Browsing Category
ରାଜ୍ୟ
ରାଜଧାନୀରେ ଚାଞ୍ଚଲ୍ୟ, ଟ୍ରେନ୍ ଟଏଲେଟରୁ ମିଳିଲା ଯୁବକଙ୍କ ମୃତଦେହ
ଭୁବନେଶ୍ୱର: ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଟ୍ରେନ ଟଏଲେଟରୁ ମିଳିଲା ମୃତଦେହ। ଦିଲ୍ଲୀ-ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।
ସତ୍ୟନଗର ଓ୍ୱାସିଂ ଲାଇନ୍ ନିକଟରୁ ଯୁବକଙ୍କ…
ରାଜ୍ୟରେ ନିଯୁକ୍ତ ହେବେ ୫୦୦ ଟ୍ରାଫିକ୍ ୱାଡେନ୍, ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ
ଭୁବନେଶ୍ୱର: ରାଜ୍ୟରେ ନୂଆ ଟ୍ରାଫିକ୍ ୱାଡେନ୍ ବ୍ୟବସ୍ଥା। ୫୦୦ ଟ୍ରାଫିକ ୱାଡେନ୍ ନିଯୁକ୍ତ ହେବେ। ପ୍ରାଥମିକ ଭାବେ ୫ ଜିଲ୍ଲାରେ ନିଯୁକ୍ତ ହେବେ। ଏହି ଜିଲ୍ଲାଗୁଡ଼ିକ ହେଲେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ…
୧୨ ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ ଜାରି, ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର: ୧୨ ନୂଆ ଏନଏସି ପାଇଁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିସ। ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା। ପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା,…
ଜମ୍ମୁ- କାଶ୍ମୀରରେ ସହିଦ ହେଲେ ଓଡ଼ିଆ ଯବାନ, ବର୍ଷା ନେଲା ଜୀବନ…
ଓଡ଼ିଶା ଭାସ୍କର: ଜମ୍ମୁ-କାଶ୍ମୀରରୁ ଓଡ଼ିଶା ପାଇଁ ଆସିଛି ଦୁଃଖଦ ଖବର । ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବାର ଜଣା ପଡିଛି । ବାଦଲଫଟା ବର୍ଷା ଯୋଗୁଁ କୁସ୍ତୱାଡଠାରେ ତାଙ୍କର ମୃତ୍ୟୁ ହୋଇଛି । ସହିଦ ଓଡ଼ିଆ ଯବାନଙ୍କ…
୨୮ ତାରିଖରେ ମା’ ସମଲେଇଙ୍କ ପାଖରେ ଲାଗିବ ନବାନ୍ନ, ନନ୍ଦୋତ୍ସବରେ ଧାର୍ଯ୍ୟ ହେଲା ଲଗ୍ନ
ସମ୍ବଲପୁର: ଧାର୍ଯ୍ୟ ହେଲା ନୂଆଖାଇଁ ଲଗ୍ନ । ଆସନ୍ତା ୨୮ ତାରିଖ ସକାଳ ୧୦ଟା ୩୩ରୁ ୧୦ଟା ବାଜି ୫୫ ମିନିଟ ମଧ୍ୟରେ ନବାନ୍ନ ଲାଗି କରାଯିବ ।
ପାରମ୍ପାରିକ ରୀତିନୀତି ଅନୁସାରେ ନନ୍ଦୋତ୍ସବ ଦିନ ନୂଆଖାଇ ଲଗ୍ନ ଧାର୍ଯ୍ୟ…
JSW ଷ୍ଟିଲ୍, ଓଡିଶା ଗର୍ବ ଏବଂ ଏକତାର ସହିତ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଛି
ବଡ଼ବିଲ୍: ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଓ ବଳିଦାନରକୁ ସମ୍ମାନ ଦେଇ JSW ଷ୍ଟିଲର ଓଡ଼ିଶା ଖଣି ବିଭାଗ ରାଜ୍ୟର ସମସ୍ତ ସ୍ଥାନରେ ଗର୍ବର ସହିତ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଛି।
କମ୍ପାନୀର ନେତୃବୃନ୍ଦ…
ଲାଗୁ ହେବ ତୃତୀୟ ଲିଙ୍ଗୀ ସୁରକ୍ଷା ଆଇନ୍, ନିଯୁକ୍ତି କ୍ଷେତ୍ରରେ ପାଇବେ ସଂରକ୍ଷଣ ସୁବିଧା
ଭୁବନେଶ୍ୱର: ତୃତୀୟ ଲିଙ୍ଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ନିଯୁକ୍ତି ବେଳେ ତୃତୀୟ ଲିଙ୍ଗୀଙ୍କ ପାଇଁ ପରୀକ୍ଷା ନିୟମ ବଦଳିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ନିଯୁକ୍ତି କ୍ଷେତ୍ରରେ ତୃତୀୟ…
ଦେଶପ୍ରେମର ଅଦମ୍ୟ ଉତ୍ସାହରେ ଉତ୍କଳ ହସ୍ପିଟାଲରେ ପାଳନ ହେଲା ୭୯ତମ ସ୍ୱାଧୀନତା ଦିବସ ଉତ୍ସବ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ଉପଲକ୍ଷେ ପୁରା ଭାରତରେ ଉତ୍ସାହର ମାହୋଲ ଥିଲା। ଦେଶର କୋଣ ଅନୁକୋଣରେ ଅଗଷ୍ଟ ୧୫କୁ ବେଶ୍ ଧୁମ ଧାମରେ ପାଳନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱରର ଉତ୍କଳ ହସ୍ପିଟାଲରେ ମଧ୍ୟ…
ଆସୁଛି ଆଉ ଏକ ଲଘୁଚାପ ! 18ରୁ ପ୍ରବଳ କାଚିବ, 20 ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । 18 ତାରିଖ ବେଳକୁ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ରହିଛି । ଏନେଇ 18 ଓ 19ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
ଲଘୁଚାପ ପ୍ରଭାବରେ 20 ତାରିଖ…
ପୋଡ଼ି ହୋଇ ଯୁବକଙ୍କ ମୃତ୍ୟୁ; ବାପ, ସାବତ ମା’ ସହ ଭାଇକୁ ବାନ୍ଧିଲା ପୋଲିସ
ବାଲିପାଟଣା: ବାଲିପାଟଣା ଯୁବକଙ୍କ ମୃତ୍ୟୁ ଘଟଣା ୩ ଜଣଙ୍କୁ ବାନ୍ଧିଲା ପୋଲିସ। ବାପା, ସାବତ ମା’, ସାନ ଭାଇକୁ ଗିରଫ କରିଛି ପୋଲିସ।
ପ୍ରେସ ମିଟ୍ରେ ଜୋନ୍ ୪ ଏସପି ଅଭିମନ୍ୟୁ ନାୟକ ଏହି ସୂଚନା ଦେଇଛନ୍ତି।…