fbpx

୧୧ରୁ ଖୋଲିବ ହୀରାକୁଦ୍ ଗେଟ୍, ହେବ ବନ୍ୟାଜଳ ନିଷ୍କାସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୧ ତାରିଖରେ ଖୋଲିବ ହୀରାକୁଦ୍ ଗେଟ୍ । ୧୧ ତାରିଖ ଦିନ ୧୧ଟା ସମୟରେ ହୀରାକୁଦ୍ ରୁ ବନ୍ୟା ଜଳ ନିଷ୍କାସନ ହେବ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ବନ୍ୟାଳନ ନିଷ୍କାସନ ଦ୍ୱାରା ମହାନଦୀ ଓ ଶାଖା ନଦୀର ଜଳସ୍ତର ବଢ଼ିବ । ତେଣୁ ନଦୀକୁ ପ୍ରବେଶ କରିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ନେଇ ସତର୍କ କରାଇଛନ୍ତି କର୍ତ୍ତୃପକ୍ଷ ।

Get real time updates directly on you device, subscribe now.