରକତ: ବିଧା, ଚାପୁଡ଼ା ଖାଇ ବେହୋସ୍ ହୋଇଗଲେ ୫୦ ବର୍ଷୀୟ ସିକ୍ୟୁରିଟି…

ନୂଆଦିଲ୍ଲୀ: ମହିଳାଙ୍କୁ ଅଶ୍ଲୀଳ ହରକତ କରି ଜଣେ ବ୍ୟକ୍ତି ନିର୍ଧୂମ ଛେଚା ଖାଇ ବେହୋସ୍ ହୋଇଯାଇଛନ୍ତି । ଉତ୍ତରପ୍ରଦେଶର ଅମରାବତୀରେ ଡ୍ରେସ୍ ମାପ ନେବା ବାହାନାରେ ମହିଳାଙ୍କ ସହ ଦୁର୍ବ୍ୟବହାର କରିବାର ପରିଣାମ ଜଣେ…

ଆସନ୍ତାକାଲି PM Ujjwala Yojna ୨.୦ର ଶୁଭାରମ୍ଭ: ଆବଶ୍ୟକ ନାହିଁ ଠିକଣା ପ୍ରମାଣପତ୍ର, କନେକ୍ସନ ସହ ରିଫିଲିଂ ଫ୍ରି

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ୨.୦ର ଶୁଭାରମ୍ଭ କରିଥିବେ । ୨୦୧୬ ମସିହାରେ ପିଏମୟୁୱାଇର ଶୁଭାରମ୍ଭ କରାଯାଇଥିବା ବେଳେ ୫ କୋଟି ବିପିଏଲ…

ଶୋଇଥିବା ସମୟରେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୮ ମୃତ

ଅହମଦାବାଦ୍: ରାତିରେ ମଜୁରିଆ ମାନେ ନିଜର ନିତିଦିନିଆ କାମ ସାରି ଥକ୍କା ନିଦରେ ଶାନ୍ତିରେ ଶୋଇଥିଲେ । ହେଲେ ଧଇବ ସହିଲାନି । ହଠାତ୍ ଗୋଟିଏ ଟ୍ରକ୍ ନିୟନ୍ତ୍ରଣ ହରାଇ ଚଢ଼ି ଚାଲିଗଲା ଏହି ନୀରିହ ଲୋକ ମାନଙ୍କ ଉପରେ ।…