Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀ ଆକ୍ରମଣ ପଛରେ ଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ନବୀନ
ଭୁବନେଶ୍ୱର: ବିଏମସି ଅଫିସରେ ଅଫିସରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲେ ବିରୋଧୀ ଦଳ ନେଲା ନବୀନ ପଟନାୟକ ।
ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ କହିଲେ ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ…
BMC ଅଫିସରଙ୍କୁ ବିଧା, ଗୋଇଠା: ୩ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର: ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ କମିଶନରେଟ୍ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଦାନଙ୍କୁ ଗିରଫ…
ବିଏମସି ଅଫିସରଙ୍କୁ ଟଣା-ଘୋଷଡ଼ା ଘଟଣାକୁ ବିଜେପିର ନିନ୍ଦା
ଭୁବନେଶ୍ୱର: ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ।
ସୂଚନା ମୁତାବକ ଅତିରିକ୍ତ କମିଶନରଙ୍କୁ ଜଗନ୍ନାଥ…
BMC ଅଫିସରେ ଗୁଣ୍ଡାରାଜ୍ (Video) ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଆଣି ପିଟୁଥିବାର ଭିଡିଓ ଭାଇରାଲ
ଭୁବନେଶ୍ୱର: ବିଏମସି ଅଫିସରଙ୍କୁ ବିଧା ଗୋଇଠା ମାରି ଦରମରା କରିଛନ୍ତି ଦୁର୍ବୃତ୍ତ । ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ପିଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କାର୍ଯ୍ୟାଳୟରୁ ଘୋଷାଡି…
ଆଜି ରାସନ କାର୍ଡ e-KYCର ଶେଷ ତାରିଖ, ଆଜି e-KYC ନକଲେ କଟିଯିବ କାର୍ଡ, ମିଳିବନି ଚାଉଳ
ଭୁବନେଶ୍ୱର: ରାସନ କାର୍ଡ e-KYC ପାଇଁ ଆଜି ପୁରୁଛି କଣ୍ଟ। ଡେଡଲାଇନର ଆଜି ଶେଷ ଦିନ। ଯେଉଁ ହିତାଧିକାରୀ e-KYC କରି ନାହାନ୍ତି, ଆଜି କରି ଦିଅନ୍ତୁ। ଆଉ ଯେଉଁମାନେ ନ କରିବେ, ତାକୁ ସରେଣ୍ଡର କରାଗଲା ବୋଲି ଧରି…
ଚତୁର ବାଂଲାଦେଶୀ, ଭାରତରେ ରହିବା ପାଇଁ ସର୍ଜରୀ କରି ହୋଇଗଲେ ଟ୍ରାନ୍ସଜେଣ୍ଡର
ନୂଆଦିଲ୍ଲୀ: ଭାରତରେ ରହିବା ପାଇଁ ବାଂଲାଦେଶୀମାନେ ସର୍ଜରୀ ଆଉ କିଛି ମେକଅପର ବ୍ୟବହାର କରି ହୋଇଗଲେ ଟ୍ରାନ୍ସଜେଣ୍ଡର। ରାଜଧାନୀ ଦିଲ୍ଲୀରେ ପୋଲିସ ୧୮ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ…
୧୫ ଜିଲ୍ଲାକୁ ଆଲର୍ଟ ଜାରି, ସକାଳୁ ରାଜଧାନୀରେ ଲାଗି ରହିଛି ବର୍ଷା, ୫ ତାରିଖ ଯାଏଁ ନିସ୍ତାର ନାହିଁ
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ସକାଳୁ ରାଜଧାନୀ ଭୁବନେଶ୍ୱରରେ ବି ବର୍ଷା ଜାରି ରହିଛି। ଏହିଭଳି ପାଗ ବା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…
ପୁଣି ଅଘଟଣ, କଟକ ରେଳ ଷ୍ଟେସନ ନିକଟରେ ଟ୍ରାକରୁ ଖସିଲା ଟ୍ରେନର ୩ଟି ବଗି
କଟକ: ପୁଣି ଟ୍ରାକରୁ ଖସିଲା ଟ୍ରେନ୍। କଟକ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଲାଇନଚ୍ୟୁତ। ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି।
ତେବେ ପାରାଦୀପ ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ୍। ହେଲେ କଟକ ରେଳ…
ସାପ କାମୁଡ଼ାରେ ଚାଲିଗଲା 2 ଜୀବନ
ସୁନ୍ଦରଗଡ଼: ସାପ କାମୁଡ଼ାରେ ଚାଲିଗଲା 2 ଜୀବନ। ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ଦୁଇଟି ଅଲଗା ଅଲଗା ଥାନାରେ ସାପ କାମୁଡ଼ାରେ 2ଜଣଙ୍କର ମୃତ୍ୟୁ ହୋଇଛି।
ବଣାଇ ଥାନା କଟୁରୀଧୂଆଁ ଗାଁର ଜଣେ ନାବାଳିକା ଥିବାବେଳେ ଆଉ ଜଣେ…
ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଛାନ୍ଭିନ୍
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି।…