Browsing Category

ରାଜ୍ୟ

ଓଡ଼ିଶାରୁ ପୁଣି ୬୬ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ନଅଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…

ପ୍ରେମ ପାଇଁ ମା’କୁ ଦେଉଥିଲା ନିଶା, ଝିଅ ସହ ଅନୈତିକ ସମ୍ପର୍କ ରଖୁଥିଲା ପ୍ରେମିକ, ୬ମାସ ପରେ ଧରାପଡିଗଲା ଚୋରାପିରତୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲେ ଜଣେ ଯୁବକ । ପ୍ରତ୍ୟେକ ଦିନ ଯୁବକ ଜଣକ ଉକ୍ତ ନାବାଳିକାଙ୍କ ଘରକୁ ଆସୁଥିଲେ । ମା’ ଘରେ ଥିଲେ ବି କିଛି ଜାଣିାରୁନଥିଲେ । କାରଣ ଝିଅକୁ ଦେଖା…

ଥମୁନି ସଂକ୍ରମଣ ! ଆଜି ପୁଣି ରାଜ୍ୟରୁ ବାହାରିଲେ ୨୧୧୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । କିନ୍ତୁ ପ୍ରତିଦିନ ସଂକ୍ରମଣ ସଂଖ୍ୟା ତଳ ଉପର ହେଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ…

ସିନାପାଲି ବ୍ଲକରେ ଖୁଲମ୍‌ଖୁଲା ଚାଲିଛି ପିସି କାରବାର, କ୍ୟାମେରାରେ କଏଦ ହେଲା ଭିଡିଓ

ନୂଆପଡା (ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଦୁର୍ନୀତି ଖୋର୍‌ ଅଧିକାରୀମାନଙ୍କୁ ତାଗିଦ କରି ଓଡ଼ିଶାରେ ପିସି କାରବାରକୁ ବନ୍ଦ୍‌ କରିଥିବା ଅନେକ ସମୟରେ ଡିଣ୍ଡିମା ପିଟୁଛନ୍ତି । ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ…

ଘରେ ପଶି କଳାକନା ବୁଲାଇଥିଲେ ୨ ଲୁଟେରା, ବିଭିନ୍ନ ସ୍ଥାନରେ ଚଢାଉ କରି ନଣ୍ଡା ଓ ସୁମନ୍ତକୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କାର ଚୋରି…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନୟାପଲ୍ଳୀ ଥାନା ପୋଲିସ ବୁଧବାର ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି । ଏଥିସହିତ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି ପୋଲିସ । ଜବତ ସାମଗ୍ରୀ ମଧ୍ୟରେ ଦୁଇଟି…

ଆଜି ଭୁବନେଶ୍ୱର ଏମ୍‌ସର ନବମ ପ୍ରତିଷ୍ଠା ଦିବସ, ଇସିଏମ୍‌ଓ ମେସିନ୍‌ର ହେବ ଲୋକାର୍ପଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ଭୁବନେଶ୍ୱର ଏମ୍ସର ନବମ ସ୍ଥାପନ ଦିବସ ପାଳନ କରାଯିବ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କରକମଳରେ ଅନୁଷ୍ଠାନର ମୂଳଦୁଆ ସ୍ଥାପନା କରାଯାଇଥିଲା…

ଆଜି ଓଡ଼ିଶା ଅନ୍‌ଲକ୍‌ ଘୋଷଣା, “ସ୍ଥିତି ଦେଖି ନିଷ୍ପତ୍ତି ନେବେ ସରକାର’: ୨୮ ଜିଲ୍ଲାରେ ତାଲା ଖୋଲିବା ନେଇ ଚର୍ଚ୍ଚା, ୨ଟି…

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ରାତି ପାହିଲେ ସରିବ ଆଂଶିକ ଲକ୍‌ଡାଉନ୍‌ ଅବଧରାତି ପାହିଲେ ସରିବ ଆଂଶିକ ଲକ୍‌ଡାଉନ୍‌ ଅବଧି। ଶୁକ୍ରବାର ସକାଳ ୬ଟାରେ ସରିବ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ଆଂଶିକ ଲକ୍‌ଡାଉନ୍‌ ଅବଧି ।…

ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିରେ ଯୋଡ଼ି ହେବ ରାଉରକେଲା ଇନଡୋର ଷ୍ଟାଡିଅମ

ରାଉରକେଲା(ଓଡ଼ିଶା ଭାସ୍କର): ସ୍ମାର୍ଟସିଟି ରାଉରକେଲାରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍…

ଅନ୍‌ଲକ୍‌ ହେବ କି ୧୬ ପରେ? ନୂଆ ଗାଇଡ୍‌ ଲାଇନ୍‌ ପାଇଁ ଚାହିଁ ବସିଛନ୍ତି ରାଜ୍ୟବାସୀ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ପ୍ରାୟ ଦୁଇବର୍ଷ ପୂରିବାକୁ ଗଲାଣି। ମହାମାରୀ କରୋନା କଲବଲ କରିସାରିଲାଣି। ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଜନତା। ଅନେକ ଲୋକଙ୍କ ଜୀବିକା ଚାଲିଯାଇଛି ଆଉ କିଏ ବଞ୍ଚିବା ପାଇଁ କରୁଛି ସଂଘର୍ଷ।…