Browsing Category
ରାଜ୍ୟ
ନବୀନଙ୍କ ବଡ ଘୋଷଣା: ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଲେ ୬ କୋଟି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୧୫ ଦିନ ବାକି ରହିଥିବା ବେଳେ ଓଡିଆ ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ପୁରୀବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ; ଆଉ କଣ କହିଲେ ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ରଥଯାତ୍ରାକୁ ନେଇ ଘନଘନ ବୈଠକ: ଡିଜିଟାଲ ଦର୍ଶନ ଉପରେ ଗୁରୁତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷ କୋଭିଡ କଟକଣାରେ ବିନାଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ରଥଯାତ୍ରା ଅୟୋଜନକୁ ନେଇ ଘନଘନ ବୈଠକ ଜାରି ରହୁଛି। ଗୁରୁବାର ଗଜପତି ମହାରାଜାଙ୍କ ଅଧକ୍ଷତାରେ ଭରଚୁଆଲ୍ ବୈଠକ…
ସୌନ୍ଦର୍ଯ୍ୟ-ପ୍ରେମ-ଶାନ୍ତିର ଭୂମି ଓଡ଼ିଶା: ଗଣେଶୀ ଲାଲ୍; ଆଉ କଣ କହିଲେ ରାଜ୍ୟପାଳ ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାଚୀନ ଉତ୍କଳର ଗୌରବମୟ ଗାଥାକୁ ବହନ କରି ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ହୋଇଛି ଓଡ଼ିଶା । ଏଥିସହ ସ୍ନେହ-ଶାନ୍ତି-ସଂହତିର ଦେବଭୂମି ଓଡ଼ିଶା । ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପୂର୍ବରୁ ମୋ…
ପୁଲିସ ପଞ୍ଝାରେ ରସିକିଆ ବର, ଟଙ୍କା ପାଇଁ କରିଥିଲା ଏକାଧିକ ବିବାହ
ଭୁବନେଶ୍ୱର(ଓଡିଶା ଭାସ୍କର): ଧନୀ ଝିଅ ସାବଧାନ । ଟିକେ ଅସାବଧାନ ଆପଣଙ୍କୁ ଭୟଙ୍କର ଭାବେ ଫସାଇ ଦେଇପାରେ । ସାବଧାନ ଥାଆନ୍ତୁ ଶୋ ଅଫ୍ ବରପାତ୍ରଙ୍କ ଠାରୁ । ଏମିତି ଯୁବକଙ୍କ ହାବୁଡ଼ରେ ପଡିବ ପୂର୍ବରୁ ଭଲ ଭାବରେ…
୧୧ରୁ ଖୋଲିବ ହୀରାକୁଦ୍ ଗେଟ୍, ହେବ ବନ୍ୟାଜଳ ନିଷ୍କାସନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୧ ତାରିଖରେ ଖୋଲିବ ହୀରାକୁଦ୍ ଗେଟ୍ । ୧୧ ତାରିଖ ଦିନ ୧୧ଟା ସମୟରେ ହୀରାକୁଦ୍ ରୁ ବନ୍ୟା ଜଳ ନିଷ୍କାସନ ହେବ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ଡ୍ୟାମ କର୍ତ୍ତୃପକ୍ଷ…
ଚତୁର୍ଦ୍ଦଶୀରେ ସରିଲା ମହାପ୍ରଭୁଙ୍କ ବନକଲାଗି ନୀତି
ପୁରୀ(ଓଡ଼ିଶା ଭାସ୍କର): ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀରେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ବନକଲାଗି କରାଯାଇଛି । ଏଥିସହ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଖଡିପ୍ରସାଦ…
ବର୍ଷା ମୋ ପରିବାର ପାଇଁ ବିପଦ: ଅନୁଭବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଥମିବାର ନାଁ ଧରୁନାହିଁ ବର୍ଷା-ଅନୁଭବଙ୍କ ପାରିବାରିକ ସମସ୍ୟା । ଅନେକ ଦିନ ହେବ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏବେ ପୁଣି ଥରେ ସେମାନେ ଚର୍ଚ୍ଚାକୁ ଆସିଛନ୍ତି । ସାଂସଦ…
ବାକ୍ସ୍ ଭିତରୁ ବାହାରିଲେ ବୟ ଫ୍ରେଣ୍ଡ୍, ଦେଖନ୍ତୁ ପୂରା ଭିଡିଓ
ଓଡ଼ିଶା ଭାସ୍କର ବ୍ୟୁରୋ: ବାକ୍ସ ଭିତରୁ ବାହାରିଲେ ବୟ ଫ୍ରେଣ୍ଡ୍ । ନିଜ ଗର୍ଲଫ୍ରେଣ୍ଡକୁ ଭେଟିବା ପାଇଁ ଲୁଚି ଲୁଚି ଆସିଥିଲେ ବୟ ଫ୍ରେଣ୍ଡ୍ । ହେଲେ ପରିବାର ଲୋକଙ୍କ ଭୟରେ ଗର୍ଲଫ୍ରେଣ୍ଡ ବାକ୍ସ ଭିତରେ ବୟ ଫ୍ରେଣ୍ଡ୍ କୁ…
ଅନଲାଇନରେ ନିଲାମ ହେବ ଓଡ଼ିଶାର ୧୧ ଖଣି; ଜାଣନ୍ତୁ କଣ ରହିଛି ପ୍ରକ୍ରିୟା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦୀର୍ଘ ଏକ ବର୍ଷ ପରେ ଓଡ଼ିଶା ସରକାର ଖଣି ନିଲାମୀ ପାଇଁ ଇସ୍ତାହାର ପ୍ରକାଶ କରିଛନ୍ତି । ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଖଣିର ନିଲାମୀ ନେଇ ବିଜ୍ଞାପନ ପ୍ରକାଶ ପାଇଛି । କେନ୍ଦ୍ର…