Browsing Category
ରାଜ୍ୟ
IPS ସ୍ତରର ଅଦଳବଦଳ: ସୁଶାନ୍ତ କୁମାର ନାଥ ନୂତନ ଜେଲ୍ ଡିଜି
ଭୁବନେଶ୍ୱର: ପୋଲିସ କ୍ୟାଡରରେ ନିକଟରେ ହୋଇଥିବା ପୁନର୍ଗଠନରେ ଓଡ଼ିଶା ସରକାର ନୂତନ ନିଯୁକ୍ତି କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି କାର୍ଯ୍ୟକାରୀ ହୋଇଛି।
ସୁଶାନ୍ତ କୁମାର…
ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା: ୧୧ ଜିଲ୍ଲା ପାଇଁ ୩,୮୯୮.୫୪ କୋଟି ଟଙ୍କାର ନିବେଶ ଅନୁମୋଦନ
ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ୧୯ଟି ପ୍ରକଳ୍ପ ପାଇଁ ୩,୮୯୮.୫୪ କୋଟି ଟଙ୍କାର ନୂତନ…
ପୁରୀ ଜଗନ୍ନାଥ ମନ୍ଦିର ପାଇଁ ନିର୍ମିତ ପବିତ୍ର କାଠରୁ ଦିଘା ମନ୍ଦିରରେ ମୂର୍ତ୍ତି ନିର୍ମାଣ ହୋଇଛି କି ? ତଦନ୍ତ ନିର୍ଦ୍ଦେଶ ଦେଲେ ଓଡ଼ିଶା…
ଭୁବନେଶ୍ୱର: ଓଡ଼ିଶା ସରକାର ପୁରୀ ଜଗନ୍ନାଥ ମନ୍ଦିରର ନବକଳେବର ରୀତିନୀତି ପାଇଁ ଉପଯୁକ୍ତ ନିମ୍ବ କାଠ (ପବିତ୍ର ଦାରୁ) ଦିଘାରେ ନୂତନ ନିର୍ମିତ ମନ୍ଦିରରେ ମୂର୍ତ୍ତି ନିର୍ମାଣ ପାଇଁ ନିଆଯାଇଥିବା ରିପୋର୍ଟ ଉପରେ ତଦନ୍ତ…
ଆହୁରି ୪ ଦିନ କୂଆପଥର ସହ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ !
ଭୁବନେଶ୍ୱର: ଆସନ୍ତା ୪ ଦିନ ପ୍ରବଳ ବର୍ଷା। ଯଦି ଦେଖିବା ଏବେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆଉ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମଧ୍ୟ ଜୀବନ ନେଉଛି। ଯଦିଓ ତାପମାତ୍ରା କିଛି ପରିମାଣରେ…
Breaking: ମାଟ୍ରିକରେ କମ୍ ମାର୍କ ରହିବାରୁ ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ର
ଜଗତସିଂହପୁର: ମାଟ୍ରିକ ରେଜଲ୍ଟ ପ୍ରକାଶ ପାଉ ପାଉ ସାମ୍ନାକୁ ଆସିଲା ଦୁଃଖଦ ଖବର। ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳାଫଳ। ଆଉ ୬ଟା ବେଳକୁ ଖବର ଆସିଲା କି କମ୍ ମାର୍କ ମିଳିବାରୁ ଆତ୍ମହତ୍ୟା…
ମାଟ୍ରିକ୍ ପାସ୍ହାର: ଗଜପତି ଜିଲ୍ଲା ୧-ନଂ, ସବାତଳେ କୋରାପୁଟ
ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ ଅଫିସରେ ଗଣଶିକ୍ଷାମନ୍ତ୍ରୀ ରେଜଲ୍ଟ ପୁସ୍ତକ ଉନ୍ମୋଚନ କରିଛନ୍ତି । ତେବେ ଚଳିତ ବର୍ଷ ପାସ୍ ହାର ୯୪.୯୩% ଥିଲାବେଳେ, ୧୭ ହଜାର ୩୮୪ ଜଣ ଫେଲ୍…
ପୁଅଙ୍କଠୁ ମାଟ୍ରିକ ରେଜଲ୍ଟରେ ଟପିଗଲେ ଝିଅ
ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳାଫଳ। ଅପରାହ୍ନ ୪ଟାରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଲା। ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଆଉ ଏହି ଚଳିତ ବର୍ଷ ମାଟ୍ରିକ…
Big Breaking: ପ୍ରକାଶ ପାଇଲା Matric Result, ରେଜଲ୍ଟ ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ
ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ । ରେଜଲ୍ଟ ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ । କଟକ ବୋର୍ଡ ଅଫିସରେ ପ୍ରକାଶ ପାଇଛି ଏହି ମାଟ୍ରିକ୍ ରେଜଲ୍ଟ ।
ଚଳିତ ବର୍ଷ ପାସ୍ହାର ରହିଛି ୯୪.୯୩% । ୫…
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ଅନେକ ପ୍ରକଳ୍ପର କରିବେ ଶିଳାନ୍ୟାସ
ଭୁବନେଶ୍ୱର: ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ୧୦ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିବେ ଶାହ। ୨ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି…
“ବିଦେଶୀଙ୍କୁ ଚିହ୍ନଟ କରାଯାଇ କଟାଯିବ ରାସନ କାର୍ଡ”
ଭୁବନେଶ୍ୱର: କଟାଯିବ ବେଦିଶୀଙ୍କ ରାସନ କାର୍ଡ। ଯେଉଁମାନେ ବିଦେଶରୁ ଆସି ଓଡ଼ିଶାରେ ରହୁଛନ୍ତି। ଏବଂ ଓଡ଼ିଶାର ନାଗରିକ ଭାବରେ ରାସନ କାର୍ଡରେ ରାସନ ପାଉଛନ୍ତି। ସେମାନେ ସମସ୍ତଙ୍କର ରାସନ କାର୍ଡ କାଟିବେ ସରକାର।…