Browsing Category
ରାଜ୍ୟ
ରାଜଧାନୀରେ ଗାଡ଼ି ଲୁଟିଲେ ନକଲି ପୋଲିସ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୋଲିସର ପରିଚୟ ଦେଇ ଏକ ଗାଡି ଲୁଟ କରିଛନ୍ତି ଦୁର୍ବୃତ୍ତ । ରାଜଧାନୀର ମଞ୍ଚେଶ୍ୱର ଅଞ୍ଚଳରେ ପୋଲିସର ପରିଚୟ ଦେଇ ଲୁଟେରା ମାନେ ଗାଡି ଲୁଟିବା ସହିତ ବ୍ୟବସାୟୀଙ୍କୁ ଅପହରଣ କରି ନେଇଛନ୍ତି…
୬ କୋଟିର ସାଇବର ଠକେଇ; ରୋଜଗାର ନାଁରେ ୬୦୦ ଲୋକଙ୍କୁ ଲୁଟିଲେ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ମାତିଛନ୍ତି ସାଇବର ଠକ । ବ୍ରହ୍ମପୁରରେ ଘଟିଯାଇଛି ଏମିତି ଏକ ଘଟଣା । ଲୋକଙ୍କୁ ରୋଜଗାର ଦେବା ନାଁରେ ଲୁଟି ନେଇଛନ୍ତି ୬ କୋଟି ଟଙ୍କା । ପ୍ରାୟ ୬୦୦ ଲୋକଙ୍କୁ ଲୁଟିବା…
ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ, ଟ୍ୟୁସନ କରିବା ବାହାନାରେ କରୁଥିଲେ ଅସଦାଚରଣ
ବାଲେଶ୍ୱର(ଓଡିଶା ଭାସ୍କର): ଏବେ ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଆପତ୍ତିଜନକ ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଆଉ ଏଥିରେ ଗିରଫ ହୋଇଛନ୍ତି ଜଣେ ଅଧ୍ୟାପକ ଏବଂ ଛାତ୍ରୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର…
ଓଡ଼ିଆ ମସଲା ବ୍ରାଣ୍ଡ ବିଜ୍ଞାପନରେ ନୀଲ ଦାସଗୁପ୍ତା
ଭୁବନେଶ୍ୱର,(ଓଡିଶା ଭାସ୍କର): ଭାରତର ଅନ୍ୟତମ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ନୀଲ୍ ଦାସଗୁପ୍ତା ଓଡ଼ିଶାର ଲୋକପ୍ରିୟ ମସଲା କମ୍ପାନୀ ପାଇଁ ଦୁଇଟି ଚମତ୍କାର ଟିଭିସି ନିର୍ମାଣ କରି ଓଡ଼ିଶା ମାର୍କେଟରେ ପ୍ରବେଶ କରିଛନ୍ତି…
ଭିଜିଲାନ୍ସ ପଞ୍ଝାରେ PEO, ୩ଟି ସ୍ଥାନରେ ଚଢ଼ାଉ
ବରଗଡ଼: ବରଗଡ଼ ବେହେରାପଲ୍ଲୀ PEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । PEO ଅନିଲ କୁମାର ପାଢ଼ୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍ ଚାଲିଛି । ୩ଟି…
ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୁଳ, ମାଗଣାରେ ମିଳିବ ରଥଚକ
ଭୁବନେଶ୍ୱର, (ଓଡିଶା ଭାସ୍କର):ଆସନ୍ତା ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୁଳ । ଏଥିପାଇଁ ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି । ଏହି ଗୁରୁକୁଳ ସୋସାଇଟିର ଅଧ୍ୟକ୍ଷ ରହିବେ ଗଜପତି ମହାରାଜା ।…
ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର, ପରିବାର ପିଛା ଦିଆଯିବ ୨ ଲକ୍ଷ ଟଙ୍କା
ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପରିବାରକୁ ମିଳିବ ଘର । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି । ଏହସି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ୪ ଶହ ସେବାୟତଙ୍କ ପରିବାରକୁ ଘର ମିଳିବ । ୮ ଏକର…
କରୋନାର କରାଳ ରୂପ: ବଲାଙ୍ଗୀରରେ ୩ ମାସ ଶିଶୁର ମୃତ୍ୟୁ, ବାଲେଶ୍ୱରରୁ ୧୨ ଶିଶୁ….
ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ସମ୍ଭାବ୍ୟ ୩ୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେ ବୋଲି କୁହାଯାଉଥିବା ବେଳେ ଏବେଠାରୁ ରାଜ୍ୟରେ ଦୈନିକ ୧୦୦ ପାଖାପାଖି ଶିଶୁ ପଜିଟିଭ୍ ହେଉଛନ୍ତି । ଏହାରି ମଧ୍ୟରେ କରୋନାରେ…
ସୋର ବିଧାୟକଙ୍କ ବିରୋଧରେ ଯବାନଙ୍କ ଅଭିଯୋଗ: ବର୍ଡରରୁ ମାଗିଲେ ନ୍ୟାୟ, ଦେଖନ୍ତୁ ଭିଡିଓ
ସୋର(ଓଡ଼ିଶା ଭାସ୍କର): ଯବାନମାନେ ବର୍ଡରରେ ଜଗି ଦେଶକୁ ସୁରକ୍ଷିତ ରଖୁଥିବା ବେଳେ ତାଙ୍କ ପରିବାର ଲୋକେ ଭୋଗୁଛନ୍ତି ନିର୍ଯାତନା । ଏହିପରି ଏକ ମାମଲା ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିଏସଏଫ୍…
ଷ୍ଟାର ଦମ୍ପତ୍ତିଙ୍କ ମାମଲା: ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ
କଟକ(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାରେ ଆସିଛି ନୂଆ ମୋଡ । ଏହି ମାମଲାରେ ଅନୁଭବ ମହାନ୍ତିଙ୍କ ଆବେଦନର ଅନ୍ତ…