Browsing Category
ଦେଶ
ମହାରାଷ୍ଟ୍ରରେ ବନ୍ୟା ପ୍ରଭାବିତ କୃଷକଙ୍କ ପାଇଁ ମୋଦୀ ସରକାରଙ୍କ ୭୦୦ କୋଟିର ରିଲିଫ ପ୍ୟାକେଜ
ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ମଙ୍ଗଳବାର ମହାରାଷ୍ଟ୍ରର ଚାଷୀଙ୍କ ପାଇଁ ଏକ ବଡ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି । ଯେଉଁଥିରେ ବନ୍ୟା ପ୍ରଭାବିତ…
ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲା: ଆକାଉଣ୍ଟ ଅଚଳ କଲା କ୍ରାଇମବ୍ରାଞ୍ଚ
ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଜଡିତ ଥିବା ଏକ ଆକାଉଣ୍ଟକୁ ଅଚଳ କରିଛି ମୁମ୍ବାଇ ପୋଲିସ । ଅରବିନ୍ଦ ଶ୍ରୀବାସ୍ତବ ଆଲିଆସ ୟଶ ଠାକୁରଙ୍କ ନାମରେ ରହିଥିବା ଏହି ଆକାଉଣ୍ଟରେ ୬ କୋଟି ଟଙ୍କା ରହିଛି ।…
ଭାରତର ଆର୍ଥିକ ଅଭିବୃଦ୍ଧି ହାର ପୂର୍ବାନୁମାନକୁ ୩ ପ୍ରତିଶତ ହ୍ରାସ କଲା ଆଇଏମଏଫ
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଚଳିତ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରର ପୂର୍ବାନୁମାନକୁ ୯.୫ ପ୍ରତିଶତକୁ ହ୍ରାସ କରିଛି । ଏହାପୂର୍ବରୁ ଏପ୍ରିଲରେ, ଆଇଏମ୍ଏଫ୍ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି…
ସିଙ୍ଗଡା ରେଟ ବଢ଼ିଗଲା ବୋଲି……. ଚରମ ପଦକ୍ଷେପ ନେଲା ଯୁବକ
ନୂଆଦିଲ୍ଲୀ: ଦେଶ ଗୋଟିଏ ପଟେ ଦରବୃଦ୍ଧିର ସମ୍ମୁଖୀନ ହେଉଥିବା ବେଳେ ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସିଙ୍ଗଡାର ଦାମ ବଢିଥିବା କାରଣରୁ ଯୁବକ ଜଣକ ଆତ୍ମହତ୍ୟା ପରି ଚରମ ପନ୍ଥା ଆପଣେଇଛନ୍ତି ।…
ରେଳବାଇର ବଡ଼ ଘୋଷଣା: ଏୟାରପୋର୍ଟ ଭଳି କରାଯିବ ଏହି ୫ ଷ୍ଟେସନ, ମିଳିବ ବିଶ୍ୱ ସ୍ତରୀୟ ସୁବିଧା
ନିକଟ ଅତୀତରେ ଭାରତୀୟ ରେଳ ଯାତ୍ରୀଙ୍କ ସୁବିଧା ସହିତ ରେଳ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱ ଦେଇଛି। ଦେଶର ଅନେକ ଷ୍ଟେସନକୁ ବିଶ୍ୱ ସ୍ତରୀୟ ସୁବିଧା ସହ ଉପଲବ୍ଧ କରାଯାଉଛି । କିଛି ସପ୍ତାହ ପୂର୍ବେ ପ୍ରଧାନମନ୍ତ୍ରୀ…
ସବୁ ପୋଲିସ ଷ୍ଟେସନରେ ଲଗାଯାଉ ସିସିଟିଭି: ରାଜ୍ୟମାନଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଗାଇଡ଼ଲାଇନ୍
ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ପୋଲିସ୍ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଗାଇଡଲାଇନ ଜାରିକରିଥିବା ନେଇ ମଙ୍ଗଳବାର ଗୃହ ମନ୍ତ୍ରଣାଳୟ ଲୋକସଭାକୁ ସୂଚିତ କରିଛନ୍ତି ।…
କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ; ବୋମ୍ମାଇଙ୍କ ମୁଣ୍ଡରେ ସୁନାକଳସ
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିରେ ଦେଖା ଦେଇଥିବା ସଙ୍କଟର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀ ଭାବରେ ବାସଭରାଜ ବୋମ୍ମାଇଙ୍କ ନାମରେ ମୋହର ବାଜିଛି । ବି ଏସ୍ ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ ଭାବରେ ବୋମ୍ମାଇଙ୍କୁ ଚୟନ…
୭ଟି ରାଜ୍ୟରେ ୨୨ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ: ଲବ୍ ଅଗ୍ରୱାଲ
ଦେଶର ସାତଟି ରାଜ୍ୟର ୨୨ ଟି ଜିଲ୍ଲାରେ କରୋନା ସଂକ୍ରମଣର ନୂତନ ମାମଲା ବୃଦ୍ଧି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ମଙ୍ଗଳବାର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ କରୋନା ମାମଲାରେ ଏହି…
ଅକ୍ସିଜେନ୍ ଅଭାବରୁ ମୃତ୍ୟୁ; କେନ୍ଦ୍ର ସରକାରଙ୍କ ରିପୋର୍ଟ ତଲବ
ନୂଆଦିଲ୍ଳୀ: ଅମ୍ଲଜାନ ଅଭାବରୁ ଦେଶରେ ଗୋଟିଏ ବି ମୃତ୍ୟୁ ହୋଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏହାକୁ ନେଇ ଦେଶବ୍ୟାପୀ ସମାଲୋଚନା କରାଯିବା ସହିତ ବିଭିନ୍ନ ସ୍ଥାନରେ ମୃତ୍ୟୁ ସଂଖ୍ୟା ଅଧିକ…
ନିର୍ବାଚନ ପରବର୍ତ୍ତୀ ହିଂସାର ଏନଏଚଆରସି ରିପୋର୍ଟ ବିରୋଧରେ ହାଇକୋର୍ଟରେ ପ୍ରମାଣପତ୍ର ଦାଖଲ କଲେ ପଶ୍ଚିମବଙ୍ଗ ସରକାର
ପଶ୍ଚିମବଙ୍ଗ ସରକାର କଲିକତା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ରାଷ୍ଟ୍ରୀୟ ମାନବାଧିକାରଙ୍କ ରିପୋର୍ଟ ବିରୋଧରେ ପ୍ରମାଣପତ୍ର ଦାୟର କରିଛନ୍ତି । ମାନବାଧିକାର କମିଶନଙ୍କ ରିପୋର୍ଟରେ କୁହାଯାଇଥିଲା ଯେ ବିଧାନସଭା ନିର୍ବାଚନ…