fbpx
Browsing Category

ଦେଶ

ଦିଲ୍ଲୀ: ୫ଟା ସୁଦ୍ଧା ୪୪.୫୨ % ମତଦାନ

ନୂଆଦିଲ୍ଲୀ,୮ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଅପରାହ୍ନ ୫ଟା ସୁଦ୍ଧା ୪୪.୫୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ତେବେ ଦିଲ୍ଲୀରେ ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି କଡ଼ା…

୩ ଟା ସୁଦ୍ଧା ୩୨.୭% ମତଦାନ

ନୂଆଦିଲ୍ଲୀ, ୮ା୨: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଜାରି ରହିଛି । ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର । ଦିଲ୍ଲୀ ବିଧାନସଭା ୭୦ଟି ଆସନ ପାଇଁ ୧୩, ୭୫୦ ବୁଥ୍ ହୋଇଛି । ୧.୪୭କୋଟି…

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଜାରି, ଅପରାହ୍ନ ୨ଟା ସୁଦ୍ଧା ୨୭.୪୮% ମତଦାନ

ନୂଆଦିଲ୍ଲୀ, ୮ା୨: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଜାରି ରହିଛି । ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ଦିଲ୍ଲୀ ବିଧାନସଭା ୭୦ଟି ଆସନ ପାଇଁ ୧୩, ୭୫୦ ବୁଥ୍ ହୋଇଛି । ୧.୪୭କୋଟି…

ଆପ୍ କର୍ମକର୍ତ୍ତାଙ୍କୁ ଚାପୁଡା ମାରିଲେ କଂଗ୍ରେସ ନେତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮ ।୨: ଦେଶର ରାଜଧାନୀ ଦିଲ୍ଲୀରେ ଆଜି ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଜଣେ ଆପ୍ କର୍ମକର୍ତ୍ତାଙ୍କୁ ଚାପୁଡା ମାରିଛନ୍ତି…

ଦିଲ୍ଲୀ ନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୬.୯୬% ମତଦାନ, ଭୋଟ ଦେଲେ କେଜ୍ରିୱାଲ ଓ ସୋନିଆ

ନୂଆଦିଲ୍ଲୀ, ୮ା୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୧୧ଟା ସୁଦ୍ଧା ଦିଲ୍ଲୀରେ ୬.୯୬% ମତଦାନ ହୋଇଛି । ବାପା ଓ ମାଆଙ୍କ ଆର୍ଶୀବାଦ ନେଇ ମତଦାନ କେନ୍ଦ୍ର ଯାଇଛନ୍ତି ଅରବିନ୍ଦ କେଜ୍ରିୱାଲ ।…

ଦିଲ୍ଲୀରେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୮ା୨: ଉତ୍ତର ପୂର୍ବ ଦିଲ୍ଲୀର ପୁଲିଂ ବୁଥରେ ଅଘଟଣ ଘଟିଥିବା ସୂଚନା ମିଳିଛି । ବାବରପୁରରେ ଭୋଟିଂ ଜାରି ରହିଥିବା ବେଳେ ପୁଲିଂ ବୁଥରେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ତାଙ୍କର ହୃଦଘାତରେ ମୃତ୍ୟୁ…