fbpx

କେନ୍ଦୁଝର: ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଲୁଟ୍, CCTV ଆଧାରରେ ପୋଲିସର ତଦନ୍ତ

କେନ୍ଦୁଝର: (ଓଡ଼ିଶା ଭାସ୍କର) ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଲୁଟ୍ ଉଦ୍ୟମ । ବଡ଼ବିଲ ଥାନା ୮ ନମ୍ବର ୱାର୍ଡ ଭଞ୍ଜ କଲୋନୀରେ ଲୁଟ୍‌ ଛୁରାମାଡ଼ କରି ଦୁର୍ବୃତ୍ତଙ୍କ ଲୁଟ୍ ।  ଗୁରୁତର ଯୁବକଙ୍କ ପରିଚୟ ଅନୁପ ବିଶ୍ଵକର୍ମା । ଗୁରୁତ୍ଵର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । CCTV ଫୁଟେଜ୍ ଆଧାରରେ ପୋଲିସର ତଦନ୍ତ ଆରମ୍ଭ ।

Get real time updates directly on you device, subscribe now.