Browsing Category

ରାଜ୍ୟ

ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ, ଗୋଡ ହାତ ଭାଙ୍ଗି ଫୋପାଡ଼ି ଦେଲେ ଦୁର୍ବୁତ୍ତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଶିଳ୍ପାଞ୍ଚଳରେ ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ କଲେ 3 ଦୁର୍ବୁତ୍ତ। ବ୍ୟବସାୟୀଙ୍କ ନାଁ ତପନ ସ୍ୱାଇଁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ହତ୍ୟା ନା ଆତ୍ମହତ୍ୟା? ବିବାହର 28 ଦିନ ପରେ ନବବିବାହିତ କନ୍ୟାର ମୃତ୍ୟୁ

ବିହାର: ବିବାହର 28 ଦିନ ପରେ ନବବିବାହିତ କନ୍ୟାର ହୋଇଛି ମୃତ୍ୟୁ। କିନ୍ତୁ କଣ ପାଇଁ? ଏହା ହତ୍ୟା ନା ଆତ୍ମହତ୍ୟା? ଏଭଳି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି ବିହାରର ଔରଙ୍ଗାବାଦରେ। 28 ଦିନ ପୂର୍ବରୁ ହୋଇଥିଲା…

ମହିଳାଙ୍କ ହାତ ଗୋଡ ବାନ୍ଧି ସୁନା ଅଳଙ୍କାର ଲୁଟ

କୋଣାର୍କ: ବଡ଼ ଧରଣର ଲୁଟ। ରାତି ଅଧରେ ଗ୍ରିଲ ଆଉ କବାଟ ଭାଙ୍ଗି ଘରେ ପଶି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ। ଏଭଳି ଏକ ଭୟଙ୍କର ଘଟଣା ଘଟିଛି କୋଣାର୍କର ଗୋପ ଥାନା ଅନ୍ତର୍ଗତ କୁଣ୍ଡିସ ଗାଁରେ। ଏବେ ଲୁଟପାଟର…

13 ଯାଏଁ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା 13 ତାରିଖ ଯାଏଁ ଏହି କାଳବୈଶାଖୀ ବର୍ଷା ଲାଗିରହିବାର ସମ୍ଭାବନା ରହିଛି। 13 ଯାଏଁ ପ୍ରବଳ ବର୍ଷା ସହ ଘଡଘଡି ବିଜୁଳିର ସମ୍ଭାବନା ଥିବାରୁ ପାଣିପାଗ…

ଗାଁ ସାରା ସାଲୁବାଲୁ ଟିଙ୍କ, ଟିଙ୍କ ଆତଙ୍କ ପାଇଁ ଲୋକେ ହନ୍ତସନ୍ତ

ଅନୁଗୁଳ: ଗାଁରେ କମିବାର ନାଁ ନେଉନାହିଁ ଟିଙ୍କ ଆତଙ୍କ। ଯେତେ ଔଷଧ ସିଞ୍ଚନ କଲେ ମଧ୍ୟ ତାହା କମିବା ବଦଳରେ ଦ୍ବିଗୁଣିତ ହୋଇଯାଉଛି। ଏହି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ପାଳଲହଡା ଅନ୍ତର୍ଗତ ଶ୍ରୀରାମପୁର…

ଆଜି ଦିନ ୨ଟା ଯାଏଁ ବନ୍ଦ ରହିବ ଜଗା ଦର୍ଶନ, ଶ୍ରୀମନ୍ଦିର ପ୍ରଶାସନର ସୂଚନା

ପୁରୀ: ଭକ୍ତଙ୍କ ପାଇଁ ବଡ଼ ଖବର। ଆଜି ଦିନ ୨ଟା ଯାଏଁ ବନ୍ଦ ରହିବ ଜଗା ଦର୍ଶନ। ଶ୍ରୀମନ୍ଦିରରେ ସେନାପଟା ନୀତି ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିବ। ସାଧାରଣ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି…

୧୨ରୁ ପୁଣି ସକ୍ରିୟ ହୋଇପାରେ ମୌସୁମୀ: ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ପ୍ରଭାବରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରୁ ପୁଣି ଥରେ ସକ୍ରିୟ ହୋଇପାରେ ମୌସୁମୀ । ଦକ୍ଷିଣ ଭାରତର ରାଜ୍ୟଗୁଡିକରେ ମୌସୁମୀ ସକ୍ରିୟ ହେବା ସହ କର୍ଣ୍ଣାଟକ ଏ କୋଙ୍କଣ-ଗୋଆରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୨ ପରେ…

ସଡ଼କ ଦୁର୍ଘଟଣା ପୀଡିତଙ୍କୁ ସାହା ହେଲେ ମନ୍ତ୍ରୀ ବିଭୂତି ଜେନା, ଏସକର୍ଟ ଗାଡ଼ିରେ ଆହତଙ୍କୁ ପଠାଇଲେ

ଭୁବନେଶ୍ବର: ଆହତ ଯାତ୍ରୀଙ୍କୁ ରାସ୍ତାରେ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ି ସହାୟତାର ହାତ ବଢ଼ାଇଲେ ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏସକର୍ଟ ଗାଡିରେ ଆହତ ବ୍ୟକ୍ତିଙ୍କୁ ମେଡିକାଲ ପଠାଇଲେ…

ଆସନ୍ତାକାଲି ପୁରୀ ଆସିବାକୁ ଥିବା ଭକ୍ତଙ୍କ ପାଇଁ ବଡ଼ ସୂଚନା, ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ହେବ । ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ ।  ଆଜି ରାତ୍ର ପହୁଡ଼ ଠାରୁ କାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ…

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନନ୍ଦିନୀ ଶତପଥୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପୂର୍ବତନ ସଭାପତି ସ୍ବର୍ଗୀୟା ନନ୍ଦିନୀ ଶତପଥୀଙ୍କ ୯୪ ତମ ଜୟନ୍ତୀ ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ…