fbpx
Browsing Category

ରାଜ୍ୟ

ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଯୋଜନା: ଗ୍ରୀଷ୍ମ ଛୁଟିରେ ‘ହଲିଡେ ହୋମୱାର୍କ’ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୮ରୁ ୨୦ ପର୍ଯ୍ୟନ୍ତ ତିନି ଦିନ ସ୍କୁଲ ବନ୍ଦ ରହିଥିବା ବେଳେ ଏପ୍ରିଲ ୨୫ରୁ ରାଜ୍ୟରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି । ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ…

ଜଳିଗଲା ୧୨ ବଖରା ଘର, ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ପୋଡି ପାଉଁଶ

ଭୁବନେଶ୍ୱର: ଢେଙ୍କାନାଳ କାମାକ୍ଷାନଗରରୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଅଁଳାବେରିଣୀ ଗାଁରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ଅଗ୍ନିକାଣ୍ଡ ଘଟି ୧୨ ବଖରା ଘର ଜଳି ଭସ୍ମ ହୋଇଯାଇଛି । ଏହି…

ଜାରି ହେଲା ନିୟମାବଳୀ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ବଦଳରେ ମିଳିବ ଚାଉଳ ଓ ରନ୍ଧାଖାଦ୍ୟ ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ବର୍ତ୍ତମାନ ସମୟରେ ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ସ୍କୁଲ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ…

ରାଜ୍ୟରେ ଆହୁରି ୫ ଦିନ ବଢିବ ତାତି, ୪ରୁ ୬ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବଢିବ ଗ୍ରୀଷ୍ମର ଲହର । ଆଗମୀ ୫ ଦିନ ଭିତରେ ଅନେକ ସ୍ଥାନରେ ଦିନର ତାପମାତ୍ରା ୪ ରୁ ୬ ଡିଗ୍ରୀ ଅଧିକ ବଢିବାର ସମ୍ଭାବନା ରହିଛି । କାଳବୈଶାଖୀ ପାଇଁ ତାତିରୁ ଦୁଇ ଦିନ ହେବ ଆଶ୍ୱସ୍ତୀ ମିଳିଥିବା…

କେନ୍ଦୁଝର: ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଲୁଟ୍, CCTV ଆଧାରରେ ପୋଲିସର ତଦନ୍ତ

କେନ୍ଦୁଝର: (ଓଡ଼ିଶା ଭାସ୍କର) ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଲୁଟ୍ ଉଦ୍ୟମ । ବଡ଼ବିଲ ଥାନା ୮ ନମ୍ବର ୱାର୍ଡ ଭଞ୍ଜ କଲୋନୀରେ ଲୁଟ୍‌ ଛୁରାମାଡ଼ କରି ଦୁର୍ବୃତ୍ତଙ୍କ ଲୁଟ୍ ।  ଗୁରୁତର ଯୁବକଙ୍କ ପରିଚୟ ଅନୁପ…

(Video) ଚର୍ଚ୍ଚାରେ ବର୍ଷା-ଅନୁଭବ ରାଜନୀତି: ପରିବାର ପରେ ଏବେ ନିର୍ବାଚନରେ ହେବ ଲଢେଇ

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିରେ ଏବେ ଖୁବ ଚର୍ଚ୍ଚାରେ ରହିଛି ବର୍ଷା-ଅନୁଭବଙ୍କ ଭୂମିକା । ଜଣେ ସାଂସଦରୁ ଷ୍ଟାର ପ୍ରଚାରକ ପାଲଟିଛନ୍ତି ତ ଆଉ ଜଣେ ଷ୍ଟାର ପ୍ରଚାରକରୁ ସିଧା ବିଧାୟକ ପ୍ରାର୍ଥୀ । ପୁଣି ଉଭୟ ପରସ୍ପର…

Confuse କରୁଛି ଅନୁଭବଙ୍କ ଫେସବୁକ ପୋଷ୍ଟ: ବିଜେପିରେ ଥାଇ ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ!

ଭୁବନେଶ୍ୱର: ଓଡ଼ିଶା ରାଜନୀତିକୁ ନେଇ କମ୍ପୁଛି ଭୁବନେଶ୍ୱରରୁ ଦିଲ୍ଲୀ । ବିଶେଷ କରି ବିଜେଡିର ଅନେକ ଚିହ୍ନା ଚେହେରା ବିଜେପିରେ ସାମିଲ ହେବା ପରେ ଓଡ଼ିଶାରେ ରାଜନୀତି ସୂତା ଅଡ଼ୁଆ ହେବା ଭଳି ଲାଗୁଛି । ଏହା ମଧ୍ୟରେ ଏହି…

କଟକ ବାରବାଟୀରୁ ଏଥର ମୋକିମ୍ ନୁହଁନ୍ତି ଲଢିବେ ସୋଫିଆ !

କଟକ:ଏଥର କଟକ ବାରବାଟୀରୁ ମୋକିମଙ୍କ ବଦଳରେ ମୋକିମଙ୍କ ଝିଅ ଲଢିବା ନେଇ ଚର୍ଚ୍ଚା ହେଉଛି । ବାପାଙ୍କ ଆସନରୁ ସୋଫିଆ ଫିର୍ଦ୍ଦୋସ ଲଢିବେ ବୋଲି କୁହାଯାଉଛି । ଦିଲ୍ଲୀରୁ ଫେରିବା ପରେ କର୍ମୀଙ୍କ ସହ ଏ ବିଷୟରେ ଆଲୋଚନା…

ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା; ‘ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ’

ହିଞ୍ଜିଳି: (ଓଡ଼ିଶା ଭାସ୍କର) ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ହିଞ୍ଜିଳିରେ ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ । ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ…

(Video) ଧୋକା ଦେଲା ବିଜେଡି… ସାଥ୍ ଦେବ ତ ବିଜେପି? ରାଜନୀତିରେ ଏକା ରହିଗଲେ ଅରିନ୍ଦମ!

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ଭରି ରହିଛି ଟ୍ୱିଷ୍ଟ ପରେ ଟ୍ୱିଷ୍ଟ । କିନ୍ତୁ ସବୁଠୁ ବଡ଼ ଟ୍ୱିଷ୍ଟ ଦେଇଛି ଓଡ଼ିଶା ପଲିଟିକ୍ସ । ରାଜ୍ୟରେ ବିଜେଡି-ବିଜେପି ଲଢେଇକୁ ନେଇ ରାଜନୀତି ମାହୋଲ ସରଗରମ । ପୁରରୁ ପଲ୍ଲୀ…