Browsing Category
ଦେଶ
ବର୍ତ୍ତମାନ ସୁଦ୍ଧା ୭୩୦ ଡାକ୍ତରଙ୍କ ଜୀବନ ନେଲାଣି କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ଦେଶରେ ଅତି କମରେ ୭୩୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍…
ମିସ୍ କଲ୍ରେ ବୁକ୍ ହେବ ଏଲ୍ପିଜି ସିଲଣ୍ଡର, ଜାଣନ୍ତୁ ନମ୍ବର
ନୂଆଦିଲ୍ଲୀ: ରୋଷେଇ ଗ୍ୟାସ୍ ବୁକ୍ କରିବା ଏବେ ଆହୁରି ସହଜ ହେବ । କେବଳ ଗୋଟିଏ କଲ୍ରେ କରିପାରିବେ ଗ୍ୟାସ୍ ବୁକିଂ । ପୂର୍ବରୁ ଗ୍ରାହକଙ୍କୁ କଷ୍ଟମର କେୟାର ଦ୍ୱାରା ଗ୍ୟାସ୍ ବୁକିଂ କରିବାକୁ ପଡ଼ୁଥିଲା ଫଳରେ ଅନେକ…
ଗଙ୍ଗାନଦୀରେ ଭାସୁଥିଲା, ଉଦ୍ଧାର ହେଲା ୨୧ ଦିନର ଶିଶୁକନ୍ୟା, ନାଁ ରଖାଗଲା ଗଙ୍ଗା
ଲକ୍ଷ୍ନୌ: ଗାଜୀପୁର ଜିଲ୍ଲାରେ ବୁଧବାର ଗଙ୍ଗାନଦୀରେ ଭାସୁଥିଲା ଏକ କାଠବକ୍ସ । ତେବେ ସେ ଭିତରୁ ୨୧ ଦିନର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଏହି ଘଟଣା ପ୍ରଘଟ ହେବା ପରେ ଲୋକଙ୍କ ଭିଡ଼ ଜମି ଯାଇଥିଲା ।
ସୂଚନା…
ସାମ୍ନାକୁ ଆସିଲା ଦେଶର ପ୍ରଥମ ଗ୍ରୀନ୍ ଫଙ୍ଗସ୍ ମାମଲା, ୯୦ ଦିନର ଚିକିତ୍ସା ପରେ ଦେଖାଗଲା ଲକ୍ଷଣ
ଇନ୍ଦୋର : ବ୍ଲାକ୍ ଫଙ୍ଗସ୍ ପରେ ଦେଶରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଗ୍ରୀନ୍ ଫଙ୍ଗସ୍ ମାମଲା । ମଧ୍ୟପ୍ରଦେଶର ଇନ୍ଦୋର ସହରର ସରକାରୀ ଓ ଘରୋଇ ମେଡିକାଲରେ ୫୦୦ରୁ ଅଧିକ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେଉଥିବା ବେଳେ…
‘ମୁଁ ଅନାଥ ହୋଇଗଲି’ ବୋଲି କହିଲେ ଚିରାଗ, କହିଲେ ଦଳ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି
ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି(ଏଲଜେପି)ରେ ହୋଇଥିବା ମତାନ୍ତର ମଧ୍ୟରେ ଚିରାଗ ପାସୱାନ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରତିପକ୍ଷଙ୍କ ଉପରେ ଭାବପ୍ରବଣ ହୋଇ ରାଗ ଝାଡ଼ିଛନ୍ତି । ଚିରାଗ କହିଛନ୍ତି ଯେ ମୋ ବାପା…
କୋଭାକ୍ସିନରେ ବାଛୁରୀ ସିରମ ? କଂଗ୍ରେସ ନେତାଙ୍କ ଟ୍ୱିଟ୍ ର ଉତ୍ତର ଦେଲେ ସରକାର
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଦ୍ୱିତୀୟ ଲହର ଏହାର କାୟା ବିସ୍ତାର କରିଛି । ଅବଶ୍ୟ ଏବେ ସଂକ୍ରମଣ ହାରରେ ହ୍ରାସ ଘଟିଥିଲେ ବି ଟଳିନି ବିପଦ । ସେପଟେ କୋଭିଡ ଠାରୁ ଜିତିବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି ।…
ଭିଡିଓ: ମୁଣ୍ଡରେ ଭାର ଧରି ବାଇକ୍ ଚଲାଉଛନ୍ତି ମହିଳା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ଘରେ ଘରଣୀ ଥିଲେ ଘର ସୁନ୍ଦର । କିନ୍ତୁ ଅନେକ କ୍ଷେତ୍ରରେ ମହିଳାମାନେ କେଉଁ ପୁଅମାନଙ୍କ ଠାରୁ କମ୍ ନୁହନ୍ତି । ଏବେ ମହିଳାମାନେ କେବଳ ଘରେ ନୁହନ୍ତି ବାହାରେ ମଧ୍ୟ ଆଗେଇଛନ୍ତି…
ବିଶ୍ୱର ପ୍ରସିଦ୍ଧ ୫ଟି ଚକୋଲେଟ୍ ମ୍ୟୁଜିୟମ୍; ଜାଣନ୍ତୁ ଏହା କେଉଁଠାରେ ରହିଛି ..
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମଗ୍ର ବିଶ୍ୱରେ ଅନେକ ମ୍ୟୁଜିମ୍ ଅଛି । ଏହାର ନାମ ଆସିବା ମାତ୍ରେ ଲୋକମାନେ ବହୁ ପୁରୁଣା ଫଟୋ ଓ ପେଣ୍ଟିଙ୍ଗ୍ ସହ ଅନ୍ୟାନ୍ୟ ଜିନିଷ ଭାବି ଦିଅନ୍ତି । ଏନେଇ ଲୋକମାନେ ମ୍ୟୁଜିମ୍ ଯିବା…
ଇନଷ୍ଟାଗ୍ରାମରେ ତ୍ରୁଟି ବାହାର କରି ୨୨ ଲକ୍ଷ ପୁରସ୍କାର ପାଇଲେ ଯୁବ ହ୍ୟାକର
ମୁମ୍ବାଇ: ଇନଷ୍ଟାଗ୍ରାମରେ ତ୍ରୁଟି ବାହାର କରି ୨୨ ଲକ୍ଷ ପୁରସ୍କାର ପାଇଛନ୍ତି ଜଣେ ଭାରତୀୟ ହ୍ୟାକର । ମହାରାଷ୍ଟ୍ର ସୋଲାପୁରର ଯୁବ ହ୍ୟାକର ମୟୂର ଫାର୍ଟାଡେ ଇନଷ୍ଟାଗ୍ରାମରେ ଥିବା ଏହି ତ୍ରୁଟିକୁ ଫେସବୁକକୁ ଜଣାଇଥିଲେ…
ପାକିସ୍ତାନ ସଂସଦରେ ହାଇଭୋଲଟେଜ୍ ଡ୍ରାମା; ଜାଣନ୍ତୁ କଣ ହେଲା..
ଦିଲ୍ଲୀ: ପାକିସ୍ତାନ ସଂସଦରେ ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ । ଯାହାକି ଗଣତନ୍ତ୍ର ପାଇଁ ଆଦୌ ଶୋଭା ପାଉ ନାହିଁ । ଆପଣ ଦେଖିଲେ ଭାବିବେ ଯେ ତାହା ସଂସଦ ନା ଚିଡ଼ିଆଖାନା । ନା ଥିଲା ଶୃଙ୍ଖଳା ନା ଥିଲା ଶାନ୍ତି…