Browsing Category

ରାଜ୍ୟ

ସକାଳୁ ସକାଳୁ ବଡ଼ ଅଘଟଣ: ମାଛ ଲୋଭରେ ଚାଲିଗଲା ୨ ଶିଶୁଙ୍କ ଜୀବନ, ମା’ର ମିଳୁନି ପତ୍ତା

ଦେବଗଡ଼: ଡଙ୍ଗା ବୁଡ଼ି ୨ ଛୁଆଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ନିଖୋଜ ଥିବା ଖବର ପ୍ରକାଶ ପାଇଛି । ରେଙ୍ଗାଳି ଡ୍ୟାମରେ ମାଛ ଧରିଲାବେଳେ ଡଙ୍ଗାଟି ବୁଡ଼ି ଯାଇଥିବା ସୂଚନା । କୁଣ୍ଢେଇଗୋଳା ଥାନା ତଲେଇସର ଡ୍ୟାମ ନିକଟରେ…

ଦୀର୍ଘ ଅଢ଼େଇ ବର୍ଷ ପରେ ଭୁବନେଶ୍ବରକୁ ଫେରିଲା କୋରନା, ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣି ଥରେ ଆସିଲା କୋରୋନା ଭାଇରାସ ଭୟ । ଗତ କିଛି ଦିନ ହେବ ଦେଶରେ କୋରନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ଆଜି ରାଜ୍ୟକୁ ଫେରିଛି । ଆଜି ଭୁବନେଶ୍ବରରେ ଜଣେ କୋଭିଡ୍ ପଜିଟିଭ ହୋଇଥିବା ଜଣାପଡିଛି ।…

ସରକାରଙ୍କ ପ୍ରସ୍ତୁତି, ଗତବର୍ଷ ଭଳି ରଥଯାତ୍ରାରେ ଆଉ ହେବନି ଅଘଟଣ !

ପୁରୀ: ଗତବର୍ଷ ରଥଯାତ୍ରା ଘଟଣା ଏବେଯାଏଁ କାହାରି ମନରୁ ଲିଭିନି। ପହଣ୍ଡି ବେଳେ ଚାରମାଳରୁ ଖସି ମୁହଁ ମାଡ଼ି ତଳେ ପଡିଥିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଅନେକ ରାଜନୈତିକ ତୁମ୍ୱିତୋଫାନ ହୋଇଥିଲା। ଆଉ ଏବେ…

ପିଏମ୍ ଜନମନ ଯୋଜନାର ସୁଫଳ ପାଇବେ ୩,୧୪,୫୧୪ ଲୋକ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୫: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେଉଥିବା ପିଏମ୍ ଜନମନ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ…

CTTC ପରିଦର୍ଶନ କଲେ ଇସ୍ରୋ ଅଧ୍ୟକ୍ଷ, ଚନ୍ଦ୍ରାୟନ-5କୁ ନେଇ କହିଲେ…

ଭୁବନେଶ୍ବର: ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ ଟୁଲରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିଥିଲେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ । ସିଟିଟିସି ସହ ଇସ୍ରୋର ୩୦ ବର୍ଷର ସମ୍ପର୍କ ରହିଛି । ଏହାସହିତ ଅପରେସନ…

ସଅଳ ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କଲେ ରାଜ୍ୟ ନିର୍ବାଚନ କମିଶନ୍

ଭୁବନେଶ୍ୱର: ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ଶୀଘ୍ର ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଥିବା ସୂଚନା । ଜୁନ୍ ୨୩ ଉପନର୍ବାଚନ ନେଇ ଘୋଷଣା ହୋଇଥିଲା ।…

ପ୍ରକାଶ ପାଇଲା +୨ ରେଜଲ୍ଟ: ପାସ୍ ହାର ୮୨.୭୭%, ବାଜିମାରିଲେ ଝିଅ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଳା ଯୁକ୍ତ ୨ ପରୀକ୍ଷା ଫଳ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇଛି । ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିଥିଲେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ । ପାସ୍…

ଭୁବନେଶ୍ୱର ୟୁନିଟ୍-୨ରେ ଭଙ୍ଗା ହେବ ୪୧୦ ସରକାରୀ ଘର, ହେବ କ୍ୟାପିଟାଲ ଡେଭଲପମେଣ୍ଟ ପ୍ରକଳ୍ପ

ଭୁବନେଶ୍ୱର: ଭୁବନେଶ୍ୱରରେ ଭଙ୍ଗାଯିବ ସରକାରୀ ଘର । ୪୧୦ ସରକାରୀ ଘର ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା । କାର୍ଯ୍ୟକାରୀ ହେବ କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରକଳ୍ପ । ୟୁନିଟ୍-୨ ଅଞ୍ଚଳରେ ଏହି ପ୍ରକଳ୍ପ…

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷା ଫଳ, ୯୫.୪୦% ରହିଛି ପାସ୍ ହାର

ଭୁବନେଶ୍ୱର: ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷା ଫଳ । କଲେଜରେ ପାସ୍ ହାର ୯୫.୪୦% ରହିଥିବା ସୂଚନା । କଳାରେ ୯୫.୫୫%, ବିଜ୍ଞାନରେ ୯୬.୧୩% ଏବଂ ବାଣିଜ୍ୟରେ ୯୪.୬୦% ଫଳାଫଳ ରହିଛି । ଲଗାତର ଅନେକ ବର୍ଷ…

ପ୍ରସବର ୩ ମାସ ପୂର୍ବରୁ ଛୁଟି ନେଇପାରିବେ ମହିଳା ସରକାରୀ କର୍ମଚାରୀ, ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଦୂର ହେଲା ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ସମସ୍ୟା । ୧୦୮ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିର ହେଲା । ସମ୍ଭାବ୍ୟ ପ୍ରସବର ୩ ମାସ ପୂର୍ବରୁ ନେଇ ହେବ ଛୁଟି । ପ୍ରସବ ତାରିଖର ୬ ମାସ ମଧ୍ୟରେ…