Browsing Category

ରାଜ୍ୟ

ନୃଶଂସ ପ୍ରେମିକ, ଗର୍ଭବତୀ ପ୍ରେମିକାକୁ ପଥରରେ ଛେଚି ଛେଚି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା

ମାଲକାନଗିରି: ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ କଙ୍କାଳ। ଏବେ ସାମ୍ନାକୁ ଆସିଲା ହତ୍ୟାକାଣ୍ଡର କାରଣ। କାରଣ ଥିଲା ଯୁବତୀ ଜଣକ ଗର୍ଭବତୀ ଥିଲେ। ଆଉ ଗର୍ଭପାତ ନ କରିବାରୁ ଯୁବତୀଙ୍କୁ ହତ୍ୟା କରିଥିଲା ତାଙ୍କ ପ୍ରେମିକ।…

ପଇତାଲାଗି ନୀତି ପାଇଁ ଆଜି ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିର ଆଜି ସନ୍ଧ୍ୟାରେ ୫ ଘଣ୍ଟା ଭକ୍ତଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିବ। ଏହି ପାଞ୍ଚ ଘଣ୍ଟା ମଧ୍ୟରେ ଭକ୍ତମାନେ ପଇତାଲାଗି ନୀତି ପାଇଁ ଦେବଦେବୀଙ୍କ ଦର୍ଶନ କରିପାରିବେ ନାହିଁ।…

ଢ଼େଙ୍କାନାଳରେ ଚାଞ୍ଚଲ୍ୟ, ଯୁବକଙ୍କୁ ଗୁଳି କଲେ, ସ୍ତ୍ରୀ ଆଗରେ ପଥରରେ ଛେଚି ଛେଚି ମାରିଦେଲେ

ଢ଼େଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପ୍ରଥମେ ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇବା ଫଳରେ ଯୁବକଙ୍କ ଗୋଡ଼ରେ ଗୁଳି ବାଜିଥିଲା।…

କାଳବୈଶାଖୀ ପରେ ପୁଣିଥରେ ରାଜ୍ୟରେ ବଢିଛି ତାତି, ୪୪ ଡିଗ୍ରୀ ଡେଇଁପାରେ ପାରଦ

ଭୁବନେଶ୍ୱର: କାଳ ବୈଶାଖି ପରେ ଏବେ ପୁଣିଥରେ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ପଶ୍ଚିମ ଓଡ଼ିଶାରେ ମୁଣ୍ଡଫଟା ଖରା। ଆଜି ମଧ୍ୟ ପଶ୍ଟିମ ଓଡ଼ିଶାରେ ମୁଣ୍ଡ ଫଟା ଖରା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।…

ଡେଲାଙ୍ଗରୁ ନିଖୋଜ ଆର୍ଶୀବାଦଙ୍କ ମୃତଦେହ ଉଦ୍ଧାର

ପୁରୀ: ରାଜ୍ୟରେ ମାତିଛନ୍ତି ପିଲାଚୋର । କିଛିଦିନ ପୂର୍ବରୁ ପୁରୀ ଡେଲାଙ୍ଗରୁ ନିଖୋଜ ହୋଇଥିବା ନାବାଳକଙ୍କ ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିଖୋଜର ୭ ଦିନ ପରେ ଆର୍ଶୀବାଦଙ୍କ ମୃତଦେହ ମିଳିଛି । ଜଣେ…

ଦାବି ପୂରଣ ନହେଲେ ସମୂହ ଇସ୍ତଫା ଦେବାକୁ ଓମସାର ଚେତାବନୀ

ଭୁବନେଶ୍ୱର,୨୦ା୪: ଏକ ମାସ ମଧ୍ୟରେ ଦାବି ପୂରଣ ନହେଲେ ସମୂହ ଇସ୍ତଫା ଦେବାକୁ କଡ଼ା ଚେତାବନୀ ଦେଇଛି ଓମସା (ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍)। ୭ ଦଫା ଦାବି ନେଇ ସରକାରଙ୍କ ଉପରେ ବର୍ଷିଛି ଓଡିଶା ମେଡିକାଲ ସର୍ଭିସ…

ରାଜ୍ୟରେ ଏହିସବୁ ଜିଲ୍ଲାରେ ବର୍ଷା ଆଶଙ୍କା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ସକାଳ ଓ ଅପରାହ୍ନ ଟ୍ୱିନ୍ ସିଟି ସହ ଅନେକ ସ୍ଥାନରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଆଜି ଅର୍ଥାତ ୨୦ ଏପ୍ରିଲରେ ପ୍ରବଳ ବର୍ଷା ଓ ବିଜୁଳି…

ସମ୍ବଲପୁରରେ କାଲି ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କର ଜନଅଭିଯୋଗ ଶୁଣାଣ

ସମ୍ବଲପୁର: ସମ୍ବଲପୁରଠାରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଦୁର୍ଗାପାଲିସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ପାଇଁ ପ୍ରସ୍ତୁତି…

ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ୪୦ ଡିଗ୍ରୀ ଟପିଲା ୧୧ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ତାତି। ଆଜି ୪୦ ଡିଗ୍ରୀ ଉପରେ ୧୧ଟି ସହର। ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର। ୪୩.୫ ଡିଗ୍ରୀ ଖରାରେ ସିଝିଲା ଝାରସୁଗୁଡ଼ା। ବଲାଙ୍ଗୀରର ତାପମାତ୬ା ୪୨.୪ ଡିଗ୍ରୀ। ଟିଟିଲାଗଡ଼ର ତାପମାତ୍ରା…

ଓଡ଼ିଶାର ଆଦିବାସୀ କଳା ଐତିହ୍ୟକୁ ବେଦାନ୍ତ ଆଲୁମିନିୟମର ପ୍ରୋତ୍ସାହନ, ଭବାନୀପାଟଣାରେ ପାଳିଲା ବିଶ୍ୱ କଳା ଦିବସ

ଭବାନୀପାଟଣା: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଭବାନୀପାଟଣାର ଥୁଆମୂଳ ରାମପୁରସ୍ଥିତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶାର…