Browsing Category
ରାଜ୍ୟ
ସତର୍କ ରୁହନ୍ତୁ ଜିଲ୍ଲାବାସୀ..ଏହି ତାରିଖରେ ଖୋଲିବ ହୀରାକୁଦ ଗେଟ୍, ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ
ଭୁବନେଶ୍ବର: ହୀରାକୁଦ ଗେଟ୍ ଖୋଲିବା ନେଇ ତାରିଖ ଘୋଷଣା ହୋଇସାରିଛି । ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ ।
ଏନେଇ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ତେବେ ଗେଟ୍ ଖୋଲାଯାଇ…
ଆନ୍ଦୋଳନରେ OAS ସଂଘ, ତହସିଲ କାର୍ଯ୍ୟାଳୟରେ କାମ ଠପ୍
ଭୁବନେଶ୍ବର: ଆନ୍ଦୋଳନରେ OAS ସଂଘ । ସରକାରୀ ଅଫିସରେ ଦେଖାନାହାନ୍ତି ସରକାରୀ ବାବୁ । ଖାଁ ଖାଁ ସରକାରୀ ଅଫିସ । ଯେଉଁଥିପାଇଁ ହନ୍ତସନ୍ତ ସାଧାରଣ ଲୋକେ ।
OAS ସଂଘର ଆନ୍ଦୋଳନ ପାଇଁ ତହସିଲ କାର୍ଯ୍ୟାଳୟରେ କାମ ଠପ୍…
ତେଲେଙ୍ଗାନା ବିସ୍ଫୋରଣ; ଏବେ ବି 5 ଓଡ଼ିଆ ଶ୍ରମିକ ନିଖୋଜ, 4 ଜଣଙ୍କର ହୋଇଥିଲା ମୃତ୍ୟୁ
ତେଲେଙ୍ଗାନା: ବିସ୍ଫୋରଣରେ 5 ଓଡ଼ିଆ ନିଖୋଜ । ତେଲେଙ୍ଗାନା ବିସ୍ଫୋରଣରେ ଏବେ ବି 5 ଓଡ଼ିଆ ଶ୍ରମିକଙ୍କର ମିଳୁନି ପତ୍ତା । ଗଞ୍ଜାମରୁ 2 ଜଣ, ନବରଙ୍ଗପୁରରୁ 2 ଜଣ ଏବଂ କଟକରୁ ଜଣେ ନିଖୋଜ ଥିବା ସୂଚନା । ଘଟଣାସ୍ଥଳରେ…
ମୋବାଇଲ ପାଇଁ ସାଙ୍ଗକୁ ମାରିଦେଲା ସାଙ୍ଗ, 4 ଦିନ ପରେ ମିଳିଲା ମୃତଦେହ
ଆନନ୍ଦପୁର: ନିଖୋଜର 4 ଦିନ ପରେ ନାବାଳକଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର । ସୋସୋ ଥାନା ରାଇଘାଟି ଗାଁ ଜଙ୍ଗଲରୁ ନାବାଳକଙ୍କର ମୃତଦେହ ଉଦ୍ଧାର ହୋଇଛି ।
ତେବେ ମୋବାଇଲ ପାଇଁ ନିଜ ସାଙ୍ଗକୁ ହତ୍ୟା କରିଥିବା ପରିବାର…
ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଏକାକାଳୀନ 6 ସ୍ଥାନରେ ଚଢାଉ
ଟିଟିଲାଗଡ଼: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଟିଟିଲାଗଡ଼ R & B ସବଡିଭିଜନର ଯନ୍ତ୍ରୀ ଦିଲେଶ୍ବର ମାଝୀଙ୍କ ଘରେ ରେଡ୍ କରିଛି ବିଜିଲାନ୍ସ । ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
ବର୍ଷାରେ ଭିଜିବ ବାହୁଡ଼ା ଯାତ୍ରା, ଆସନ୍ତା 7 ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା
ଭୁବନେଶ୍ବର: ଏଥର ବର୍ଷାରେ ଭିଜିବ ବାହୁଡ଼ା ଯାତ୍ରା । ସକ୍ରିୟ ରହିଛି ମୌସୁମୀ । ଫଳରେ ବାହୁଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ଷାର ପ୍ରକୋପ ଆସନ୍ତା 7 ତାରିଖ ଯାଏଁ ଜାରି ରହିବ । ଏନେଇ ଆଜି…
ହାତୀ ଶିକାର, ଦାନ୍ତ ଲୁଟ ମାମଲାରେ ତେଜିଲା ରାଜନୀତି, ନୀଳଗିରି ବିଧାୟକଙ୍କୁ ଗିରଫ ଦାବି କଲା ବିଜେଡ଼ି
ଭୁବନେଶ୍ବର: ନୀଳଗିରିରେ ହାତୀ ଶିକାର ଓ ହାତୀ ଦାନ୍ତ ଲୁଟ ମାମଲାକୁ ନେଇ ତେଜିଛି ରାଜନୀତି। ଏହି ମାମଲାରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ସଂପୃକ୍ତି ନେଇ ବିଜେଡି ଅଭିଯୋଗ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି…
ବାପାକୁ ମୁଖାଗ୍ନି ଦେଇପାରିଲାନି ପୁଅ, ଦୁର୍ଘଟଣାରେ ଚାଲିଗଲା ପୁଅବୋହୂଙ୍କ ଜୀବନ
ବୌଦ୍ଧ: ବାପାଙ୍କ ମୃତ୍ୟୁ ଖବର ଶୁଣି ଯାଉଥିବା ବେଳେ ଦୁର୍ଘଟଣା । ଅଧାବାଟରେ ଚାଲିଗଲା ପୂଆ ବୋହୂଙ୍କ ଜୀବନ । ବୌଦ୍ଧ ଥାନା ରମ୍ଭିକଟା ଟୋଲଗେଟ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ରାସ୍ତା କଡ଼ରେ…
ଘରୋଇ ପୁଞ୍ଜି ନିବେଶରେ ଓଡ଼ିଶା ଶୀର୍ଷରେ: ପଛରେ ପଡିଲେ ବହୁ ବିକଶିତ ରାଜ୍ୟ
ଭୁବନେଶ୍ୱର: ଘରୋଇ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଶୀର୍ଷ ସ୍ଥାନ ଅଧିକାର କରି ବିକଶିତ ରାଜ୍ୟଙ୍କୁ ପଛରେ ପକାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଥିବା ସେଣ୍ଟର…
ଭାଙ୍ଗିଲା କାନପୁର ବୃହତ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍
ଯୋଡ଼ା: କାନପୁର ବୃହତ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ ଭାଙ୍ଗିଯାଇଛି। ବାସୁଦେବପୁର ବୈତରଣୀ ନଦୀରେ ନିର୍ମାଣାଧୀନ ପ୍ରକଳ୍ପ। ଡିପ୍ଲିସନ୍ ସୁଇଟ ଗେଟ ପାଇଁ ଅସ୍ଥାୟୀ ଡ୍ୟାମ ନିର୍ମାଣ ହୋଇଥିଲା। କପର୍ ଡ୍ୟାମ୍ ଭାଙ୍ଗିବାରୁ…