Browsing Category
ଦେଶ
ଏଣିକି ସକାଳ ୯ଟାରେ ଅଫିସରେ ପହଞ୍ଚିବେ ସରକାରୀ କର୍ମଚାରୀ: ଉପସ୍ଥାନ ମଧ୍ୟ ହେବ ଯାଞ୍ଚ, ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ରାଜ୍ୟର ଶାସନ ଭାର ଗ୍ରହଣ କରିବା ପରେ ସରକାରୀ ଦପ୍ତରର ଅନେକ ନିୟମ ପରିବର୍ତ୍ତନ କରିଛନ୍ତି । ସେ ସମସ୍ତ ସରକାରୀ କର୍ମଚାରୀଙ୍କୁ ସକାଳ ୯ଟାରେ ଅଫିସରେ…
ଡିପ୍ରେସନ ଓ ମାନସିକ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିବ ଏହି ୨ ଆପ୍, ପ୍ରସ୍ତୁତ କଲା AIIMS
ନୂଆଦିଲ୍ଲୀ: ମାନସିକ ରୋଗରେ ପୀଡିତ ରୋଗୀ ଓ ତାଙ୍କର ଦେଖାଶୁଣା କରୁଥିବା ଲୋକଙ୍କ ପାଇଁ ୨ଟି ମୋବାଇଲ ଆପ୍ ପ୍ରସ୍ତୁତ କରିଛି ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା ବା AIIMS । କରୋନା ମହାମାରୀ କାରଣରୁ…
ଲାଗିଗଲା ୧୨ କୋଟିର ଲଟେରୀ, ଅଟୋ ଡ୍ରାଇଭରଙ୍କ ଚମକିଲା ଭାଗ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତଃ ଆମେ ଶୁଣିଥାଉ ଯେ, ଥରେ ଲଟେରୀ ଜିତିଲେ କେଇ ସେକେଣ୍ଡ ମଧ୍ୟରେ ଜଣଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯାଇଥାଏ । ଏହିପରି ଭାବରେ ଜଣେ ଅଟୋ ଚାଳକ ୧୨ କୋଟି ଟଙ୍କାର ଏକ ମୋଟା ଅଙ୍କର…
ଏଣିକି Driving Testରେ ଫେଲ୍ ହେଲେ ମାଗି ପାରିବେ Video Recording, ଜାଣନ୍ତୁ କେମିତି ଉଠାଇବେ ଏହାର ଫାଇଦା
ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇଁ ଆବେଦନ କରୁଥିବା ଲୋକଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଯେଉଁମାନେ ଡିଏଲ ଟେଷ୍ଟରେ ଫେଲ୍ ହେଉଛନ୍ତି, ସେମାନେ ନିଜର ଟେଷ୍ଟର ଭିଡିଓ ରେକର୍ଡିଂ ମାଗିପାରିବେ ।…
୨୪ରେ ମୋଦି – ବାଇଡେନ ଫେସ ଟୁ ଫେସ ମିଟ୍
ନୂଆଦିଲ୍ଲୀ: ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ । ଚଳିତ ମାସ ୨୪ରେ କ୍ୱାଡ ବୈଠକରେ ଏହି ଦୁଇ ନେତା ଯୋଗ ଦେବେ । ପୂର୍ବରୁ ଏହି…
ନରେନ୍ଦ୍ର ଗିରି ମହାରାଜଙ୍କ ଆତ୍ମହତ୍ୟା; ଶିଷ୍ୟ ଦେଉଥିଲେ ମାନସିକ ନିର୍ଯାତନା
ନୂଆଦିଳ୍ଲୀ: ଅଖିଳ ଭାରତୀୟ ଆଖଡା ପରିଷଦର ମହନ୍ତ ନରେନ୍ଦ୍ର ଗିରି ମହାରାଜ ଆତ୍ମହତ୍ୟା କରିଛନ୍ତି । ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଥିବା ବେଳେ ଏକ ସୁଇସାଇଡ ନୋଟ ମଧ୍ୟ ଜବତ…
ଅଜବ ଭକ୍ତି; ୪୧ ଲକ୍ଷ ଟଙ୍କାରେ କିଣିଲେ ଗୋଟିଏ ଲଡୁ
ନୂଆଦିଲ୍ଳୀ: ଭକ୍ତି ଓ ଆସ୍ଥା ସର୍ବଦା ବ୍ୟକ୍ତି ବିଶେଷଙ୍କ ପାଇଁ ଅଲଗା ରହିଥାଏ । ନିକଟରେ ଏମିତି ଏକ ଘଟଣା ଘଟଣା ଘଟିଛି ଯାହା ଦେଖିଲେ ଆପଣ ଆଖି ତରାଟି ରହିଯିବେ । ଗୋଟିଏ ଲଡୁକୁ ୪୧ ଲକ୍ଷ ଟଙ୍କା ଦେଇ କିଣିଛନ୍ତି ଜଣେ…
୨୦୨୪ରେ ମମତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହେଁ: ବାବୁଲ ସୁପ୍ରିୟୋ
ନୂଆଦିଲ୍ଲୀ: ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଶଂସା କରିଛନ୍ତି । ମମତା ୨୦୨୪ରେ ପ୍ରଧାନମନ୍ତ୍ରୀ…
ଡେଙ୍ଗୁର ନୂଆ ଷ୍ଟ୍ରେନ୍ ‘ସୀରୋଟାଇପ୍-୨’, ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରଭାବ
ନୂଆଦିଲ୍ଲୀ: ଦୁନିଆରେ ଲକ୍ଷ ଲକ୍ଷ ଲୋକ ମାରାତ୍ମକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ମୌସୁମୀ ଆରମ୍ଭ ହେବା ସହିତ ଡେଙ୍ଗୁର ମାମଲା ବଢ଼ିବା ମଧ୍ୟ ଆରମ୍ଭ ହୋଇଯାଏ । ତେଣୁ ସେପ୍ଟେମ୍ବରରୁ ଅକ୍ଟୋବର ମାସ ଭିତରେ…
ରୋଗୀ ହୋଇ ହସ୍ପିଟାଲରେ ପହଞ୍ଚିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ, ବାଡ଼ିରେ ମାରିଥିଲା ଗାର୍ଡ; ନିଜେ କହିଲେ ପୂରା ଘଟଣା
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ନିଜର ପୁରୁଣା ଦିନରେ ଘଟିଥିବା କିଛି ଅଭୁଲା ସ୍ମୁତିକୁ ମନେ ପକାଇଛନ୍ତି । ବିଗତ ଦିନରେ ତାଙ୍କ ସହିତ ବିତିଥିବା ଏକ ଘଟଣା ସମ୍ପର୍କରେ ଏବେ ଖୁଲାସା…