Browsing Category
ଦେଶ
ରାଜ୍ କୁନ୍ଦ୍ରାଙ୍କୁ ମିଳିଲାନି ବେଲ୍, ବଢୁଛି ଅଡୁଆ
ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ମାମଲାରେ ଗିରଫ ହୋଇଥିବା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଜାମିନ୍ ଆବେଦନ ବୁଧବାର କୋର୍ଟରେ ଖାରଜ ହୋଇଛି । ପୂର୍ବରୁ ମଙ୍ଗଳବାର ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ୧୪ ଦିନ ପାଇଁ…
୧୩ ମାସରେ ୩ ଥର କୋଭିଡ୍ ପଜିଟିଭ୍ ହେଲେ ଡାକ୍ତର: ନେଇସାରିଥିଲେ ଭ୍ୟାକ୍ସିନର ଦୁଇ ଡୋଜ୍
ନୂଆଦିଲ୍ଲୀ: ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ଜଣେ ଡାକ୍ତର ୧୩ ମାସ ମଧ୍ୟରେ ୩ ଥର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୨୬ ବର୍ଷୀୟା ଡାକ୍ତର ପୂର୍ବରୁ କରୋନାର ୨ଟି ଯାକ ଡୋଜ୍…
ସବୁ ଝିଅଙ୍କ ଖୋଲିବି ଗୁମର… ଗେହନା କହିଲେ ଏମତି
ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ମାମଲାକୁ ନେଇ ଅଭିନେତ୍ରୀ ଗେହନା ବଶିଷ୍ଠ ଅଲଗା ପ୍ରକାର ମତ ଦେଇଛନ୍ତି । ତାଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ନୋଟିସ୍ କରାଯାଇଥିବା ବେଳେ ସେ ଠିକଣା ସମୟରେ…
ଦୂତୀ ଟୋକିଓରୁ ଦେଲେ ଚାନ୍ଦ ଭଳି ବାର୍ତ୍ତା… ଜାଣିଲେ ଆପଣ ବି ଖୁସି ହୋଇଯିବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ଓଡ଼ିଶାର ସ୍ପ୍ରିଣ୍ଟର୍ ତଥା କ୍ରୀଡ଼ାବିତ୍ ଦୂତୀ ଚାନ୍ଦ ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସର କ୍ରୀଡ଼ାଗ୍ରାମରେ । ତାଙ୍କୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଅନେକ ଆଶା ଓ ବିଶ୍ୱାସ ସୃଷ୍ଟି…
ପିତା ପାଲଟିଲା ଦୁଷ୍କର୍ମକାରୀ, ଝିଅମାନଙ୍କୁ ବର୍ଷ ବର୍ଷ ଧରି ଟାର୍ଗେଟ୍ କରୁଥିଲା ଏହି ନରରାକ୍ଷସ
ନୂଆଦିଲ୍ଲୀ: କୁହାଯା ଏ ଦୁନିଆରେ ପିତାମାତାଙ୍କର ବିକଳ୍ପ ନାହିଁ । ତେବେ ଏହି ଘଟଣାକୁ ମିଥ୍ୟା ବୋଲି ପ୍ରମାଣିତ କରିଛି ରାଜସ୍ଥାନର ଜଣେ ସାବତ ବାପା । ସେ ନିଜର କମ୍ ବୟସର ସାବତ ଝିଅମାନଙ୍କୁ ବର୍ଷ ବର୍ଷ ଧରି ଦୁଷ୍କର୍ମ…
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବୋମ୍ମାଇ
ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାସଭରାଜ ବୋମ୍ମାଇ । ବୋମ୍ମାଇ ରାଜ୍ୟର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ସେ କର୍ଣ୍ଣାଟକ ସରକାରରେ ଗୃହମନ୍ତ୍ରୀ…
IAS ଅଫିସରଙ୍କ ନାମରେ ଦୁର୍ନୀତି ଅଭିଯୋଗ, ଲୁଟିଛନ୍ତି କୋଟି କୋଟି ଟଙ୍କା
ନୂଆଦିଲ୍ଲୀ: ଭୋପାଳ ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରେ ମାମଲା ଦାୟର ହୋଇଥିବା ଜଣାପଡ଼ିଛି । ତେବେ ଏହି ହଡ଼ପ ଘଟଣାରେ ରାଜ୍ୟର…
ଟୋକିଓ ଅଲିମ୍ପିକ୍: ଚିୟୁଙ୍ଗଙ୍କୁ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ସିନ୍ଧୁ
ନୂଆଦିଲ୍ଲୀ: ଆଜି ହେଉଛି ଟୋକିଓ ଅଲିମ୍ପିକ-୨୦୨୦ର ଷଷ୍ଠ ଦିବସ । ଆଜି ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଦେଶ ପାଇଁ ଖୁସି ଖବର ଆଣିଛନ୍ତି । ସେ ହଂକଂର ଚିୟୁଙ୍ଗ ନଗନ ୟିଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ଅଗଷ୍ଟରୁ ଶିଶୁଙ୍କୁ ଦିଆଯାଇପାରେ ଟିକା
ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍): ଦେଶରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କୁ କରୋନା ଟିକା ଦିଆଯାଉଥିବା ବେଳେ ଏବେ ଛୋଟ ଶିଶୁଙ୍କ ପାଇଁ ବି ଟିକାକରଣ ଆରମ୍ଭ କରିବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯାଉଛି । ମହାମାରୀ କରୋନାର…
ବାରବାଙ୍କୀରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୮ ମୃତ
ବାରବାଙ୍କୀ: ଉତ୍ତରପ୍ରଦେଶର ବାରବାଙ୍କୀରେ ହୋଇଛି ଭୟଙ୍କର ସଡ଼କ ଦୁର୍ଘଟଣା, ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ନୌ-ଅଯୋଧ୍ୟା ଜାତୀୟ ରାଜପଥରେ ଏକ ବସକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଧକ୍କା ଏତେ ଶକ୍ତ ଥିଲା…