Browsing Category

ଦେଶ

ଆହୁରି ସହଜ ହେଲା ଟିକାକରଣ ପାଇଁ ସ୍ଲଟ୍‌ ବୁକିଂ, ଏଣିକି ଗୋଟିଏ କଲ୍‌ରେ ବୁକିଂ ହୋଇଯିବ ସ୍ଳଟ୍

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): ବର୍ତ୍ତମାନ ୧୮ ବର୍ଷରୁ ବୟସ୍କ ଲୋକଙ୍କୁ ଟିକା ଦାନ ପାଇଁ ଅନୁମତି ମିଳିସାରିଛି । କୋ-ୱିନ୍‌ ଆପ୍‌ ମାଧ୍ୟମରେ ୧୮-୪୪ବର୍ଷୀୟ ଲୋକେ ଏଥିପାଇଁ ସ୍ଲଟ୍‌ ବୁକିଂ କରିବା ଆରମ୍ଭ କରିଦେଲେଣି ।…

TET ପ୍ରମାଣପତ୍ର ଆଜୀବନ ପାଇଁ ବୈଧ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଦେବାକୁ ପଡୁଥିବା ଜରୁରୀ ‘ଟିଜର ଇଲିଜିବିଲିଟି ଟେଷ୍ଟ/ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (ଟିଇଟି)ର ସାର୍ଟିଫିକେଟର ବୈଧତାକୁ ୭ ବର୍ଷରୁ ବଢାଯାଇ ଆଜୀବନ କରାଯାଇଛି ।…

ଭର୍ଚୁଆଲ ମିଟିଂରେ ସିବିଏସଇ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବଙ୍କ ସହିତ ଭିଡିଓ କନଫରେନ୍ସିଂ ଦ୍ୱାରା କଥା ହୋଇଛନ୍ତି । ଏହି ସମୟରେ ସେ ଅଭିଭାବକ…

ରାଗିଗଲେ ଶାଶୂ, ବୋହୂ କୁଣ୍ଢାଇ ଧରିଲେ… ତା’ ପରେ ବୋହୂ ‘ପଜିଟିଭ୍’

ହାଇଦ୍ରାବାଦ୍: ତେଲେଙ୍ଗାନାକୁ ଆଜି ଶାଶୁ-ବୋହୁଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମନା ଆସିଛି । ତେଲେଙ୍ଗାନାର ସୋମରିପଟା ଗାଁରେ ରହୁଥିବା ଜଣେ ମହିଳା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେଣୁ ସେ ଅତି…

ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ, ସାହାଯ୍ୟ ପ୍ରତିଶ୍ରୁତି ଦେଲେ ସୋନୁ ସୁଦ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସଙ୍ଗୀତ ଦୁନିଆର ସ୍ୱନାମଧନ୍ୟ ଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଜୀବନ ସହ ସଂଘଷ କରିଆସୁଛନ୍ତି । ତାଙ୍କୁ ଭଲ…

ନଦୀରୁ ମିଳିଲା ଭାସମାନ ଇଟା, ଭଗବାନ ଭାବି ଦର୍ଶନ କରିବାକୁ ଲାଗିଲା ଲୋକଙ୍କ ଭିଡ

ଆଗ୍ରା: ମାନ୍ୟତା ରହିଛି ଯେ, ତ୍ରେତୟା ଯୁଗରେ ଭଗବାନ ରାମ ସମୁଦ୍ର ପାର ହେବାକୁ ପଥର ଜରିଆରେ ଏକ ବ୍ରିଜ୍ ତିଆରି କରିଥିଲେ । ନଳ-ନୀଳ ରାମଙ୍କ ନାମ ପଥର ଗୁଡିକ ଉପରେ ଲେଖି ସମୁଦ୍ରରେ ପଥର ସବୁକୁ ପାଣିରେ ଭସାଇ ଦେଇଥିଲେ…

ରଜରେ ଓଡ଼ିଶା ଛୁଇଁବ ମୌସୁମୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବେ ଆସିବ ମୌସୁମୀ? କେବେ ଛୁଇଁବ ଓଡ଼ିଶା? କେବେ ଦେବ ଶୀତଳ ଛୁଆଁ? ଏମିତି ଅନେକ କଳ୍ପନାଜଳ୍ପନା ଜାରି ରହିଛି । ତେବେ ମୌସୁମୀ ଆସିବାରେ ବିଳମ୍ବ ଘଟିଛି । କେରଳକୁ ୨-୩ ଦିନ ବିଳମ୍ବରେ…

ଗୌତମ ଗମ୍ଭୀର ଫାଉଣ୍ଡେସନକୁ ଦୋଷୀ କହିଲା ଡ୍ରଗ କଣ୍ଟ୍ରୋଲର

ନୂଆଦିଲ୍ଲୀ: କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର ଏବଂ ଆମ ଆଦମୀ ପାର୍ଟୀର ବିଧାୟକ କରୋନା ଔଷଧକୁ ଅବୈଧ ଭାବରେ କରୋନା ଔଷଧକୁ ମହଜୁଦ କରି ରଖିବା ଘଟଣାରେ ଦୋଷୀ ହୋଇଛି । ଗୌତମ ଗମ୍ଭୀରଙ୍କ ସଂସ୍ଥା ଗୌତମ ଗମ୍ଭୀର…

ଆସୁଛି ଲଘୁଚାପ! ଲଘୁଚାପ ପରେ ଓଡିଶାରେ ପହଞ୍ଚିପାରେ ମୌସୁମୀ

ନୂଆଦିଲ୍ଲୀ: ଓଡିଶାକୁ ଏହି ମାସରେ ଆସିବ ମୌସୁମୀ । କାରଣ ବାତ୍ୟା ୟଶ୍ ପୂର୍ବରୁ ଆସିଥିବା ଲଘୁଚାପ ପରେ ଆଉ ଏକ ଲଘୁଚାପ ଆସୁଛି । ଏହା ମାଧ୍ୟମରେ ଓଡିଶାରେ ମୌସୁମୀର ଆଗମନ ହୋଇପାରେ । ବଙ୍ଗୋପସାଗରରେ ଏକ ଲଘୁଚାପ…

ରାଜଧାନୀରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରେ ଗଲାଣି ୮୯ ମୁଣ୍ଡ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବ୍ଲାକ୍ ଫଙ୍ଗସ୍ ମହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । କୋଭିଡ୍ ର ଦ୍ୱିତୀୟ ଲହର ଲୋକଙ୍କୁ ହନ୍ତସନ୍ତ କରୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ଦ୍ୱିବିଧା ହୋଇ ଠିଆ ହୋଇଛି । ଦିଲ୍ଲୀର…